No Result
View All Result
ଡମପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :- ଡମପଡ଼ା ବ୍ଲକ ଅନ୍ତର୍ଗତ ରଣଶଙ୍ଖ ପାଖରେ ବାଇକ୍ ଓ କାର୍ ଧକ୍କା ହେବା ଫଳରେ ଜଣେ କଲେଜ ଛାତ୍ର ଆହତ ହୋଇଛନ୍ତି । ଘଟଣାରୁ ପ୍ରକାଶ ଯେ ବାଙ୍କୀରୁ କଟକ ଅଭିମୁଖେ କାର୍ ଯାଉଥିବା ବେଳେ
ଜାତମୁଣ୍ଡିଆ ଦିଗରୁ ବାଙ୍କୀ ଆଡକୁ ଜଣେ କଲେଜ ଛାତ୍ର ଆସୁଥିବା ସମୟରେ କାର୍ ତାଙ୍କୁ ଧକ୍କା ଦେବା ଫଳରେ ବାଇକ୍ ଚାଳକ ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଚିକିତ୍ସା ନିମନ୍ତେ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ । 
No Result
View All Result