• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବେନେଲି, କିୱେ, ମୋଟୋ ଭଲ୍ଟ ପକ୍ଷରୁ ଭୁବନେଶ୍ୱରରେ ନୂଆ ଡିଲରସିପ ଉଦ୍‌ଘାଟିତ

Proprietor Abhimanyu Maharana by Proprietor Abhimanyu Maharana
May 2, 2025
in ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍
0
ବେନେଲି, କିୱେ, ମୋଟୋ ଭଲ୍ଟ ପକ୍ଷରୁ ଭୁବନେଶ୍ୱରରେ ନୂଆ ଡିଲରସିପ ଉଦ୍‌ଘାଟିତ

?????????????

Share on FacebookShare on TwitterWhatsapp

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ବେନେଲି, କୀୱେ, ମୋଟୋ ଭଲ୍ଟ ଇଣ୍ଡିଆ, ଉନ୍ନତ ଉପଲବ୍ଧତା ଓ ପ୍ରିମିୟମ ଗ୍ରାହକ ସେବା ପ୍ରଦାନ କରିବା ପାଇଁ ଏହାର ଭୁବନେଶ୍ୱର ଡିଲରସିପକୁ ଏକ ନୂଆ ରଣନୈତିକ ସହଯୋଗୀ- ଶ୍ରୀ ମୋଟର୍ସକୁ ପୁନଃଆବଂଟିତ କରିଥିବା ସମ୍ପର୍କରେ ଘୋଷଣା କରିଛି । ନୂଆ କରି ଲଂଚ ହୋଇଥିବା ଏହି ଡିଲରସିପ ଭୁବନେଶ୍ୱର ଖାରବେଳ ନଗର ଶୁଭମ ମାର୍କେଟ ନିକଟରେ ଖୋର୍ଦ୍ଧା ଜନପଥ ରୋଡ ରାମ ମନ୍ଦିର ଛକରେ ଅବସ୍ଥିତ ରହିଛି ଏବଂ ଖାରବେଳ ନଗରରେ ଏହାର ସର୍ଭିସ ସେଂଟର ରହିଛି । ଶ୍ରୀ ମୋଟର୍ସର ଡିଲର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଭିଷେକ ଦାସ ଏହି ସହଭାଗିତାକୁ ଏକ ଗ୍ରାହକ-ପ୍ରଥମ ଦୃଷ୍ଟିକୋଣ ଆଣିଛନ୍ତି, ଯାହା ବେନେଲି,କୀୱେ, ମୋଟୋ ଭଲ୍ଟର ବିଶ୍ୱସ୍ତରୀୟ ବିକ୍ରି ଓ ସେବା ଅନୁଭୂତି ପ୍ରଦାନ କରିବା ଲକ୍ଷ୍ୟ ସହ ଜଡିତ ରହିଛି ।

???????

ଏହି ସହଭାଗିତା ସମ୍ପର୍କରେ ବେନେଲି, କୀେଓ୍ୱ, ମୋଟୋ ଭଲ୍ଟ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ବିକାଶ ଝାବଖ କହିଛନ୍ତି, “ଆମେ ଆମର ନୂଆ ପାର୍ଟନର, ଶ୍ରୀ ମୋଟର୍ସ ମାଧ୍ୟମରେ ଭୁବନେଶ୍ୱରରେ ଆମର ଗ୍ରାହକଙ୍କ ପାଇଁ ବେନେଲି, କୀୱେ , ମୋଟୋ ଭଲ୍ଟର ଅନୁଭୂତି ଆଣିବା ପାଇଁ ଉତ୍ସାହିତ ଅଛୁ । ଏହି ପଦକ୍ଷେପ ସହିତ ଆମେ ଓଡିଶାବ୍ୟାପୀ ଉତ୍କୃଷ୍ଟ ଉପଲବ୍ଧତା, ସର୍ବୋତମ ଶ୍ରେଣୀର ସେବା ଓ ପ୍ରିମିୟମ ମୋଟରସାଇକେଲ ମାଲିକାନା ଅନୁଭୂତି ଦିଗରେ ଆମର ପ୍ରତିବଦ୍ଧତାକୁ ଉନ୍ନତ କରିବା ପାଇଁ ଲକ୍ଷ୍ୟ ରଖିଛୁ ।” ସେହିଭଳି ଶ୍ରୀ ମୋଟର୍ସର ଡିଲର ପ୍ରିନ୍ସିପାଲ ଅଭିଷେକ ଦାସ କହିଛନ୍ତି, “ଆମେ ଭୁବନେଶ୍ୱରରେ ବେନେଲି, କୀୱେ, ମୋଟୋ ମୋରିନି, ଜୋନ୍‌ଟିସ ଓ କ୍ୟୁଜେ ମୋଟର ବ୍ରାଣ୍ଡଗୁଡିକର ପ୍ରତିନିଧିତ୍ୱ କରି ଗର୍ବିତ ଅନୁଭବ କରୁଛୁ ।

କେନ୍ଦ୍ରୀୟ ସ୍ଥଳରେ ଅବସ୍ଥିତ ଆମର ଶୋ’ରୁମ ସହ ଏକ ସୁସଜ୍ଜିତ ସର୍ଭିସ ସେଂଟରକୁ ପ୍ରତ୍ୟେକ ମୋଟରସାଇକେଲ ଉତ୍ସାହୀଙ୍କୁ ସର୍ବାଧିକ ସୁବିଧା ଓ ଏକ ଆନନ୍ଦଦାୟକ ଅଭିଜ୍ଞତା ପ୍ରଦାନ କରିବା ପାଇଁ ଡିଜାଇନ କରାଯାଇଛି । ଏହି ଡିଲରସିପରେ ଏକ ବିସ୍ତୃତ ରେଞ୍ଜର ବ୍ରାଣ୍ଡେଡ ଆକ୍‌ସେସରିଜ ଓ ମର୍ଚ୍ଚାଣ୍ଡାଇଜ ରହିବ ଯାହା ଏହାକୁ ଦୁଇଚକିଆ ଯାନ ପସନ୍ଦ କରୁଥିବା ଚାଳକଙ୍କ ପାଇଁ ଏକ ସମ୍ପୂର୍ଣ୍ଣ ଗନ୍ତବ୍ୟସ୍ଥଳୀରେ ପରିଣତ କରିବ ।” ନୂଆ କରି ଲଂଚ କରାଯାଇଥିବା ଏହି ଶୋ’ରୁମ ବେନେଲି ରେଞ୍ଜରେ ୫୦୦ସିସି ସେଗ୍‌ମେଂଟରେ ମଡେଲଗୁଡିକ ଅନ୍ତର୍ଭୁକ୍ତ ରହିଛି ଯାହାର ପ୍ରାରମ୍ଭିକ ମୂଲ୍ୟ ୬.୨୦ ଲକ୍ଷ ଟଙ୍କା ରହିଛି ।

ଏଥିରେ ଟିଆର୍‌କେ ୫୦୨ (ଗ୍ରାଣ୍ଡ ଟୁଅରର୍‌) ସାମିଲ ରହିଛି । କୀୱେ ରେଞ୍ଜରେ ୧୨୫ ସିସିରୁ ଆରମ୍ଭ କରି ୩୦୦ସିସି ପର୍ଯ୍ୟନ୍ତ ମଡେଲ ସାମିଲ ରହିଛି ଯାହାର ମୂଲ୍ୟ ୧.୨୦ ଲକ୍ଷ ଟଙ୍କାରୁ ୪.୨୯ ଲକ୍ଷ ଟଙ୍କା (ସମସ୍ତ ମୂଲ୍ୟ ଏକ୍ସ-ଶୋ’ରୁମ୍‌, ଇଣ୍ଡିଆର) ମଧ୍ୟରେ ରହିଛି । ଏଥିରେ ଏସ୍‌ଆର୧୨୫ (ରେଟ୍ରୋ କ୍ଲାସିକ), ଏସ୍‌ଆର୍‌୨୫୦ (ନିଓ-ରେଟ୍ରୋ), କେ-ଲାଇଟ ୨୫୦ଭି (ଅର୍ବାନ କ୍ରୁଜର), କେ୩୦୦ ଏସ୍‌ଏଫ (ଷ୍ଟ୍ରିଟ ନେକେଡ ସ୍ପୋର୍ଟ), କେ୩୦୦ ଆର୍ (ସୁପରସ୍ପୋର୍ଟ), ଭି୩୦୨ସି (ବବର୍‌), ସିକ୍ସଟିଜ୍ ୩୦୦ଆଇ (ରେଟ୍ରୋ ସ୍କୁଟର) ଓ ଭିଏସ୍ତେ ୩୦୦ (ମ୍ୟାକ୍ସି ସ୍କୁଟର) ସାମିଲ ରହିଛି । ମୋଟୋ ଭଲ୍ଟ ପ୍ରଡକ୍ଟ ରେଞ୍ଜରେ ମୋଟୋ ମୋରିନି-ଏକ୍ସ-କେପ ୬୫୦ଏକ୍ସ (ଆଡଭେଂଚର ଟୁଅରର) ଏକ୍ସ-କେପ୍ ୬୫୦ (ଟୁଅରିଂ), ସିମେଜୋ ରେଟ୍ରୋ ଷ୍ଟ୍ରିଟ,

ସିମେଜୋ ସ୍କ୍ରାମ୍ବଲର, ଜୋନ୍‌ଟିସ-୩୫୦ଆର (ନେକେଡ ଷ୍ଟ୍ରିଟ), ୩୫୦ ଏକ୍ସ (ସ୍ପୋର୍ଟସ୍‌), ଜିକେ ୩୫୦ (କ୍ୟାଫେ ରେସର), ୩୫୦ ଟି (ଟୁଅରିଂ) ଓ ୩୫୦ ଟି ଏଡିଭି (ଆଡ୍‌ଭେଂଚର), କ୍ୟୁଜେ-ମୋଟର – ଏସ୍‌ଆର୍‌ସି ୨୫୦ (ନିଓ-ରେଟ୍ରୋ), ଏସ୍‌ଆର୍‌ଭି ୩୦୦ (ବବର୍‌), ଏସ୍‌ଆର୍‌କେ ୪୦୦ (ସ୍ପୋର୍ଟସ ନେକେଡ) ଓ ଏସ୍‌ଆର୍‌ସି ୫୦୦ (ରେଟ୍ରୋ-କ୍ଲାସିକ) ଆଦି ବ୍ରାଣ୍ଡ ସାମିଲ ରହିଛି ଯାହାର ମୂଲ୍ୟ ୧.୪୯ ଲକ୍ଷ ଟଙ୍କାରୁ ୬.୪୯ ଲକ୍ଷ ଟଙ୍କା ମଧ୍ୟରେ ରହିଛି । ବେନେଲି ଓ ମୋଟୋ ଭଲ୍ଟ ମଡେଲ ରେଞ୍ଜ ପାଇଁ ସର୍ବନିମ୍ନ ବୁକିଙ୍ଗ ରାଶି ୧୦,୦୦୦ ଟଙ୍କା ରହିଛି ଏବଂ କୀୱେ ମଡେଲ ରେଞ୍ଜ ପାଇଁ ବୁକିଂ ରାଶି ୧୦୦୦ ଟଙ୍କାରୁ ଆରମ୍ଭ ହେଉଛି ଏବଂ ଏହା ମଡେଲ ନିର୍ଦ୍ଧିଷ୍ଟ ଅଟେ ।

ଶୋ’ରୁମ ଭିଜିଟ କରି କିମ୍ବା india.benelli.com, keeway-india.com, zontes-india.com, motomorini-india.com, qjmotor-india.com ରେ ଲଗ୍‌ଇନ କରି ବୁକିଂ କରାଯାଇପାରିବ । ସମସ୍ତ କୀୱେ ଓ ମୋଟୋ ଭଲ୍ଟ ପ୍ରଡକ୍ଟଗୁଡିକ ଉପରେ ୨ ବର୍ଷର ଅନ୍‌ଲିମିଟେଡ କିଲୋମିଟର ଷ୍ଟାଣ୍ଡାର୍ଡ ୱାରେଂଟି, ବେନେଲିର ୫୦୦ ସିସି ମଡେଲ ରେଞ୍ଜ ଉପରେ ୩ ବର୍ଷର ଅନ୍‌ଲିମିଟେଡ କିଲୋମିଟର ଷ୍ଟାଣ୍ଡାର୍ଡ ୱାରେଂଟି ଏବଂ ବେନେଲି । କୀୱେ । ମୋଟୋ ଭଲ୍ଟ ଗ୍ରାହକଙ୍କ ପାଇଁ ୨୪ଞ୍ଚ୭ ରୋଡ ସାଇଡ ଆସିଷ୍ଟାନ୍ସ ରହିଛି । ଏହି ଲଂଚ ସହିତ ବେନେଲି, କୀୱେ, ମୋଟୋ ଭଲ୍ଟ ୬୦ରୁ ଅଧିକ ଟଚ୍‌ପଏଂଟ ସହ ଦେଶବ୍ୟାପୀ ଏହାର ଉପସ୍ଥିତି ବିସ୍ତାର କରିବା ଜାରି ରଖିଛି, ଯାହା ଭାରତର ଆଗ୍ରହୀ ଚାଳକମାନଙ୍କ ପାଇଁ ପ୍ରିମିୟମ ସେବା ପହଂଚ ସୁନିଶ୍ଚିତ କରିବ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

May 1, 2026
ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

May 1, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨-୧ ଗୋଲରେ ଶରଣକୁଳ ଏଫ.ସି ଡିଏଭି ଏଫ.ସି ନୟାଗଡ ଠାରୁ ବିଜୟୀ

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨-୧ ଗୋଲରେ ଶରଣକୁଳ ଏଫ.ସି ଡିଏଭି ଏଫ.ସି ନୟାଗଡ ଠାରୁ ବିଜୟୀ

May 1, 2026
ଇଟାମାଟି ପଂଚାୟତ ପି.ଇ.ଓ ଙ୍କୁ ବ୍ଲକରେ ଦିଆଗଲା ଅବସର କାଳୀନ ସମ୍ୱର୍ଦ୍ଧନା

ଇଟାମାଟି ପଂଚାୟତ ପି.ଇ.ଓ ଙ୍କୁ ବ୍ଲକରେ ଦିଆଗଲା ଅବସର କାଳୀନ ସମ୍ୱର୍ଦ୍ଧନା

May 1, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

May 1, 2026
ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

May 1, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version