
ଓଡିଶା ତାଜା ନ୍ୟୁଜ୍ (୧ ସେପ୍ଟେମ୍ବର ମଙ୍ଗଳବାର) ବରଗଡ଼ :– ରାଜ୍ୟ ଶ୍ରମ ମନ୍ତ୍ରୀ ସୁଶାନ୍ତ କୁମାର ସିଂ ବନ୍ୟା ପ୍ରଭାବିତ ତାଙ୍କ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳ ବୁଲି ଦେଖିଥିଲେ । ବନ୍ୟା ଜଳ ଘେରରେ ଥିବା ଚିଖିଲି ଅନ୍ତରାଡି ବେନିଆପାଲି ଘୁଘୁରାପାଲି ଗ୍ରାମ ଗୁଡ଼ିକ ପରିଦର୍ଶନ କରିଥିଲେ ।
ସେହିପରି ଉକ୍ତ ଗ୍ରାମରେ ଥିବା ଆଶ୍ରୟସ୍ଥଳୀ ଗୁଡ଼ିକରେ ଥିବା ଲୋକଙ୍କ ସହ ରିଲିଫ କାର୍ଯ୍ୟ ତ୍ବରାନ୍ବିତ ହେଉଛି କି ନାହିଁ ପଚାରିଥିଲେ । ତାଙ୍କ ସହ ଅମ୍ଭାଭୋନା ବ୍ଲକ୍ ଆଧକ୍ଷା ନୀଳ କୁମାରୀ ନିୟକ ମଧ୍ୟ ବନ୍ୟା ପ୍ରଭାବିତ ଗ୍ରାମର ଲୋକଙ୍କୁ ଭେଟି ଥିଲେ । (ସତ୍ୟ ନାରାୟଣ ପ୍ରଧାନ ବରଗଡ଼)
















