• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ନୋଏଡ଼ା ରତ୍ନ କ୍ଷେତ୍ରରେ କିଶୋର ଦ୍ବିବେଦୀଙ୍କ ଜନ୍ମ ଦିବସ ପାଳନ

Proprietor Abhimanyu Maharana by Proprietor Abhimanyu Maharana
April 1, 2025
in ଓଡ଼ିଶା, ଖୋର୍ଦ୍ଧା, ଦେଶ, ମନୋରଞ୍ଜନ, ମହାନଗର, ହୋମ୍
0
ନୋଏଡ଼ା ରତ୍ନ କ୍ଷେତ୍ରରେ କିଶୋର ଦ୍ବିବେଦୀଙ୍କ ଜନ୍ମ ଦିବସ ପାଳନ
Share on FacebookShare on TwitterWhatsapp

ନୂଆଦିଲ୍ଲୀ/ନୋଏଡ଼ା  (ଓଡ଼ିଶା ତାଜା ନ୍ୟୁଜ୍) :- ମହାପ୍ରଭୁ ଶ୍ରୀ ଜଗନ୍ନାଥ ବିରାଜମାନ କରୁଥିବା ନୋଏଡ଼ାର ରତ୍ନ କ୍ଷେତ୍ରଠାରେ ୱାର୍ଲଡ଼ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ବିବେଦୀଙ୍କର ଜନ୍ମଦିନ ମହାସମାରୋହରେ ପାଳନ କରାଯାଇଛି।ଏହି ଉପଲକ୍ଷେ ଉତ୍ସବ ସ୍ଥଳ ୧୨୧ ସେକ୍ଟରର ଜଗନ୍ନାଥ ମନ୍ଦିର ପରିସରକୁ ରଙ୍ଗ ବେରଙ୍ଗ କପଡ଼ା ଓ ଆଲୋକ ମାଳାରେ ବେଶ ସୁନ୍ଦର ଭାବେ ସଜା ଯାଇଥିଲା। ମନ୍ଦିର ପରିଚାଳନା କମିଟି ଶ୍ରୀ ଜଗନ୍ନାଥ ସମିତି ଆନୁକୂଲ୍ୟରେ ଆୟୋଜିତ ଏହି ଭବ୍ୟ ସମାରୋହରେ ସମିତିର କର୍ମକର୍ତ୍ତା,ୱାର୍ଲଡ଼ ଓଡ଼ିଶା ସୋସାଇଟିର କାର୍ଯ୍ୟକର୍ତ୍ତା, ପ୍ରବାସୀ ଓଡ଼ିଆ ତୁଙ୍ଗ ନେତୃବର୍ଗ ଏବଂ ବିଭିନ୍ନ ସାମାଜିକ ତଥା ସାଂସ୍କୁତିକ ସଂଗଠନର ପ୍ରତିନିଧିମାନେ ଯୋଗ ଦେଇଥିଲେ।

ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ଦ୍ବିବେଦୀଙ୍କର ଶତାଧିକ ବନ୍ଧୁ,ପ୍ରଶଂସକ ଓ ଶୁଭାକାଂକ୍ଷୀ ଉପସ୍ଥିତ ଥିବା ବେଳେ ଡିଜିଟାଲ ନେଟୱାର୍କ ଜରିଆରେ ପୃଥିବୀର ବିଭିନ୍ନ କୋଣରୁ ବୈଶିକ ଓଡ଼ିଆମାନେ ମହୋତ୍ସବରେ ସାମିଲ ହୋଇଥିଲେ।ପବିତ୍ର ନବରାତ୍ର ପର୍ବର ଶୁଭାରମ୍ଭ ଓ ହିନ୍ଦୁ ନବବର୍ଷର ପ୍ଲାବନ ତିଥୀ ସାଙ୍ଗକୁ ଜନ୍ମଦିନ ପାଳନ କରାଯାଉଥିବାରୁ ଉଭୟ ସଂଗଠକ ଏବଂ ଆଗନ୍ତୁକ ମାନଙ୍କ ମଧ୍ୟରେ ଅପୂର୍ବ ଆନନ୍ଦ, ଉଲ୍ଲାସ, ଉତ୍ସାହ ଓ ଉଦ୍ଦୀପନା ପରିଲକ୍ଷିତ କରାଯାଇଥିଲା। ସମଗ୍ର ପରିବେଶ ଉତ୍ସବ ମୁଖରିତ ହୋଇଉଠିଥିବା ଦେଖାଯାଇଥିଲା।

ଦୀର୍ଘ ୪୦ବର୍ଷ ଧରି ଦିଲ୍ଲୀରେ ସାମ୍ବାଦିକତା କରିଆସୁଥିବା କିଶୋର ଦ୍ବିବେଦୀ ଏବେ ଓଁମ ମେଡିଆ ନେଟୱର୍କର ମୁଖ୍ୟ ସମ୍ପାଦକ ଅଛନ୍ତି।ବହୁ ସାମାଜିକ, ସାଂସ୍କୃତିକ ଓ ଦାତବ୍ୟ ସଂଗଠନ ସହିତ ସକ୍ରୀୟ ଭାବେ ଜଡ଼ିତ ଥିବା ଶ୍ରୀ ଦ୍ବିବେଦୀ ବନ୍ଦେ ଉତ୍କଳ ଫାଉଣ୍ଡେସନର ପ୍ରତିଷ୍ଠାତା , ଅସୀମ ଓଡ଼ିଶାର ମୁଖ୍ୟ ସଂଯୋଜକ ଏବଂ ବିଶ୍ୱ ଓଡ଼ିଆ ସମ୍ମିଳନୀର ଜାତୀୟ ତଥା ଆନ୍ତର୍ଜାତୀୟ ଆବାହକ ପଦରେ ମଧ୍ୟ ଦାୟିତ୍ୱ ନିର୍ବାହ କରୁଛନ୍ତି।

ଲୋକସଭାର ପ୍ରେସ ପରାମର୍ଶ ଦାତା କମିଟିର ପାଞ୍ଚ ଥର ସଦସ୍ୟ ରହିଆସିଥିବା ଶ୍ରୀ ଦ୍ବିବେଦୀ ସମ୍ପ୍ରତି ଭାରତୀୟ ସାମ୍ବାଦିକ କଲ୍ୟାଣ ପରିଷଦର ଅଧ୍ୟକ୍ଷ ଅଛନ୍ତି। ସମାବେଶ ଏବଂ ଏହି ଅବସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ଶ୍ରୀ ଜଗନ୍ନାଥ ସମିତିର ସମ୍ପାଦକ ଡ଼ଃ. ମନୋରଞ୍ଜନ ମହାନ୍ତି ଓ ଉପ-ସଭାପତି ପ୍ରମୋଦ ଭଲ,ଚଳିତ ବର୍ଷ ଫେବୃଆରୀ ୨ତାରିଖରେ ଦୀଅଁ ମାନଙ୍କର ପ୍ରାଣପ୍ରତିଷ୍ଠା କରାଯିବା ପରେ ନୋଏଡ଼ାର ନବନିର୍ମିତ ଏହି ମନ୍ଦିରଟି ଏବେ ଜାତୀୟ ରାଜଧାନୀ କ୍ଷେତ୍ରର ଶ୍ରଦ୍ଧାଳୁ ମାନଙ୍କ ପାଇଁ ଭାବର ଆଦାନ ପ୍ରଦାନ, ବନ୍ଧୁମିଳନ,ଧାର୍ମିକ,

ସାଂସ୍କୃତିକ ଏବଂ ସାମାଜିକ ମହୋତ୍ସବ ଆଦି ଆୟୋଜନ କରାଯିବାର ମୁଖ୍ୟସ୍ଥଳ ବନିଥିବା ଲକ୍ଷ କରାଯାଉଛି । ଏବେ ଏଠାରେ ପ୍ରତ୍ୟହ ସକାଳେ ଓ ସନ୍ଧ୍ୟାରେ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଉଛି । ଖୁବ ନିକଟରେ ଏଠାରେ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ସୁଯୋଗ ଥାଇ ଏକ ୫୦କୋଠରୀ ବିଶିଷ୍ଟ ଧର୍ମଶାଳା ନିର୍ମାଣ ହେବାକୁ ଯାଉଥିବାର ଡ଼ଃ ମହାନ୍ତି ଓ ଶ୍ରୀ ଭଲ ସୂଚନା ଦେଇଥିଲେ।

ଏହି ଅବସରରେ ବିଶିଷ୍ଟ ନାରୀ ନେତ୍ରୀ ଓ ୱାର୍ଲଡ଼ ଓଡ଼ିଶା ସୋସାଇଟିର ମହିଳା ଶାଖାର ଉପ-ସଭାପତି ରୀତା ପାତ୍ରଙ୍କର ମଧ୍ୟ ଜନ୍ମଦିନ ପାଳନ କରାଯାଇଥିଲା । ସମଗ୍ର କାର୍ଯ୍ୟକ୍ରମକୁ ଖୁବ ସୂଚାରୁ ରୂପେ ଆୟୋଜନ ଓ ସଫଳତାର ସହିତ ସମ୍ପାଦନ କରିବାରେ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତା ଯଥା ; ଧନେଶ୍ୱର ନାୟକ, ଭରତ ପ୍ରଧାନ,କିଶୋର ପରିଡ଼ା, ସୁବ୍ରତ ଜେନା, ପ୍ରଶାନ୍ତ ଖିଲ୍ଲାର, ନିଗମ ମହାନ୍ତି, ଦିଲ୍ଲୀପ ସ୍ୱାଇଁ, ଅଭିରାମ ରାଉତ ଏବଂ ଅଖିଳ ସ୍ୱାଇଁ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।

ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ମଧ୍ୟରେ ରୁଦ୍ର ଚରଣ ପାଢ଼ୀ, ଦ୍ୱାରକା ଚୋପ୍ରା ,ଅଜୟ କୁମାର ବେହେରା, ବିନାୟକ ଦାସ, ପ୍ରବୀର ମହାନ୍ତି, ମୀନକେତନ ସାମଲ, ନଗେନ୍ଦ୍ର ଜେନା, ପ୍ରଦୀପ ଶତପଥୀ, ବ୍ୟାସଦେବ ନାୟକ, ପୁଷ୍ପାଞ୍ଜଳି ବାରିକ, ବିମଳ ଭଲ, ବିଭୁପ୍ରସାଦ ସାହୁ, ବରିଷ୍ଠ ଆଇନଜିବୀ ସଂଜୀବ ମହାନ୍ତି, ସୁରେଶ ତ୍ରିପାଠୀ, ସସ୍ମିତା ତ୍ରିପାଠୀ, ପ୍ରିୟା ମିଶ୍ର, ସୁରଞ୍ଜୀତା ରଣା ଦାଶ,ବିଭୁଦତ୍ତ ପ୍ରଧାନ, ଡ଼ଃ ଗଣେଶ ଚନ୍ଦ୍ର ପଣ୍ଡା,ଡ଼ଃ ପ୍ରକାଶ ସାହୁ,ଦେବରାଜ ମହାନ୍ତି, ଲିପ୍ସା ପଟ୍ଟନାୟକ ମହାନ୍ତି, ଅସିତ କର, ସୌମ୍ୟ ରଞ୍ଜନ ସାହୁ ଏବଂ ସମୀର ସାମଲ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ମଧୁବାବୁଙ୍କ ଜୟନ୍ତୀରେ ପୁରୀ ଓକିଲ ସଂଘ ପକ୍ଷରୁ ରକ୍ତଦାନ ଶିବିର

ମଧୁବାବୁଙ୍କ ଜୟନ୍ତୀରେ ପୁରୀ ଓକିଲ ସଂଘ ପକ୍ଷରୁ ରକ୍ତଦାନ ଶିବିର

April 29, 2026
ଷ୍ଟେସନ ଓ ଜିଲ୍ଲା ସ୍ଲୁଲ ଛକ ରାସ୍ତା ହେଉନାହିଁ ଓସାର ମହାନଗର ନିଗମ ଅଧିକାରୀ ନିରବଦ୍ରଷ୍ଟା

ଷ୍ଟେସନ ଓ ଜିଲ୍ଲା ସ୍ଲୁଲ ଛକ ରାସ୍ତା ହେଉନାହିଁ ଓସାର ମହାନଗର ନିଗମ ଅଧିକାରୀ ନିରବଦ୍ରଷ୍ଟା

April 28, 2026
ଲବଣ ସତ୍ୟାଗ୍ରହ ସ୍ମାରକୀ ସମାରୋହ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଲବଣ ସତ୍ୟାଗ୍ରହ ସ୍ମାରକୀ ସମାରୋହ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

April 28, 2026
ନୟାଗଡ ଜିଲାର ପ୍ରଧାନ ମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ସଂକ୍ରାନ୍ତ ବୈଠକ

ନୟାଗଡ ଜିଲାର ପ୍ରଧାନ ମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ସଂକ୍ରାନ୍ତ ବୈଠକ

April 28, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ମଧୁବାବୁଙ୍କ ଜୟନ୍ତୀରେ ପୁରୀ ଓକିଲ ସଂଘ ପକ୍ଷରୁ ରକ୍ତଦାନ ଶିବିର

ମଧୁବାବୁଙ୍କ ଜୟନ୍ତୀରେ ପୁରୀ ଓକିଲ ସଂଘ ପକ୍ଷରୁ ରକ୍ତଦାନ ଶିବିର

April 29, 2026
ଷ୍ଟେସନ ଓ ଜିଲ୍ଲା ସ୍ଲୁଲ ଛକ ରାସ୍ତା ହେଉନାହିଁ ଓସାର ମହାନଗର ନିଗମ ଅଧିକାରୀ ନିରବଦ୍ରଷ୍ଟା

ଷ୍ଟେସନ ଓ ଜିଲ୍ଲା ସ୍ଲୁଲ ଛକ ରାସ୍ତା ହେଉନାହିଁ ଓସାର ମହାନଗର ନିଗମ ଅଧିକାରୀ ନିରବଦ୍ରଷ୍ଟା

April 28, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version