No Result
View All Result
କଟକ (ଓଡ଼ିଶା ତାଜା ନ୍ୟୁଜ୍) :- ବାଲିଅନ୍ତା ବ୍ଲକ ଜଗନ୍ନାଥପୁର ପଞ୍ଚାୟତର ପାହାଳ ଥାନା ଅନ୍ତର୍ଗତ ଭୀମପୁର ଗ୍ରାମର ମା’ ଜାଡ ମଲ୍କୀଙ୍କ ପୀଠରେ ପଣ୍ଡିତ ସ୍ବର୍ଗତ ଅନାଦି ଚରଣ ଦାଶ ଶର୍ମାଙ୍କ ପ୍ରେରଣା ରେ ଆୟୋଜିତ ୨୯ ତମ ଏକ ଦିବସୀୟ ଗୀତାଯଞ ଅନୁଷ୍ଠିତ ହୋଇଯାଇଅଛି ।
କଳସ ସ୍ଥାପନ, ଯଜ୍ଞ।ଧିବାସ, ଅଗ୍ନି ସ୍ଥାପନ,ଯଞାହୁତୀ ଦିଆଯାଇ ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ଭୀମପୁର ସମେତ ଆଖପାଖ ଗ୍ରାମର ଶ୍ରଦ୍ଧାଳୁମାନେ ଯୋଗ ଦେଇଥିଲେ । ସମସ୍ତ ଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଏଥିରେ ଭିମପୁର ଏବଂ ଯୋହଳ ଗ୍ରାମବାସୀ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।

No Result
View All Result