• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଗୋଦରେଜ୍ ଆପ୍ଲାଏନ୍ସେସ୍ ଓଡ଼ିଶାରେ ନିଜର ଉପସ୍ଥିତିକୁ ସୁଦୃଢ଼ କରିଛି – ରାଉରକେଲା

Proprietor Abhimanyu Maharana by Proprietor Abhimanyu Maharana
December 28, 2019
in ଓଡ଼ିଶା, ବାଣିଜ୍ୟ, ହୋମ୍
0
ଗୋଦରେଜ୍ ଆପ୍ଲାଏନ୍ସେସ୍ ଓଡ଼ିଶାରେ ନିଜର ଉପସ୍ଥିତିକୁ ସୁଦୃଢ଼ କରିଛି – ରାଉରକେଲା
Share on FacebookShare on TwitterWhatsapp

ରାଉରକେଲା (ଓଡିଶା ତାଜା ନିଉଜ୍) 28.12.2019 ରାଉରକେଲା :-  ହୋମ୍ ଆପ୍ଲାଏନ୍ସେସ୍ କ୍ଷେତ୍ରରେ ଭାରତର ଅଗ୍ରଣୀ ସଂସ୍ଥା ଗୋଦରେଜ୍ ଆପ୍ଲାଏନ୍ସେସ୍ ଏହାର ଚ୍ୟାନେଲ୍ ପାର୍ଟନର୍ ଏମ୍/ଏସ୍ କ୍ୱାଲିଟି ଇଞ୍ଜିନିୟରିଂ ୱାର୍କସ୍ ସହ ସହଯୋଗିତାରେ ରାଉରକେଲା ଠାରେ ଏହାର ପ୍ରଥମ ବ୍ରାଣ୍ଡ୍ ଆଉଟ୍ଲେଟ୍କୁ ଖୋଲି ଓଡିଶାରେ ଏହାର ଉପସ୍ଥିତିକୁ ସୁଦୃଢ଼ କରିଛି । ଏହି ଉନ୍ମୋଚନ ସହିତ ଓଡ଼ିଶା ରାଜ୍ୟରେ ଏହି ବ୍ରାଣ୍ଡ୍ର ଇବିଓ ସଂଖ୍ୟା ୨୦ରେ ପହଂଚିଛି । ଯୋଗାଣ ଶୃଙ୍ଖଳକୁ ସୁଦୃଢ଼ କରିବା ଓ ରାଉରକେଲା ବଜାରର ଗ୍ରାହକଙ୍କ ପାଇଁ ପରବର୍ତି ପିଢ଼ିର ସପିଙ୍ଗ ଅନୁଭୂତି ସୃଷ୍ଟି କରିବା ଲାଗି, ଗୋଦରେଜ୍ ଆପ୍ଲାଏନ୍ସେସ୍ ପକ୍ଷରୁ ୧୮୦୦ ବର୍ଗଫୁଟ ସ୍ଥାନରେ ସ୍ୱତନ୍ତ୍ର ବ୍ରାଣ୍ଡ୍ ଆଉଟ୍ଲେଟ୍ ଖୋଲାଯାଇଛି । ଏହି ଇବିଓଟି ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲାର ବେଦବ୍ୟାସ ଠାରେ ଥିବା ଜମୁନାନାକି ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଅବସ୍ଥିତ । ଏହି ଇବିଓ ସାରା ଦେଶରେ ଥିବା ଗୋଦରେଜ୍ ଆପ୍ଲାଏନ୍ସେସ୍ର ବ୍ୟାପକ ନେଟୱର୍କକୁ ଆହୁରି ସୁଦୃଢ଼ କରିଛି ଏବଂ ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ସହରରେ ଗ୍ରାହକମାନଙ୍କୁ ପ୍ରିମିୟମ୍ ଉତ୍ପାଦ ଆବଶ୍ୟକତାକୁ ପୂରଣ କରୁଛି ।

ଗ୍ରାହକମାନଙ୍କୁ ଆରାମଦାୟକ ଅନୁଭୂତି ପ୍ରଦାନ କରିବା ଲାଗି ନିଷ୍ଠାର ସହ ଉଦ୍ୟମ ସ୍ୱରୂପ, ଏହି ଇବିଓରେ ରେଫ୍ରିଜରେଟର, ୱାସିଂ ମେସିନ, ଏୟାର କଣ୍ଡିସନର, ଚେଷ୍ଟ ଫ୍ରିଜର୍ ଏବଂ ମାଇକ୍ରୋ ଓଭେନ୍ ଭଳି ଗୋଦରେଜ୍ ଆପ୍ଲାଏନ୍ସେସ୍ର ବ୍ୟାପକ ବର୍ଗର ଉତ୍ପାଦକୁ ପ୍ରଦର୍ଶିତ କରାଯିବ । ଏହି ଉନ୍ମୋଚନ ଅବସରରେ ଗୋଦରେଜ୍ ଆପ୍ଲାଏନ୍ସେସ୍ ମାର୍କେଟିଂର ମୁଖ୍ୟ ଶ୍ରୀଯୁକ୍ତ ସ୍ୱାତୀ ରାଠି କହିଛନ୍ତି ଯେ, “ଓଡ଼ିଶାରେ ଆମର ୨୦ତମ ବ୍ରାଣ୍ଡ ଆଉଟ୍ଲେଟ୍ର ଉଦ୍ଘାଟନ ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି । ଇବିଓଗୁଡ଼ିକର ଆମର ଗୁରୁତ୍ୱପୂର୍ଣ୍ଣ ଅଭିଯାନ ଦେଶର କୋଣ ଅନୁକୋଣରେ ଥିବା ଗ୍ରାହକମାନଙ୍କ ପାଖରେ ପହଂଚିବା ପାଇଁ ସେଗୁଡ଼ିକ ଆମ ବ୍ରାଣ୍ଡ୍ର ପ୍ରମୁଖ ଟଚପଏଂଟ୍ । ଯେତେ ସମ୍ଭବ ଆମେ ଗ୍ରାହକଙ୍କ ସେତେ ନିକଟତର ହେବାକୁ ସର୍ବଦା ଉଦ୍ୟମ କରୁଛୁ ଏବଂ ସେଥିପାଇଁ ଆମେ ଏହି ଯାତ୍ରାର ଶୁଭାରମ୍ଭ କରିଛୁ ।’’ ଗାଦରେଜ୍ ଆପ୍ଲାଏନ୍ସେସ୍ର ପୂର୍ବ ଓବିଜେର ଜୋନାଲ୍ ବ୍ୟବସାୟ ମୁଖ୍ୟ ଶ୍ରୀଯୁକ୍ତ ରଘୁନାଥ ମିଶ୍ର କହିଛନ୍ତି ଯେ, “ଓଡ଼ିଶାର ୨୦ତମ ଓ ରାଉରକେଲାରେ ପ୍ରଥମ ସ୍ୱତନ୍ତ୍ର ବ୍ରାଣ୍ଡ୍ ଆଉଟଲେଟ୍ ଖୋଲିଥିବାରୁ ଆମେ ରୋମାଂଚିତ । ଆମର ନିଜସ୍ୱ ସ୍ୱତନ୍ତ୍ର ସୋ’ରୁମ୍ ଜରିଆରେ ଆମ ପାଖରେ ଗୋଟିଏ ସ୍ଥାନରେ ଆମର ସମ୍ପୂର୍ଣ୍ଣ ଶ୍ରେଷ୍ଠ ମାନର ଉତ୍ପାଦକୁ ପ୍ରଦର୍ଶିତ କରିବାର ସୁଯୋଗ ରହିଛି । ରାଉରକେଲା ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବଜାର ଏବଂ ଆମେ ଆମର ଗ୍ରାହକଙ୍କୁ ଉଲ୍ଲସିତ କରିବା ଓ ସେମାନଙ୍କୁ ସର୍ବଦା ଶ୍ରେଷ୍ଠ ମାନର ସପିଙ୍ଗ ଅନୁଭୂତି ପ୍ରଦାନ କରିବାକୁ ଚାହୁଛୁ । ବର୍ତମାନ, ଓଡ଼ିଶାର ଇବିଓ ଭାରତରେ ମୋଟ ବିକ୍ରିକୁ ଏହି ଚ୍ୟାନେଲ୍ ଜରିଆରେ ୩୦% ଅବଦାନ ପ୍ରଦାନ କରୁଛି । ଏମ୍/ଏସ୍ କ୍ୱାଲିଟି ଇଞ୍ଜିନିୟରିଂ ୱାର୍କସ୍ର ତତ୍ୱାବଧାୟକ ଶ୍ରୀଯୁକ୍ତ ପ୍ରଦୀପ କୁମାର ଶର୍ମା କହିଛନ୍ତି ଯେ, “ଗୋଦରେଜ୍ ଆପ୍ଲାଏନ୍ସେସ୍ର ସହଯୋଗୀ ହୋଇଥିବାରୁ ଆମେ ଅତ୍ୟନ୍ତ ଆନନ୍ଦିତ ଯାହା ଏକ ଉଚ୍ଚ ବିଶ୍ୱାସଯୋଗ୍ୟ ଓ ସମ୍ମାନଜନକ ବ୍ରାଣ୍ଡ୍ । ଗ୍ରାହକଙ୍କୁ ଲାଭ ପ୍ରଦାନ କରିବା ଲାଗି ଆମର ବିଭିନ୍ନ ଆକର୍ଷଣୀୟ ଅଫର ରହିଛି । ଗୋଦରେଜ୍ ଆପ୍ଲାଏନ୍ସେସ୍ ତରଫରୁ ସ୍ୱତନ୍ତ୍ର ଉତ୍ପାଦ ଜରିଆରେ ଆମେ ରାଉରକେଲାର ଗ୍ରାହକମାନଙ୍କ ପାଇଁ ଏହି ଆଉଟଲେଟକୁ ନିଶ୍ଚିତ ରୂପେ ଶ୍ରେଷ୍ଠ ସ୍ଥାନରେ ରୂପାରନ୍ତରିତ କରିବୁ ।’’ ଗ୍ରାହକମାନେ ସମ୍ପୂର୍ଣ୍ଣ ଉତ୍ପାଦ ବର୍ଗ (ଗୋଦରେଜ୍ ଏୟାର କଣ୍ଡିସନର ଓ ଗୋଦରେଜ ଚେଷ୍ଟ ଫ୍ରିଜରକୁ ବାଦ ଦେଇ) ଉପରେ ଏକ ବର୍ଷର ମାଗଣା ବର୍ଦ୍ଧିତ ୱାରେଂଟି, ଏକ ବର୍ଷର ଉତ୍ପାଦ ବୀମା ଏବଂ ବର୍ଷ ତମାମ ଅନ୍ୟାନ୍ୟ ଆକର୍ଷଣୀୟ ଫାଇନାନ୍ସ ଅଫର, ସ୍ୱତନ୍ତ୍ର ଭାବେ ପ୍ରତିଟି ଗୋଦରେଜ୍ ଆପ୍ଲାଏନ୍ସେସ୍ ଇବିଓଗୁଡ଼ିକରେ ପାଇପାରିବେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ମେଗା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

ମେଗା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

March 7, 2026
ମାଇଁ ଭାରତ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ନେଇ ସାମ୍ବାଦିକ ସମ୍ମିଳନୀ

ମାଇଁ ଭାରତ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ନେଇ ସାମ୍ବାଦିକ ସମ୍ମିଳନୀ

March 7, 2026
ମେଧାବୀ ତଥା ଗରିବ ଛାତ୍ର ଧନଞ୍ଜୟ ବୋନ ମେରୋ ମାରାତ୍ମକ ରୋଗରେ ଆକ୍ରାନ୍ତ, ଚିକିତ୍ସା ପାଇଁ ୫୦ ଲକ୍ଷ ଟଙ୍କା ସାହାର୍ଯ୍ୟ ନିବେଦନ

ମେଧାବୀ ତଥା ଗରିବ ଛାତ୍ର ଧନଞ୍ଜୟ ବୋନ ମେରୋ ମାରାତ୍ମକ ରୋଗରେ ଆକ୍ରାନ୍ତ, ଚିକିତ୍ସା ପାଇଁ ୫୦ ଲକ୍ଷ ଟଙ୍କା ସାହାର୍ଯ୍ୟ ନିବେଦନ

March 7, 2026
ବିଜୁ ବାବୁଙ୍କ ନାହିଁ ବିକଳ୍ପ – ବେଗୁନିଆରେ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜନ୍ମ ଜୟନ୍ତୀ ପାଳନ

ବିଜୁ ବାବୁଙ୍କ ନାହିଁ ବିକଳ୍ପ – ବେଗୁନିଆରେ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜନ୍ମ ଜୟନ୍ତୀ ପାଳନ

March 7, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ମେଗା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

ମେଗା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

March 7, 2026
ମାଇଁ ଭାରତ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ନେଇ ସାମ୍ବାଦିକ ସମ୍ମିଳନୀ

ମାଇଁ ଭାରତ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ନେଇ ସାମ୍ବାଦିକ ସମ୍ମିଳନୀ

March 7, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version