
ବଲାଙ୍ଗିର (ଓଡିଶା ତାଜା ନିଉଜ୍) 27.12.2019 ବଲାଙ୍ଗିର :- ୧୯୪୪ ମସିହା ଇଂରେଜ ଶାସନ ସମୟରେ ପାଟଣା ଗଡ଼ର ମହାରାଜା ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂଦେଓଙ୍କ ନାମରେ ନାମିତ ହୋଇଥିବା ଏହି ଶିକ୍ଷାନୁଷ୍ଠାନ ଲମ୍ବା ସମୟ ଧରି ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିଆସୁଛି ।

ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ୭୫ତମ ଦିବସ ପାଳନ କରାଯିବା ଅବସରରେ ଆୟୋଜିତ ପ୍ଲାଟିନମ୍ ଜୁବୁଲି ସମାରୋହ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେସିଲାଲ ଉଦଘାଟନ କଲେ । (ଓଡିଶା ତାଜା ନିଉଜ୍) ବଲାଙ୍ଗିର ରିପୋର୍ଟ – ସୋନାଲି
