• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ଟଳିଛି ବନ୍ୟା, କମିଛି ପାଣି ହେଲେ ୧୦ହଜାର ହେକ୍ଟର ଚାଷଜମି ଜଳମଗ୍ନ ପାଣିରେ ପଚିଲା କ୍ଷେତ, ଚାଷୀ ମୁଣ୍ଡରେ ହାତଦେଇ ବସିଛି ସହକାରୀ ସହାୟତା ପାଇଁ ଦାବି

Proprietor Abhimanyu Maharana by Proprietor Abhimanyu Maharana
August 31, 2020
in Uncategorized
0
ଟଳିଛି ବନ୍ୟା, କମିଛି ପାଣି ହେଲେ ୧୦ହଜାର ହେକ୍ଟର ଚାଷଜମି ଜଳମଗ୍ନ  ପାଣିରେ ପଚିଲା କ୍ଷେତ, ଚାଷୀ ମୁଣ୍ଡରେ ହାତଦେଇ ବସିଛି ସହକାରୀ ସହାୟତା ପାଇଁ ଦାବି
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୩୧ ଅଗଷ୍ଟ ସୋମବାର) କୋରାଇ :– ଲାଗି ରହିଥିବା ଲଗାଣ ବର୍ଷା ଏବେ ସଂପୂର୍ଣ୍ଣ ଛାଡିଯାଇଛି । ଉଛୁଳି ଉଠିଥିବା ବୈତରଣୀ ଓ ଖରସ୍ରୋତା ନଦୀ ଦ୍ୱୟର ଜଳସ୍ଥର କମିକମି ଯାଇଛି । ଫଳରେ ବନ୍ୟାରେ ସ୍ଥିରତା ଆସିଛି । ହେଲେ ନଦୀ ଦ୍ୱୟ ଛାଡି ଯାଇଛନ୍ତି ଅଶୁମାରି ଦୁଃଖ । ଏବେବି ବନ୍ଦାଳୋ, ମକୁନ୍ଦପୁର ଓ ତଣ୍ଡରା ପାଂୟତର କେତେକ ଗାଁ ଜଳ ଘେରିରେ ରହିଥିଲା ବେଳେ ଚାଷଜମି ପାଣିରେ ବୁଡିରହିଛି । ନଦୀ ଦ୍ୱୟ ଅବାହିକାରେ ଅବସ୍ଥିତ କୋରାଇ ବ୍ଲକର ଅସନଝର, ରଣପୁର, ଗୌରପୁର, ମକୁନ୍ଦପୁର, ବନ୍ଦାଳୋ, ଅମୃତିଆ, ମୂଳାପାଳ, ବରୁଣ୍ଡାଇ, କରଦା, ପାଣିକୋଇଲି, ଗୋଳେଇପୁର, ତଣ୍ଡରା, ବଡବିରୁଆଁ, ଖମଣ ପ୍ରଭୁତି ୧୪ଟି ପାଂୟତର ୧୧୯ଟି ରାଜସ୍ୱ ଗ୍ରାମ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଛନ୍ତି । ସେମାନଙ୍କର ୧୦ହଜାରରୁ ଊର୍ଦ୍ଧ୍ୱ ଚାଷଜମି ଏବେ ପାଣି ଘେରରେ ବୁଡି ରହିଛି ।

ଫଳରେ ରୁହା ଓ ବଛାଯାଇଥିବା ଧାନଗଛ ଏବଂ ଲଗାଯାଇଥିବା ବାଇଗଣ, ଜହ୍ନି, ପୁଟଳ ଆଦି ହୋଇଥିବା ପରିବା ଫସଲଗୁଡିକ ପଚିଯାଇଛି । ଅନ୍ୟପକ୍ଷରେ ବନ୍ୟାରେ ଘରଭାଙ୍ଗିଯାଇଥିବା ବେଳେ ବିଲରେ ବାଲିଚର ପଡି ଧାନକ୍ଷେତ ସବୁ ପୋତି ହୋଇଯାଛି । ଫଳରେ ଚାଷ ଓ ବାସ ହରାଇଥିବା ନଦୀପଠା ବାସୀ ରହିବେ କିପରି ଓ ଉଜୁଡା ଚାଷକୁ ସଜାଡିବେ କେମିତି ସେନେଇ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଗୋରୁ ଗାଈ ଆଦି ଗୃହପାଳିତଙ୍କ ନିମନ୍ତେ ଖାଦ୍ୟ ନାହିଁ କିଚରିବାକୁ ସ୍ଥାନା ନାହିଁ । ଫଳରେ ଗୃହପାଳିତ ପଶୁଗୁଡିକ ଖାଦ୍ୟ ଅଭାବରୁ ଭୋକ ଉପାଶରେ ରଡି ଛାଡୁଛନ୍ତି ।

ସରକରା ବନ୍ୟାବିପନ୍ନଙ୍କ ଦୁଃଖକୁ ଅନୁଭବ କରି ଗୋଖାଦ୍ୟ, ରହିବାକୁ ଘର କରବିପାଇଁ ସହାଯ୍ୟ ଓ ଚାଷପାଇଁ ସରଞ୍ଜାମ ଆଦି ଯୋଗାଇ ଦେବାକୁ ଦାବି ହୋଇଛି । ଅନ୍ୟପକ୍ଷରେ ବିଦ୍ୟୁତ ବିଭ୍ରାଟ ଲାଗି ରହିଥିଲା ବେଳେ ବେଳେ ଲଣ୍ଠନ ପାଇଁ କିରୋସିନି ନାହିଁ । ଲଗାଣ ବର୍ଷାର ଉଦବୃତ ଜଳରେ ଓ ବନ୍ୟାରେ ଭାଙ୍ଗିଯାଇଥିବା ମୁଖ୍ୟରାସ୍ତା ଓ ବନ୍ୟାଜଳରେ ଗାର ରାସ୍ତା ସବୁ ଧୋଇଯାଇଛି । ଯାହାଫଳରେ ଗମନାଗମନ ବିପର୍ଯ୍ୟସ୍ତ ହୋଇପଡିଥିଲା ବେଳେ ଟେଲିଫୋନ ଓ ବିଦ୍ୟୁତ ସେବା ବ୍ୟାହତ ହୋଇଛି । ବିପନ୍ନ ଅଂଳକୁ ତ୍ୱରିତ ସେବା ଯୋଗାଇ ଦେବା ସହ ଗମନାଗମନର ବ୍ୟବସ୍ଥା କରାଯିବକୁ ବରିଷ୍ଠ କଂଗ୍ରେସ ନେତା ହରେକୃଷ୍ଣ ସାହୁଙ୍କ ସମେତ ବନ୍ୟାଂଚଳ ବାସୀଙ୍କ ପକ୍ଷରୁ ଦାବି ହୋଇଛି ( ରିପୋର୍ଟ – ରଶ୍ମିରେଖା ମଲ୍ଲିକ )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରଘୁ ଦିବାକର ଉଚ୍ଚ ବିଦ୍ୟାଳୟବିକାଶ ପାଇଁ ସମୀକ୍ଷା କଲେ, ବ୍ଲକ ଅଧ୍ୟକ୍ଷା

ରଘୁ ଦିବାକର ଉଚ୍ଚ ବିଦ୍ୟାଳୟବିକାଶ ପାଇଁ ସମୀକ୍ଷା କଲେ, ବ୍ଲକ ଅଧ୍ୟକ୍ଷା

September 5, 2026
ବେଣ୍ଟ ଠାରୁ ମିଳିଥିବା ନର କଂକାଳର ଦୁଇ ଜଣ ହତ୍ୟାକାରୀଙ୍କୁ ପୁଲିସ ଗିରଫ କରିଛି ଓ ତାହା ଦିବ୍ୟପ୍ରକାଶ ଙ୍କର ବୋଲି ପୁଲିସ ଦୃଢତାର ସହ କହୁଛି

ବେଣ୍ଟ ଠାରୁ ମିଳିଥିବା ନର କଂକାଳର ଦୁଇ ଜଣ ହତ୍ୟାକାରୀଙ୍କୁ ପୁଲିସ ଗିରଫ କରିଛି ଓ ତାହା ଦିବ୍ୟପ୍ରକାଶ ଙ୍କର ବୋଲି ପୁଲିସ ଦୃଢତାର ସହ କହୁଛି

September 4, 2026
ରଣପୁର ଥାନା : ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର – ଅଭିଯୋଗ ଆଣିଲେ ପରିବାର ଲୋକ

ରଣପୁର ଥାନା : ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର – ଅଭିଯୋଗ ଆଣିଲେ ପରିବାର ଲୋକ

September 4, 2026
ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ୧୮ତମ ବଳିଦାନ ଦିବସ ପାଇଁ ଜାଲେଶପଟ୍ଟାରେ ପହଞ୍ଚିଲେ ବହୁ ସାଧୁସନ୍ଥ : ସମଗ୍ର ଜିଲ୍ଲା

ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ୧୮ତମ ବଳିଦାନ ଦିବସ ପାଇଁ ଜାଲେଶପଟ୍ଟାରେ ପହଞ୍ଚିଲେ ବହୁ ସାଧୁସନ୍ଥ : ସମଗ୍ର ଜିଲ୍ଲା

September 4, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରଘୁ ଦିବାକର ଉଚ୍ଚ ବିଦ୍ୟାଳୟବିକାଶ ପାଇଁ ସମୀକ୍ଷା କଲେ, ବ୍ଲକ ଅଧ୍ୟକ୍ଷା

ରଘୁ ଦିବାକର ଉଚ୍ଚ ବିଦ୍ୟାଳୟବିକାଶ ପାଇଁ ସମୀକ୍ଷା କଲେ, ବ୍ଲକ ଅଧ୍ୟକ୍ଷା

September 5, 2026
ବେଣ୍ଟ ଠାରୁ ମିଳିଥିବା ନର କଂକାଳର ଦୁଇ ଜଣ ହତ୍ୟାକାରୀଙ୍କୁ ପୁଲିସ ଗିରଫ କରିଛି ଓ ତାହା ଦିବ୍ୟପ୍ରକାଶ ଙ୍କର ବୋଲି ପୁଲିସ ଦୃଢତାର ସହ କହୁଛି

ବେଣ୍ଟ ଠାରୁ ମିଳିଥିବା ନର କଂକାଳର ଦୁଇ ଜଣ ହତ୍ୟାକାରୀଙ୍କୁ ପୁଲିସ ଗିରଫ କରିଛି ଓ ତାହା ଦିବ୍ୟପ୍ରକାଶ ଙ୍କର ବୋଲି ପୁଲିସ ଦୃଢତାର ସହ କହୁଛି

September 4, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version