No Result
View All Result
ଉଭୟ ରାଜସୁନାଖଳା ଅଂଚଳର ବୋଲି ସୂଚନା
ଖୋର୍ଦ୍ଧା ଜିଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍) :- ବେଗୁନିଆ ବ୍ଲକ ସିକୋ ଫାଣ୍ଡି ବୋତଳମା ଗ୍ରାମପଂଚାୟତ ଗୌଡପାଟଣା ମହୁଲାକୁଦିଆ ନିକଟରେ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର । ଉଭୟ ରାଜସୁନାଖଳା ଅଂଚଳର ବୋଲି ସୂଚନା ।
ଏହା ହତ୍ୟା ନା ଆତ୍ମହତ୍ୟା ଜଣା ପଡିନାହିଁ । ତେବେ ପୁଅର ଘର ରାଜସୁନାଖଳା ଗୋପିନାଥପୁର ସାହି , ନାମ ଅଜୟ ପ୍ରଧାନ ବୟସ 43 l ଝିଅର ନାମ ଶାନ୍ତି ସାହୁ । ଉଭୟ ରାଜସୁନାଖଳାର ବାସିନ୍ଦା ବୋଲି ସୂଚନା ମିଳିଛି l

No Result
View All Result