• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଆସୁଛି ସାବିତ୍ରୀ : ବଜାର ଦର ଆକାଶଛୁଆଁ

Proprietor Abhimanyu Maharana by Proprietor Abhimanyu Maharana
May 25, 2025
in ଓଡ଼ିଶା, ପୁରୀ, ହୋମ୍
0
ଆସୁଛି ସାବିତ୍ରୀ : ବଜାର ଦର ଆକାଶଛୁଆଁ
Share on FacebookShare on TwitterWhatsapp

ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଆଉ ଦିନକ ପରେ ସାବିତ୍ରୀ ବ୍ରତ । ହିନ୍ଦୁ ପରମ୍ପରା ଅନୁଯାଇ ପରିବାରର ବିବାହିତ ମହିଳାମାନେ ସ୍ବାମୀଙ୍କ ଦୀର୍ଘାୟୁ କାମନା କରିବା ସହ ଶୁଭମନାସୀ ନୂଆ ଶାଢୀ ପିନ୍ଧି, ଶଙ୍ଖା ,ସିନ୍ଦୁର ଅଳତା ଲଗାଇ ବ୍ରତ ପାଳନ କରିଥାନ୍ତି । ସାବିତ୍ରୀ ବ୍ରତ ଆସିବା ପୂର୍ବରୁ ପୁରୀ ସହର ଚଳଚଞ୍ଚଳ ହୋଇପଡିଛି । ସପିଂ ମଲ ଠାରୁ ଆରମ୍ଭ କରି ଶାଢୀ, ଗହଣା ଷ୍ଟେସନାରୀ, ଫଳମୂଳ ଦୋକାନରେ ପ୍ରବଳ ଗହଳି ପରିଲକ୍ଷିତ ହେଉଛି । ଭଲ ରୋଜଗାର ହେବା ଆଶାରେ ଦୋକାନ ଗୁଡିକରେ ମଧ୍ଯ ଆକର୍ଷଣୀୟ ରିହାତି ପ୍ରଦାନ କରାଯାଉଛି । ଚୁଡି ଦୋକାନରେ ମଧ୍ଯ ପ୍ରବଳ ଭିଡ ହେଉଛି ।

ଶାଢୀ ସହିତ ମ୍ଯାଚିଂ କରି ଚୁଡି କିଣୁଛନ୍ତି । ବିଭିନ୍ନ ଡିଜାଇନ ଅନୁସାରେ ଚୁଡିର ମୂଲ୍ଯ ୧୦୦ ଟଙ୍କାରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ସେହିଭଳି ନାଲି ଶଙ୍ଖା ଗୁଡିକର ମୂଲ୍ଯ ୨୦ ଟଙ୍କା ହୋଇଥିବା ବେଳେ ଡିଜାଇନ ଅନୁସାରେ ଅନ୍ଯ ଶଙ୍ଖାର ମୂଲ୍ଯ ୧୦୦ ରୁ ୨୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ସାବିତ୍ରୀ ବ୍ରତରେ ପୂଜା ପାଇଁ ଯାଉଥିବା ଥାଳିରେ ଶାଢୀ ସହିତ ଶୃଙ୍ଗାର ସାମଗ୍ରୀ ଯେପରିକି ସିନ୍ଦୁର, ଶଙ୍ଖା,ବ୍ରତ, ଆଇନା, କାଠ ପାନିଆ, ଗୁଆ,ଅଳତା ଆଦିର ସ୍ବତନ୍ତ୍ର ପୁଟୁଳି ବର୍ତ୍ତମାନ ଲୋକପ୍ରିୟ ହୋଇଗଲାଣି । ୩୦୦ ଟଙ୍କାରେ ସମସ୍ତ ଏସବୁ ଜିନିଷ ମିଳି ଯାଉଥିବାରୁ ମହିଳା ମାନେ ଏହାକୁ ପସନ୍ଦ କରୁଛନ୍ତି ।

ଲକ୍ଷ୍ମୀ ବଜାର, ମାର୍କେଟ ଛକ, ବଡଶଙ୍ଖ, ଛକ ସମେତ ରାସ୍ତାକଡ ଓ ବିଭିନ୍ନ ଛକ ବଜାରରେ ଫଳ ବ୍ଯବସାୟୀ ପସରା ମେଲାଇଛନ୍ତି । ଶାଢୀ ,ଚୁଡି, କସମେଟିକ୍ସ ଆଦି ଦୋକାନ ବଜାରରେ ଦର ଆକାଶଛୁଆଁ ହୋଇଛି । ଫଳ ବ୍ଯବସାୟୀ ମାନେ ସାବିତ୍ରୀ ବ୍ରତ ନିମନ୍ତେ ଆବଶ୍ୟକ ଫଳକୁ ଚଢା ଦରରେ ବିକ୍ରି କରୁଥିବା ଦେଖାଯାଇଛି । ଆମ୍ବ, ପଣସ, ସପୁରୀ, ଲିଚୁ, କମଳା, ସପେଟା, ଅଙ୍ଗୁର, ପିଜୁଳି, କଦଳୀ, ଖଜୁରି,ତାଳ ଆଦି ଫଳମୂଳ ସହ ଗଜା ମୁଗର ଦର ଗ୍ରାହକଙ୍କ ମଧ୍ଯରେ ଅସନ୍ତୋଷ ସୃଷ୍ଟି କରିଛି । ବିଭିନ୍ନ ଛକ ବଜାରରେ ଚାହିଦା ଅନୁସାରେ କେଉଁଠାରେ ଦର କମ ଓ ଅଧିକ ରହିଛି ।

ତେବେ ଆମ୍ବ କିଲୋ ୮୦ ରୁ ୧୦୦ ଟଙ୍କା ଥିବାବେଳେ ସେଓ ୧୦୦ ରୁ ୧୨୦ ଟଙ୍କା, ଅଙ୍ଗୁର ୧୪୦ରୁ ୧୫୦ ଟଙ୍କା, କମଳା କିଲୋ ପ୍ରତି ୧୨୦ ଟଙ୍କା ରହିଛି । କଦଳୀ ଡଜନ ପ୍ରତି ୭୦ ରୁ ୧୦୦ ଟଙ୍କା,ସପୁରୀ ଗୋଟାକ ୮୦ ରୁ ୧୦୦ ଟଙ୍କା, ସେପଟା ୧୫୦ ଟଙ୍କା ଥିବାବେଳେ ପଣସ ଗୋଟାକ ୮୦ ରୁ ୧୦୦ ଟଙ୍କା, ଲିଚୁ କିଲୋପ୍ରତି ୨୫୦ଟଙ୍କା, ଡାଳିମ୍ବ ୧୮୦ ରୁ ୨୦୦ ଟଙ୍କା ରହିଛି । କାକୁଡି କିଲୋ ପ୍ରତି ୫୦ ରୁ ୮୦ ଟଙ୍କା ଥିବାବେଳେ ନଡିଆ ଗୋଟାକ ୩୦ରୁ ୪୦ ରହିଥିବା ବେଳେ ଗୋଟା ତାଳ ୨୦ ଟଙ୍କା ରହିଛି । ଫଳମୂଳ ଦରଦାମର ବୃଦ୍ଧି ଯୋଗୁ ଚିନ୍ତାରେ ଗ୍ରାହକ । ଦରଦାମ କଳାବଜାରୀ ରୋକିବାକୁ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରଣପୁରରେ ମାଟ୍ରିକ୍ ସଫଳତାର ଗୌରବ : ୫୪୨ ମାର୍କ ରଖି ଚର୍ଚ୍ଚାରେ – ସାଗରିକା

ରଣପୁରରେ ମାଟ୍ରିକ୍ ସଫଳତାର ଗୌରବ : ୫୪୨ ମାର୍କ ରଖି ଚର୍ଚ୍ଚାରେ – ସାଗରିକା

May 7, 2026
ପାରଳାଖମୁଣ୍ଡିଠାରେ ବାଇପାସ୍ ରାସ୍ତା ନିର୍ମାଣ ନେଇ ସାମାଜିକ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖମୁଣ୍ଡିଠାରେ ବାଇପାସ୍ ରାସ୍ତା ନିର୍ମାଣ ନେଇ ସାମାଜିକ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

May 7, 2026
ଗଜପତି ଜିଲ୍ଲାରେ ରେ ଦଶମ ପରୀକ୍ଷାରେ 99.31 ପ୍ରତିଶତ ପାସହାର : ଓଡିଶାର ପ୍ରଥମ

ଗଜପତି ଜିଲ୍ଲାରେ ରେ ଦଶମ ପରୀକ୍ଷାରେ 99.31 ପ୍ରତିଶତ ପାସହାର : ଓଡିଶାର ପ୍ରଥମ

May 7, 2026
ଆଜି ସୁଦ୍ଧା ତାଳଧ୍ଵଜ ରଥ ଏବଂ ଦର୍ପ ଦଳନ ରଥର ପାଞ୍ଚୋଟି ଲେଖାଏଁ ଚକ ନିର୍ମାଣ ଶେଷ

ଆଜି ସୁଦ୍ଧା ତାଳଧ୍ଵଜ ରଥ ଏବଂ ଦର୍ପ ଦଳନ ରଥର ପାଞ୍ଚୋଟି ଲେଖାଏଁ ଚକ ନିର୍ମାଣ ଶେଷ

May 7, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରଣପୁରରେ ମାଟ୍ରିକ୍ ସଫଳତାର ଗୌରବ : ୫୪୨ ମାର୍କ ରଖି ଚର୍ଚ୍ଚାରେ – ସାଗରିକା

ରଣପୁରରେ ମାଟ୍ରିକ୍ ସଫଳତାର ଗୌରବ : ୫୪୨ ମାର୍କ ରଖି ଚର୍ଚ୍ଚାରେ – ସାଗରିକା

May 7, 2026
ପାରଳାଖମୁଣ୍ଡିଠାରେ ବାଇପାସ୍ ରାସ୍ତା ନିର୍ମାଣ ନେଇ ସାମାଜିକ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖମୁଣ୍ଡିଠାରେ ବାଇପାସ୍ ରାସ୍ତା ନିର୍ମାଣ ନେଇ ସାମାଜିକ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

May 7, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version