• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ମାତ୍ର ୭୯୯୯ ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ଭୁବନେଶ୍ୱରରେ ଲାଭା ପକ୍ଷରୁ ସାର୍କ ୫ଜିର ଶୁଭାରମ୍ଭ

Proprietor Abhimanyu Maharana by Proprietor Abhimanyu Maharana
May 24, 2025
in ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍
0
ମାତ୍ର ୭୯୯୯ ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ଭୁବନେଶ୍ୱରରେ ଲାଭା ପକ୍ଷରୁ ସାର୍କ ୫ଜିର ଶୁଭାରମ୍ଭ
Share on FacebookShare on TwitterWhatsapp

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ଅଗ୍ରଣୀ ଘରୋଇ ସ୍ମାର୍ଟଫୋନ ନିର୍ମାତା ଲାଭା ଇଂଟରନ୍ୟାଶନାଲ ଲିମିଟେଡ ଭୁବନେଶ୍ୱରରେ ଏକ ଏକ ପାୱାର-ପ୍ୟାକ୍‌ଡ ଲଂଚ ଇଭେଂଟରେ ଏହାର ନୂତନ ଉଦ୍ଭାବନ ସାର୍କ ୫ଜି’ ସ୍ମାର୍ଟଫୋନର ଉନ୍ମୋଚନ କରିଛି । ଏହାସହିତ ଲାଭା ପକ୍ଷରୁ ନୂଆ ସାର୍କ ସିରିଜର ଉନ୍ମୋଚନ କରାଯାଇଛି ଯାହା ଭାରତରେ ସ୍ମାର୍ଟଫୋନଗୁଡିକୁ ଡିଜାଇନ ଓ ଉତ୍ପାଦନ କରିବା ପ୍ରତି ଏହାର ପ୍ରତିବଦ୍ଧତାକୁ ସୁଦୃଢ କରିଛି । ବିଭିନ୍ନ ବର୍ଗରେ ଭାରତୀୟ ଉପଭୋକ୍ତାଙ୍କ ପାଇଁ ନେକ୍ସଟ-ଜେନ ଟେକ୍ନୋଲୋଜିକୁ ଅଧିକ ପହଂଚଯୋଗ୍ୟ କରିବା ପାଇଁ ଲାଭାର ବିଦ୍ୟମାନ ପ୍ରୟାସଗୁଡିକରେ ଏହି ଲଂଚ ଆଉ ଏକ ସଫଳତାକୁ ଚିହ୍ନିତ କରୁଛି ।

୭୯୯୯ ଟଙ୍କା ମୂଲ୍ୟର ସାର୍କ ୫ଜି କ୍ରୟ ପାଇଁ ରିଟେଲ ଆଉଟଲେଟ ଓ ଲାଭା ଇ-ଷ୍ଟୋର୍‌ରେ ଉପଲବ୍ଧ ହେବ । ଏହି ଲଂଚ୍ ସମ୍ପର୍କରେ ଲାଭା ଇଂଟରନ୍ୟାଶନାଲ ଲିମିଟେଡର ଉତ୍ପାଦ ମୁଖ୍ୟ ସୁମିତ ସିଂହ କହିଛନ୍ତି, “ ଏକ ଉପଭୋକ୍ତା ପ୍ରଥମ, ଉତ୍ପାଦ-ଭିତିକ ରଣନୀତି ମାଧ୍ୟମରେ ଭାରତୀୟ ସ୍ମାର୍ଟଫୋନ ବଜାରରେ ନିଜର ଉପସ୍ଥିତିକୁ ମଜବୁତ କରିବା ପାଇଁ ଲାଭା ଗଭୀର ଭାବେ ପ୍ରତିବଦ୍ଧ ରହିଛି ।

ଗତ ଦୁଇ ବର୍ଷ ମଧ୍ୟରେ ଆମେ ମିଡ୍‌-ପ୍ରିମିୟମ ସେଗ୍‌ମେଂଟରେ ଅଗ୍ନି ଓ ବ୍ଲେଜ ଏବଂ ମାର୍ସ ମାର୍କେଟରେ ୟୁବା ଓ ଷ୍ଟର୍ମ ସିରିଜ ଭଳି ସଫଳ ଲଂଚ୍‌ଗୁଡିକ ସହିତ ଆମର ପ୍ରତ୍ୟାବର୍ତନକୁ ପରିଚାଳନା କରିଛି , ଯାହା ସୁଲଭ ଉଦ୍ଭାବନକୁ ଆଗକୁ ଆଣିଛି । ସାର୍କ ୫ଜି ସହିତ ଆମେ ସବୁଠାରୁ ସୁଲଭ ୫ଜି ସ୍ମାର୍ଟଫୋନର ଉନ୍ମୋଚନ କରି ଗର୍ବିତ ଯାହା ଅତ୍ୟାଧୁନିକ ଟେକ୍ନୋଲୋଜି, ଏକ ପ୍ରିମିୟମ ଡିଜାଇନ ଓ ବାଧାମୁକ୍ତ ୫ଜି ଅନୁଭୂତିକୁ ଏକତ୍ରିତ କରୁଛି । ଆମେ ପ୍ରତିକ୍ରିୟାକୁ ନେଇ ସକାରାତ୍ମକ ରହିଛୁ ଏବଂ ସର୍ବୋତମ ଶ୍ରେଣୀର ଉତ୍ପାଦଗୁଡିକ ସହିତ ୧୦,୦୦୦ ଟଙ୍କାରୁ କମ୍ ମୂଲ୍ୟ ବର୍ଗକୁ ପୁନଃବ୍ୟାଖ୍ୟା କରିବା ପାଇଁ ଉତ୍ସାହିତ ରହିଛୁ ।”

ଆସନ୍ତୁ ଲାଭାର ଉତ୍କୃଷ୍ଟ ଉତ୍ପାଦ ଶୃଙ୍ଖଳାକୁ ଭଲ ଭାବରେ ଜାଣିବା, ଏହାର ପ୍ରତ୍ୟେକ ମଡେଲକୁ ଭାରତର ବିବିଧ ସ୍ମାର୍ଟଫୋନ ଉପଭୋକ୍ତାଙ୍କ ଆବଶ୍ୟକତାକୁ ପୂରଣ କରିବା ପାଇଁ ଡିଜାଇନ କରାଯାଇଛି:

 ପ୍ରଥମେ ଆସୁଛି ସାର୍କ ସିରିଜ, ଲାଭାର ଏହି ନୂଆ ଏଂଟ୍ରାଂଟକୁ ଭାରତର ମୂଲ୍ୟକୁ ଗୁରୁତ୍ୱ ଦେଉଥିବା ଗ୍ରାହକଙ୍କ ପାଇଁ ନିର୍ମାଣ ଯାଇଛି ଯିଏ ଲୁକ କିମ୍ବା ନିର୍ଭରଯୋଗ୍ୟତା ସହ ସାଲିସ କରିବାକୁ ଚାହାନ୍ତି ନାହିଁ । ୧୦,୦୦୦ ଟଙ୍କାରୁ କମ୍ ମୂଲ୍ୟ ବର୍ଗରେ ଦୃଢ ଭାବେ ସ୍ଥାନିତ ସାର୍କ ଶୃଙ୍ଖଳା, ଫିଚର ଫୋନ କିମ୍ବା ସାଧାରଣ ସ୍ମାର୍ଟଫୋନରୁ ଅପ୍‌ଗ୍ରେଡ ହେଉଥିବା ଉପଭୋକ୍ତାଙ୍କ ପାଇଁ ନିର୍ଭୀକ ଡିଜାଇନ ସହ ଜରୁରୀ କାର୍ଯ୍ୟକ୍ଷମତାକୁ ମିଶ୍ରଣ କରିବା ସମ୍ପର୍କିତ ଅଟେ । ସାର୍କ ୫ଜିର ଲଂଚ ସହିତ ଲାଭା ମାସ୍ ମାର୍କେଟକୁ ପରବର୍ତୀ ପିଢିର କନେକ୍ଟିଭିଟି ଓ ଏକ ଉନ୍ନତ ସ୍ମାର୍ଟଫୋନ ଅନୁଭୂତି ଆଣିବା ପାଇଁ ଏହାର ଲକ୍ଷ୍ୟକୁ ସୂଚିତ କରୁଛି, ଯାହା ବଜେଟ ଫୋନଗୁଡିକର କ୍ଷମତା ପାଇଁ ଏକ ନୂଆ ବେଂଚମାର୍କ ସ୍ଥାପନ କରୁଥିବ ।

 ଲାଭାର ନିର୍ଭୀକ ଦୃଷ୍ଟିକୋଣର କେନ୍ଦ୍ରରେ ଅଗ୍ନି ସିରିଜ ଅନ୍ତର୍ନିହିତ ରହିଛି, ଏକ ଶୃଙ୍ଖଳା ଯାହା ପରମ୍ପରାକୁ ଚ୍ୟାଲେଞ୍ଜ କରିବା ଓ ପରିବର୍ତନକୁ ପ୍ରୋତ୍ସାହିତ କରିବା ପାଇଁ ଜନ୍ମିତ । ଏହା ଅଧିକ ଶକ୍ତି, ଅଧିକ ସୃଜନଶୀଳତା, ଅଧିକ ନିୟନ୍ତ୍ରଣ ଚାହୁଁଥିବା ବୃକ୍ତିଙ୍କ ପାଇଁ ଉଦ୍ଦିଷ୍ଟ ଅଟେ । ଡୁଆଲ ଆମୋଲେଡ ଡିସ୍‌ପ୍ଲେ, ବୈପ୍ଳବିକ ଆକ୍ସନ କୀ ଓ ଓଆଇଏସ-ସକ୍ଷମ ଟ୍ରିପଲ କ୍ୟାମେରା ସେଗ୍‌ମେଂଟ ପ୍ରଥମ ଉଦ୍ଭାବନଗୁଡିକ ସହିତ ଅଗ୍ନି ୩କୁ ଗତବର୍ଷ ଅକ୍ଟୋବରରେ ଲଂଚ କରାଯାଇଥିଲା ଯାହା ଭିଡକୁ ଅନୁସରଣ କରିନଥ l

 ଉଭୟ ଅନଲାଇନ ଓ ଅଫଲାଇନ ଚ୍ୟାନେଲରେ ଉପଲବ୍ଧ ଲାଭାର ବ୍ଲେଜ ସିରିଜ ଉପଭୋକ୍ତାଙ୍କ ପାଇଁ ଉଭୟ ରିଟେଲ ଇକୋସିଷ୍ଟମର ସର୍ବୋତମତା ଆଣିଛି । ବ୍ଲେଜ ଏକ୍ସ, ବ୍ଲେଜ ଆମୋଲେଡ, ବ୍ଲେଜ ଡୁଓ ୫ଜି ଓ ବ୍ଲେଜ ୩ ୫ଜି ଭଳି ଉତ୍ପାଦଗୁଡିକ ସହିତ ଏହି ଶୃଙ୍ଖଳା ପ୍ରିମିୟମ ଡିଜାଇନ, ମଜବୁତ ପ୍ରଦର୍ଶନ ଓ ମୂଲ୍ୟ-ଆଧାରିତ ଉଦ୍ଭାବନକୁ ମିଶ୍ରଣ କରିଛି । ଏହି ରେଞ୍ଜ ସହିତ ଲାଭା ଆଧୁନିକ ଟେକ୍ନୋଲୋଜିକୁ ସମାବେଶୀ, ସୁବିଧାଜନକ ଓ ବ୍ୟାପକ ରୂପେ ଉପଲବ୍ଧ କରିବା ପ୍ରତି ଏହାର ପ୍ରତିଶ୍ରୁତିବଦ୍ଧତାକୁ ସୁନିଶ୍ଚିତ କରିଛି ।

 ଷ୍ଟର୍ମ ସିରିଜ ଅପ୍ରତିବନ୍ଧିତ ଉତ୍ସାହ ଓ ଶକ୍ତିକୁ ଧାରଣ କରିଛି ଯାହାକୁ ଚ୍ୟାଲେଞ୍ଜରୁ ପଛ ଘୁଂଚା ଦେଉନଥିବା ଉପଭୋକ୍ତାଙ୍‌କ ପାଇଁ ନିର୍ମାଣ କରାଯାଇଛି । ଷ୍ଟର୍ମ ସିରିଜ କେବଳ ବୈଶିଷ୍ଟ୍ୟତା ନୁହେଁ ବରଂ ଏକ ମାନସିକତା ସମ୍ବନ୍ଧିତ ଅଟେ ।

 ଲାଭାର ବୋଲ୍ଡ ସିରିଜ ହେଉଛି ଏକ ଅନଲାଇନ-ପ୍ରଥମ ସ୍ମାର୍ଟଫୋନ ସିରିଜ ଯାହାକୁ ଆଜିର ଡିଜିଟାଲ ଯୁଗର ଉପଭୋକ୍ତାଙ୍କ ପାଇଁ ନିର୍ମାଣ କରାଯାଇଛି । ଏହି ଦର୍ଶନର ପ୍ରତିନିଧିତ୍ୱ କରି ବୋଲ୍ଡ ୫ଜି ଏକ ସେଗ୍‌ମେଂଟ-ପ୍ରଥମ ୬.୬୭ ଇଂଚ ୩ଡି କର୍ଭଡ ଆମୋଲେଡ ଡିସ୍‌ପ୍ଲେ, ମିଡିଆଟେକ ଡାଇମେନସିଟି ୬୩୦୦ ପ୍ରୋସେସର ଓ ଏକ ୬୪ ଏମପି ସୋନି ସେନ୍ସର ସହିତ ଆଗକୁ ବଢୁଛି ଯାହା ସାଧାରଣତଃ ଉଚ୍ଚ ବର୍ଗ ପାଇଁ ସଂରକ୍ଷିତ ରହୁଥିବା ପ୍ରିମିୟମ ଫିଚର ପ୍ରଦାନ କରୁଛି । ଆଣ୍ଡ୍ରଏଡ ଆଉଟ ଅଫ ଦ ବକ୍ସ, ଗ୍ୟାରେଂଟିଡ ଅପ୍‌ଗ୍ରେଡ ଓ ବିନା ବ୍ଲଟୱେୟାର ସହିତ ବୋଲ୍ଡ ସିରିଜକୁ ଅନ୍‌ଲାଇନ ରହୁଥିବା, ଅନ୍‌ଲାଇନ ସପିଂ କରୁଥିବା ଏବଂ ଅଧିକ ବ୍ୟୟ ନକରି ନିଜ ସ୍ମାର୍ଟଫୋନରୁ ଅଧିକ କିଛି ଚାହୁଁଥିବା ଗ୍ରାହକଙ୍କ ପାଇଁ ନିର୍ମାଣ କରାଯାଇଛି ।

 ୟୁବା ସିରିଜ ହେଉଛି ଭାରତର ଯୁବପିଢିଙ୍କ ପାଇଁ ଏକ ଉତ୍ପାଦ ଯାହା ଆଶାୟୀ, ପ୍ରଥମ ଥରର ସ୍ମାର୍ଟଫୋନ ଉପଭୋକ୍ତାଙ୍କୁ ସ୍ମାର୍ଟଫୋନ ଅଭିଜ୍ଞତା ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରଖିଛି । ସୁଲଭତା, ଦୈନନ୍ଦିନ ନିର୍ଭରଯୋଗ୍ୟତା ଓ ଅନ୍ତର୍ନିହିତକାରୀ ଡିଜାଇନ ଉପରେ ଗୁରୁତ୍ୱ ସହିତ ୟୁବା ଶୃଙ୍ଖଳାକୁ ଫିଚର ଫୋନରୁ ସ୍ମାର୍ଟଫୋନକୁ ସ୍ଥାନାନ୍ତର ହେବାର ସହଜତା ପ୍ରଦାନ କରିବା ପାଇଁ ପ୍ରସ୍ତୁତ କରାଯାଇଛି ।

ନୂଆ କରି ଲଂଚ ହୋଇଥିବା ୟୁବା ଷ୍ଟାର ୨ ଭଳି ମଡେଲଗୁଡିକ ଚିନ୍ତାଶୀଳ ଭାବେ ଡିଜାଇନ କରାଯାଇଥିବା ଡିଭାଇସ ପ୍ରଦାନ କରିବା ପାଇଁ ଲାଭାର ବିଦ୍ୟମାନ ପ୍ରତିବଦ୍ଧତାର ପ୍ରତିନିଧିତ୍ୱ କରୁଛନ୍ତି । ସ୍ମାର୍ଟଫୋନ ବ୍ୟତୀତ ଲାଭା ସ୍ମାର୍ଟ ଆକ୍‌ସେସରିଜ ବର୍ଗରେ ଏହାର ଉପସ୍ଥିତି ବିସ୍ତାର କରିଛି ଯାହା ସଂଯୋଜିତ ଭାରତୀୟ ଉପଭୋକ୍ତାଙ୍କ ପାଇଁ ଡିଜାଇନ କରାଯାଇଥିବା ସ୍ମାର୍ଟୱାଚ ଓ ଇୟରବଡ୍‌ଗୁଡିକର ଏକ ବର୍ଦ୍ଧିତ ରେଞ୍ଜ ପ୍ରଦାନ କରୁଛି । ଏହି ଶୃଙ୍ଖଳାରେ ଟ୍ରୁ ୱାୟାରଲେସ ସେଗ୍‌ମେଂଟରେ ପ୍ରୋବଡ୍‌ସ ଟି୨୪ ଓ ପ୍ରୋବଡ୍‌ସ ଟି୩୧ ଭଳି ଲୋକପ୍ରିୟ ମଡେଲ ଏବଂ ପ୍ରୋୱାଚ ଭି୧ ଓ ପ୍ରୋୱାଚ ଏକ୍ସ ଭଳି ସ୍ମାର୍ଟୱାଚ ଆଦି ସାମିଲ ରହିଛି ।

ଲାଭା ଫିଚର ଫୋନ ବର୍ଗରେ ମଧ୍ୟ ଏକ ଅଗ୍ରଣୀ ବ୍ରାଣ୍ଡ ଅଟେ ଏବଂ ଏହାର ହିରୋ ଶକ୍ତି ଓ ଏ୧ ଯୋଶ୍ ଭଳି ବିଶ୍ୱସନୀୟ ମଡେଲ ରହିଛି ଯାହା ନିର୍ଭରଯୋଗ୍ୟତା ଓ ମୂଲ୍ୟ ସହ ଭାରତବ୍ୟାପୀ ଲକ୍ଷ ଲକ୍ଷ ଗ୍ରାହକଙ୍କୁ ସେବା ପ୍ରଦାନ କରୁଛି । ଲାଭା ‘ସର୍ଭିସ ଆଟ ହୋମ’ ଓ ‘ଡେମୋ ଆଟ ହୋମ’ ଭଳି ସେଗ୍‌ମେଂଟ ପ୍ରଥମ ପଦକ୍ଷେପଗୁଡିକ ମାଧ୍ୟମରେ ଉପଭୋକ୍ତା ଅନୁଭୂତିକୁ ନୂଆ ରୂପ ଦେଉଛି, ଯାହା ଉପଭୋକ୍ତାଙ୍କ ଯାତ୍ରାର ପ୍ରତ୍ୟେକ ପଦକ୍ଷେପରେ ସୁବିଧା, ସ୍ୱଚ୍ଛତା ଓ ବିଶ୍ୱାସ ସୁନିଶ୍ଚିତ କରିଥାଏ ।

ଏହାର ସ୍ମାର୍ଟଫୋନ ପୋର୍ଟଫୋଲିଓରେ ଲାଭା ଏକ ନିଶ୍ଚିତ ଭାବେ ସ୍ୱଚ୍ଛ ଆଣ୍ଡ୍ରଏଡ ଅନୁଭୂତି ପ୍ରଦାନ କରୁଛି ଯାହା ବ୍ଲଟୱେୟାର କିମ୍ବା ବିଜ୍ଞାପନ ମୁକ୍ତ ଅଟେ ଏବଂ ନିୟମିତ ସଫ୍ଟୱେୟାର ଓ ସୁରକ୍ଷା ଅପ୍‌ଡେଟ ପାଇଁ ଏକ ପ୍ରତିଶ୍ରୁତି ଦ୍ୱାରା ସମର୍ଥିତ ଅଟେ । ଉପଭୋକ୍ତା ପ୍ରଥମ ଅନୁଭୂତି ପ୍ରଦାନ କରିବାର ଏହାର ଲକ୍ଷ୍ୟ ସହ ଜଡିତ ହୋଇ ଲାଭା ନିରନ୍ତର ଭାବେ ନିର୍ଭରଯୋଗ୍ୟତା, ବ୍ୟବହାରର ସହଜତା ଓ ବିକ୍ରି ପରବର୍ତୀ ସମର୍ଥନ ପାଇଁ ମଜବୁତ ମତାମତ ହାସଲ କରିଛି, ଯାହା ଏକ ବାସ୍ତବ ଭାରତୀୟ ଟେକ୍ନୋଲୋଜି ବ୍ରାଣ୍ଡ ପାଇଁ ମାନକକୁ ପୁନଃବ୍ୟାଖ୍ୟା କରୁଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

May 1, 2026
ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

May 1, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨-୧ ଗୋଲରେ ଶରଣକୁଳ ଏଫ.ସି ଡିଏଭି ଏଫ.ସି ନୟାଗଡ ଠାରୁ ବିଜୟୀ

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨-୧ ଗୋଲରେ ଶରଣକୁଳ ଏଫ.ସି ଡିଏଭି ଏଫ.ସି ନୟାଗଡ ଠାରୁ ବିଜୟୀ

May 1, 2026
ଇଟାମାଟି ପଂଚାୟତ ପି.ଇ.ଓ ଙ୍କୁ ବ୍ଲକରେ ଦିଆଗଲା ଅବସର କାଳୀନ ସମ୍ୱର୍ଦ୍ଧନା

ଇଟାମାଟି ପଂଚାୟତ ପି.ଇ.ଓ ଙ୍କୁ ବ୍ଲକରେ ଦିଆଗଲା ଅବସର କାଳୀନ ସମ୍ୱର୍ଦ୍ଧନା

May 1, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

May 1, 2026
ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

May 1, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version