No Result
View All Result
ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) :- ଡମପଡ଼ା ବ୍ଲକ ଅନ୍ତର୍ଗତ ତୁଳସୀପୁର ଗ୍ରାମର ବିଳାସିନୀ ସାହୁଙ୍କ ଘରୁ କାଲି ବିଦ୍ୟୁତ୍ ବିଭାଗ କର୍ମଚାରୀମାନେ ବିଦ୍ୟୁତ୍ ସଂଯୋଗ କାଟି ଦେବା ଫଳରେ ସେଠରେ ଉତେଜନା ପ୍ରକାଶ ପାଇଥିଲା । ଉଭୟଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା । ବିଦ୍ୟୁତ୍ ବିଭାଗର କର୍ମଚାରୀ ସୌମ୍ୟରଞ୍ଜନ ସୂତାରଙ୍କ ଲିଖିତ ଅଭିଯୋଗ କ୍ରମେ ଟିପିସିଓଡ଼ିଏଲ୍ର ବାଙ୍କୀ ଏସ୍.ଡି.ଓ ସୌମ୍ୟରଞ୍ଜନ
ମହାପାତ୍ରଙ୍କ ଥାନାରେ ଏତଲା ଦେଇଥିଲେ । ଫଳରେ ଏ ସଂକ୍ରାନ୍ତରେ ଥାନାରେ ଏକ ମାମଲା ୧୧୪/୨୫ରେ ରୁଜୁ ହୋଇ ଉପଖଣ୍ଡ ପୋଲିସ୍ ଅଧିକାରୀ ବାଳକୃଷ୍ଣ କଅଁର ଘଟଣାର ତଦନ୍ତ କରି ରଙ୍କନିଧି ସାହୁଙ୍କୁ ଗିରଫ୍ କରି କୋର୍ଟ ଚାଲାଣ କରିଛନ୍ତି ।
No Result
View All Result