• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଉଚ୍ଚସ୍ତରୀୟ ପ୍ରଶାସନିକ ବୈଠକ

Proprietor Abhimanyu Maharana by Proprietor Abhimanyu Maharana
May 26, 2025
in ଓଡ଼ିଶା, ପୁରୀ, ହୋମ୍
0
ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଉଚ୍ଚସ୍ତରୀୟ ପ୍ରଶାସନିକ ବୈଠକ
Share on FacebookShare on TwitterWhatsapp

ରଥଯାତ୍ରା ଶୃଙ୍ଖଳିତ ପାଇଁ ବୈଠକରେ ଅନୁମୋଦିତ

ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ସୋମବାର ଶ୍ରୀମନ୍ଦିର କାର୍ଯ୍ୟାଳୟ ସଭାଗୃହ ଠାରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ପ୍ରଶାସନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜାଧିଭିଷେକ ଠାରୁ ନିଳାଦ୍ରୀ ବିଜେ ପର୍ ରଥଯାତ୍ରାର ନୀତିନିର୍ଘଣ୍ଟ, ବ୍ଯବସ୍ଥାବଳୀ,ନୀତିକାନ୍ତି, ପହଣ୍ଡି, ରଥଟଣା ଓ ଦର୍ଶନ ବ୍ଯବସ୍ଥା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ବୈଠକ ପରେ ଗଜପତି ମହାରାଜା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ରାଜ୍ୟ ସରକାର ପରିଚାଳନା କମିଟି ଗଠନ କରିନଥିବାରୁ ପୂର୍ବତନ ପରିଚାଳନା କମିଟି ଓ ମୁଖ୍ଯ ପ୍ରଶାସକଙ୍କ ଅନୁମୋଦନ କ୍ରମେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ।

ସ୍ନାନଯାତ୍ରା, ଶ୍ରୀଗୁଣ୍ଡିଚା ଯାତ୍ରା, ଆଡପ ପହଣ୍ଡି, ବାହୁଡା ଯାତ୍ରା,ସୁନାବେଶ ଓ ନିଳାଦ୍ରୀ ବିଜେ କିପରି ଶୃଙ୍ଖଳିତ ହେବ ଏ ସଂପର୍କରେ ସଭ୍ଯମାନେ ଆଲୋଚନା କରିଥିଲେ । ପଶ୍ଚିମବଙ୍ଗ ସରକାରଙ୍କ ଉଦ୍ୟମରେ ମେଦିନୀପୁର ଦୀଘା ଠାରେ ଏକ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରାଯାଇଛି । ଜଗନ୍ନାଥ ଧାମ ଶବ୍ଦକୁ ବ୍ଯବହାର ନକରିବା ପାଇଁ ଗଜପତି ରାଜ୍ଯ ସରକାରଙ୍କୁ ଅନୁରୋଧ କରିବା ସହ ପଶ୍ଚିମବଙ୍ଗ ସରକାରଙ୍କ ସହ ଆଲୋଚନା କରିବା ପାଇଁ ଅନୁରୋଧ କରିଛନ୍ତି ।

ସାରା ବିଶ୍ବରେ ଜଗନ୍ନାଥ ମନ୍ଦିର ନିର୍ମାଣ କରିବା ପାଇଁ କାହାକୁ ବାରଣ ନାହିଁ । ମୂଳପୀଠ ଶ୍ରୀମନ୍ଦିର ପରମ୍ପରା ଅନୁଯାଇ ସମସ୍ତ ପ୍ରଚଳିତ ନୀତି ପାଳନ କରିବାକୁ ପରାମର୍ଶ ଦେଇଥିଲେ । ଶ୍ରୀମନ୍ଦିର, ଜଗନ୍ନାଥ ଧାମ, ନୀଳାଚଳ ଧାମ, ପୁରୁଷୋତ୍ତମ ଧାମ ଏପରି ଶଦ୍ଦ ଗୁଡିକ ଆଗାମୀ ଦିନରେ ଯେପରି କେହି ବ୍ୟବହାର କରି ନପାରିବେ ସେ ସମ୍ପର୍କରେ ବିଚାରବିମର୍ଷ ଚାଲିଛି । ଆନ୍ତର୍ଜାତୀୟ ଧାର୍ମିକ ଅନୁଷ୍ଠାନ ଇସ୍କନ ଦୀଘା ମନ୍ଦିରରେ ସେବାପୂଜା ଦାୟୀତ୍ବ

ନେଇଥିବାରୁ ସେ କିପରି ଜଗନ୍ନାଥ ଧାମ ଶଦ୍ଦକୁ ବ୍ଯବହାର ନକରିବା ପାଇଁ କାହିଁକି ପରାମର୍ଶ ଦେଲେନାହିଁ ବୋଲି ଗଜପତି ପ୍ରଶ୍ନ କରିଛନ୍ତି । ଭାରତ ଭିତରେ ଇସ୍କନ ସଂସ୍ଥା ଆଷାଢ ଶୁକ୍ଲ ଦ୍ବିତୀୟା ଦିନ ରଥଯାତ୍ରା କରିବା ପାଇଁ ରାଜି ହୋଇଥିଲେ । କିନ୍ତୁ ଭାରତ ବାହାରେ ରଥଯାତ୍ରା ଗୋଟିଏ ଦିନ କରିବା ପାଇଁ ଇସ୍କନ ସହ କଥାବାର୍ତ୍ତ ଚାଲିଛି । ଶ୍ରୀମନ୍ଦିରରେ ଶାସ୍ତ୍ରୀୟ ପରମ୍ପରା ଅନୁସାରେ ନୀତିକାନ୍ତି ଚାଲିଛି ।

ଏ ନୀତି ବିଶ୍ବର ସମସ୍ତ ଜଗନ୍ନାଥ ମନ୍ଦିରରେ ପାଳନ କରିବା ପାଇଁ ଗଜପତି ପରାମର୍ଶ ଦେଇଥିଲେ । ଇସ୍କନ ସଂସ୍ଥା ଦୀଘାର ଜଗନ୍ନାଥ ଧାମ ଟ୍ରଷ୍ଟ, ଶ୍ରୀମନ୍ଦିର ପ୍ରଶାସନ ଧାର୍ମିକ ଅନୁଷ୍ଠାନ ହୋଇଥିବାରୁ ଭକ୍ତିର ସହ ଆପୋଷ ଆଲୋଚନା ମାଧ୍ୟମରେ ସମସ୍ତ ସମସ୍ଯାର ସମାଧାନ କରିବା ପାଇଁ ଗଜପତି ପରାମର୍ଶ ଦେଇଥିଲେ । ଶ୍ରୀକ୍ଷେତ୍ରର ରଥଯାତ୍ରାରେ ସ୍ବଂୟ ଜଗନ୍ନାଥ ରତ୍ନସିଂହାସନ ଛାଡି ଜଗତକୁ ଦର୍ଶନ ଦେବା ପାଇଁ ରଥାରୁଢ ହୁଅନ୍ତି । ଏହି ଅବସରରେ ସମଗ୍ର ବ୍ରହ୍ମାଣ୍ଡକୁ ଦର୍ଶନ କରିବା ପାଇଁ ଭକ୍ତି ଭାବର ସହ ଅଲିଖିତ ଆମନ୍ତ୍ରଣ କରାଯାଇଥାଏ ବୋଲି ଗଜପତି ମହାରାଜା କହିଥିଲେ ।

ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ଡ.ଅରବିନ୍ଦ ପାଢୀ ବୈଠକ ପରେ ସୂଚନା ଦେଇ କହିଛନ୍ତି ରଥଯାତ୍ରା ପାଇଁ ଏହା ଏକ ଉଚ୍ଚସ୍ତରୀୟ ପ୍ରଶାସନିକ ବୈଠକ । ଛତିଶା ନିଯୋଗରେ ରଥଯାତ୍ରା ପାଇଁ ନିଆଯାଇଥିବା ନିଷ୍ପତ୍ତି ସଂପର୍କରେ ଆଲୋଚନା ହୋଇଥିଲା । ରଥଯାତ୍ରା ସମୟରେ ଅନୁଷ୍ଠିତ ପହଣ୍ଡି ଗୁଡିକ କିଭଳି ଶୃଙ୍ଖଳିତ କରାଯିବ ଓ ଚାରମାଳକୁ ସଠିକ ଗଡାଣିଆ କରାଯିବ ଏଥିପାଇଁ ଅଧିକ ଚାରମାଳ କରାଯିବ । ଗତ ରଥଯାତ୍ରା ଆଡପ ପହଣ୍ଡି ସମୟରେ ବଳଭଦ୍ରଙ୍କ ପହଣ୍ଡି ଅଘଟଣକୁ ଦୃଷ୍ଟିରେ ରଖି ଏଥର ତାହାକୁ ଶୃଙ୍ଖଳିତ କରାଯିବ । ଶ୍ରୀମନ୍ଦିର ଶବ୍ଦାବଳୀ ଓ ଲୋଗୋ ଗୁଡିକ ପେଣ୍ଟେଟ କରାଯିବ ।

ଯେପରି ଏହି ଶଦ୍ଦ ଗୁଡିକ ଅନ୍ଯ କେହି ବ୍ଯବହାର କରିପାରିବେ ନାହିଁ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଚାରିପଟେ ନିର୍ମାଣାଧୀନ ଉଚ୍ଚ ଅଟ୍ଟାଳିକା ଗୁଡିକ ଜଗନ୍ନାଥ ସଂସ୍କୃତି ଓ ଐତିହ୍ୟ ଅନୁଯାଇ ନିର୍ମାଣ କରିବା ପାଇଁ ପରାମର୍ଶ ଦେଇଥିଲେ । ଏ ସଂପର୍କରେ ନଗର ଉନ୍ନୟନ ବିଭାଗକୁ ଜଣାଇ ଦିଆଯାଇଛି । ଶ୍ରୀମନ୍ଦିର ନାଟମଣ୍ଡପରେ ଥିବା ହୁଣ୍ଡିକୁ ସ୍ଥାନାନ୍ତର କରାଯିବା ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ କରାଯିବ । ମହାପ୍ରଭୁଙ୍କ ଭୂସମ୍ପତିର ସୁରକ୍ଷା,ପରିଚଳନା ଓ ମାର୍ଗଦର୍ଶିକା ବ୍ଯବସ୍ଥା କରାଯିବ ।

ଶ୍ରୀମନ୍ଦିରର କର୍ପସ ପାଣ୍ଠି ବୃଦ୍ଧି କରାଯିବ । ରତ୍ନଭଣ୍ଡାର ସଂରକ୍ଷଣ ଓ ମରାମତି,ଶ୍ରୀମନ୍ଦିର ଉନ୍ନତିକରଣ ଓ ସେବାୟତ କଲ୍ୟାଣ ସମ୍ପର୍କରେ ଆଲୋଚନା ହୋଇଥିଲା । ରଥ ଉପରେ ମୋବାଇଲ ଫୋନ ବ୍ୟବହାର କଲେ ଫୌଜଦାରୀ ମକଦ୍ଦମା କରାଯିବ । ଅଣ ସେବାୟତ ଯେପରି ରଥ ଉପରକୁ ନ ଚଢନ୍ତି ସେଥିପ୍ରତି କଡା ଦୃଷ୍ଟି ଦିଆଯିବ । ପହଣ୍ଡି ପାଇଁ ସ୍ବତନ୍ତ୍ର ଏସଓପି ବ୍ଯବସ୍ଥା କରାଯିବ । ଏହି ବୈଠକରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଏସପି ବିନୀତ ଅଗ୍ରୱାଲା ,ପୂର୍ବତନ ପରିଚାଳନା କମିଟିର ସଦସ୍ଯ,ଶ୍ରୀମନ୍ଦିର ପ୍ରଶାସନିକ ବରିଷ୍ଠ ଅଧିକାରୀଙ୍କ ସମେତ ଆମନ୍ତ୍ରିତ ସଭ୍ଯମାନେ ଯୋଗ ଦେଇଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଏସ୍‌ବିଆଇ ତରଫରୁ ଏସ୍‌ସିବିର ମେଧାବୀ ଛାତ୍ରଛାତ୍ରୀଙ୍କୁ ଟାବଲେଟ୍ ପ୍ରଦାନ

ଏସ୍‌ବିଆଇ ତରଫରୁ ଏସ୍‌ସିବିର ମେଧାବୀ ଛାତ୍ରଛାତ୍ରୀଙ୍କୁ ଟାବଲେଟ୍ ପ୍ରଦାନ

May 7, 2026
ଗୋପ ବ୍ଲକରେ ବିଜେପିର ମଣ୍ଡଳ ବୈଠକ: ସଙ୍ଗଠନକୁ ସୁଦୃଢ଼ କରିବା ସହ ଜନହିତକର ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବାକୁ ସଙ୍କଳ୍ପ

ଗୋପ ବ୍ଲକରେ ବିଜେପିର ମଣ୍ଡଳ ବୈଠକ: ସଙ୍ଗଠନକୁ ସୁଦୃଢ଼ କରିବା ସହ ଜନହିତକର ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବାକୁ ସଙ୍କଳ୍ପ

May 7, 2026
୫୦ ବର୍ଷିଆ ବୃଦ୍ଧା ନିଖୋଜ, ଥାନାରେ ଏତଲା ଦେଲେ ବୃଦ୍ଧ ସ୍ୱାମୀ

୫୦ ବର୍ଷିଆ ବୃଦ୍ଧା ନିଖୋଜ, ଥାନାରେ ଏତଲା ଦେଲେ ବୃଦ୍ଧ ସ୍ୱାମୀ

May 7, 2026
କଣ୍ଟାବାଞ୍ଜି ଏନଏସି ଅଞ୍ଚଳର ବିଭିନ୍ନ ସମସ୍ୟା କୁ ନେଇ ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ଏନ୍ ଏ ସି ଘେରାଉ

କଣ୍ଟାବାଞ୍ଜି ଏନଏସି ଅଞ୍ଚଳର ବିଭିନ୍ନ ସମସ୍ୟା କୁ ନେଇ ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ଏନ୍ ଏ ସି ଘେରାଉ

May 7, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଏସ୍‌ବିଆଇ ତରଫରୁ ଏସ୍‌ସିବିର ମେଧାବୀ ଛାତ୍ରଛାତ୍ରୀଙ୍କୁ ଟାବଲେଟ୍ ପ୍ରଦାନ

ଏସ୍‌ବିଆଇ ତରଫରୁ ଏସ୍‌ସିବିର ମେଧାବୀ ଛାତ୍ରଛାତ୍ରୀଙ୍କୁ ଟାବଲେଟ୍ ପ୍ରଦାନ

May 7, 2026
ଗୋପ ବ୍ଲକରେ ବିଜେପିର ମଣ୍ଡଳ ବୈଠକ: ସଙ୍ଗଠନକୁ ସୁଦୃଢ଼ କରିବା ସହ ଜନହିତକର ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବାକୁ ସଙ୍କଳ୍ପ

ଗୋପ ବ୍ଲକରେ ବିଜେପିର ମଣ୍ଡଳ ବୈଠକ: ସଙ୍ଗଠନକୁ ସୁଦୃଢ଼ କରିବା ସହ ଜନହିତକର ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବାକୁ ସଙ୍କଳ୍ପ

May 7, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version