• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଓଡିଶାର ଏକମାତ୍ର ଅଗ୍ରଣୀୟ କର୍ପୋରେଟ କର୍କଟ ରୋଗଚିକିତ୍ସା କେନ୍ଦ୍ର ହେମଲତା ହସ୍ପିଟାଲ – ଭୁବନେଶ୍ୱର

Proprietor Abhimanyu Maharana by Proprietor Abhimanyu Maharana
December 28, 2019
in ଓଡ଼ିଶା, ଜୀବନଚର୍ଯ୍ୟା, ହୋମ୍
0
ଓଡିଶାର ଏକମାତ୍ର ଅଗ୍ରଣୀୟ କର୍ପୋରେଟ କର୍କଟ ରୋଗଚିକିତ୍ସା କେନ୍ଦ୍ର ହେମଲତା ହସ୍ପିଟାଲ – ଭୁବନେଶ୍ୱର

????????????????????????????????????

Share on FacebookShare on TwitterWhatsapp

ଭୁବନେଶ୍ୱର (ଓଡିଶା ତାଜା ନିଉଜ୍) 28.12.2019 ଭୁବନେଶ୍ୱର :- ଓଡିଶାର ଏକମାତ୍ର ଅଗ୍ରଣୀୟ କର୍ପୋରେଟ କର୍କଟ ରୋଗଚିକିତ୍ସା କେନ୍ଦ୍ର, ଯାହାକି ବିଗତ ୧୪ ବର୍ଷ ଧରି ସଫଳତାର ସହିତ କର୍କଟରୋଗ ଚିକିତ୍ସା ପ୍ରଦାନ କରିଆସୁଅଛି । ହେମଲତା ହସ୍ପିଟାଲର ଚର୍ତୁଦଶ ବାର୍ଷିକ ଉତ୍ସବ ଅବସରରେ ବେଙ୍ଗାଲୁରୁସ୍ଥିତ କିଦ୍ୱାଇ ମେଡିକାଲ ଅନଷ୍ଠୁାନର ପ୍ରକ୍ଷାତ୍ କର୍କଟ ରୋଗ ବିଶେଷଜ୍ଞ ପ୍ରଫେସର (ଡଃ.) କେ.ଗୋବିନ୍ଦ ବାବୁ ହେମଲତା ଓରେସନ ୨୭ ଡିସେମ୍ବର ସଂନ୍ଧ୍ୟାରେ ବକ୍ତବ୍ୟ ପ୍ରଦାନ କରିଥିଲେ । (ଗଇଘଇଏଋଗଋଘଞ ଙୠ ଗଋଞଇଝଞଇଞଓଉ ଈଜଋଇଝଞ ଉଇଘଉଋଜ) ଶିର୍ଷକ ବକ୍ତବ୍ୟ ପ୍ରସଙ୍ଗରେ ପ୍ରଫେସର (ଡଃ.) କେ.ଗୋବିନ୍ଦ ବାବୁ କର୍କଟରୋଗୀ ଚିକତ୍ସିକଙ୍କ ଶିକ୍ଷା ଓ ବୃତି ବିଷୟରେ ଆଲୋକପାତ କରିଥିଲେ ।

ବହୁ କର୍କଟ ରୋଗ ବିଶେଷଜ୍ଞ ତଥା ଚିକିତ୍ସକ ବୃନ୍ଦ ଏଥିରେ ଯୋଗଦେଇ ଏହାକୁ ସଫଳ ମଣ୍ଡିତ କରିଥିଲେ । ଏହି ଅବସରରେ ଅନୁଷ୍ଠାନର ଅଧ୍ୟକ୍ଷ ଡଃ. ଅରବିନ୍ଦ କୁମାର ରଥ କହିଥିଲେ ଯେ ବିଗତ ୧୪ ବର୍ଷ ଧରି ଏହି କେନ୍ଦ୍ର ନିରବଛିନ୍ନ ଭାବରେଏବଂ ସୁଲଭ ମୁଲ୍ୟରେ ଅତି ଉଚ୍ଚମାନର ଯୁକ୍ତିଯୁକ୍ତ ଓ ସୁସଙ୍ଗତ ଚିକିତ୍ସା ଦେଇ ଆସୁଅଛି । ଭବିଷ୍ୟତରେ ଚିକିତ୍ସାର ସମସ୍ତପ୍ରକାର ମାନବୃଦ୍ଧି କରାଯାଇ ଏହାକୁ ସମୟ ଉପଯୋଗୀ କରାଯିବାପାଇଁ ହେମଲତା ହସ୍ପିଟାଲ ପ୍ରତିଜ୍ଞାବଦ୍ଧ ଅଟେ ।

ହେମଲତା ହସ୍ପିଟାଲ୍ସ ଏଣ୍ଡ ରିସର୍ଚ୍ଚ ସେନ୍ଟର ଓଡିଶାର ଅଗ୍ରଣୀୟ କର୍ପୋରେଟ କର୍କଟ ରୋଗଚିକିତ୍ସା କେନ୍ଦ୍ର, ଯାହାକି ୨୦୦୫ ମସହିାରେ ପ୍ରଥମକରି ଅତ୍ୟାଧୁନିକ ଲିନିଆକ (ଖଓଘଇଉ) ସହିତ ଆଇ.ଏମ୍.ଆର.ଟି(ଓଗଜଞ) ଏବଂ ସିଟିସିମୁଲେଟର ପୁର୍ବଭାରତରେ ପ୍ରଚଳନ କରିଥିଲେ, ଯାହାକି ଡଃ. ଏ.ପି.ଜେ.ଅବଦୁଲ କଲାମଙ୍କ ଦ୍ୱାରା ୨୭ ଡିସେମ୍ବର ୨୦୦୫ ମସହିାରେ ଉଦ୍ଘାଟିତ ହୋଇଥିଲା । ଏହା ପରଠାରୁ ନିରବଛିନ୍ନ ଭାବରେ ଏହି ହସ୍ପିଟାଲ ବିକିରଣ ଯନ୍ତ୍ର ଦ୍ୱାରା କ୍ୟାନସର ସ୍କ୍ରିନିଂ ଡାଏଗନୋସିସ୍, କ୍ୟାନସର ସର୍ଜରି, ରେଡିଓଥେରାପି ଏବଂ କିମୋଥେରାପି ଆଦି ଚିକିତ୍ସା କ୍ଷେତ୍ରରେ ହଜାର ହଜାର ରୋଗୀଙ୍କୁ ବ୍ୟାପକ ଭାବେ ଚିକିତ୍ସା କରି ଆସୁଅଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Vigilance Day against Child Marriage on the Occasion of Akshaya Tritiya

ଅକ୍ଷୟ ତୃତୀୟା ଅବସରରେ ବାଲ୍ୟ ବିବାହ ବିରୋଧରେ ସତର୍କତା ଦିବସ ପାଳିତ

April 23, 2026
Vigilance Day against Child Marriage on the Occasion of Akshaya Tritiya

Vigilance Day against Child Marriage on the Occasion of Akshaya Tritiya

April 23, 2026
ଶ୍ରମ କୋଡ ପ୍ରତ୍ଯାହାର ଦାବିରେ ସିଟୁର ବିକ୍ଷୋଭ

ଶ୍ରମ କୋଡ ପ୍ରତ୍ଯାହାର ଦାବିରେ ସିଟୁର ବିକ୍ଷୋଭ

April 23, 2026
କୋଷ୍ଟାଲ ମାରାଥନ ଓଡିଶା ପର୍ଯ୍ୟଟନ କୁ ଅଧିକ ଋଦ୍ଧିମନ୍ତ କରିବ

କୋଷ୍ଟାଲ ମାରାଥନ ଓଡିଶା ପର୍ଯ୍ୟଟନ କୁ ଅଧିକ ଋଦ୍ଧିମନ୍ତ କରିବ

April 23, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Vigilance Day against Child Marriage on the Occasion of Akshaya Tritiya

ଅକ୍ଷୟ ତୃତୀୟା ଅବସରରେ ବାଲ୍ୟ ବିବାହ ବିରୋଧରେ ସତର୍କତା ଦିବସ ପାଳିତ

April 23, 2026
Vigilance Day against Child Marriage on the Occasion of Akshaya Tritiya

Vigilance Day against Child Marriage on the Occasion of Akshaya Tritiya

April 23, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version