No Result
View All Result
(ଓଡ଼ିଶା ତାଜା ନ୍ୟୁଜ୍) ବାଙ୍କୀ :- ଡମପଡ଼ା ବ୍ଲକ ବାଆଁରା ସ୍ଥିତ ସୁବୁଦ୍ଧେଶ୍ୱର ମିଳିତ ବିଦ୍ୟାପୀଠର ଛାତ୍ର ରୀତିକ୍ ରାଉତ ବିଦ୍ୟାଳୟର ଶ୍ରେଷ୍ଠ ଛାତ୍ର ଭାବେ ସ୍ୱର୍ଗତ ଭାଗବତ ପାତ୍ରଙ୍କ ଶ୍ରାଦ୍ଧ ଦିବସରେ କନକ ଦୁର୍ଗା ମନ୍ଦିର ପରିସରରେ ପୁରସ୍କୃତ ହୋଇଛନ୍ତି । ଛାତ୍ର ରୀତିକ୍ ରାଉତଙ୍କୁ ଚଳଚିତ୍ର ତାରକା ଅରବିନ୍ଦ ମହାନ୍ତି,
ସ୍ମୃତି କମିଟର ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ କୁଅଁର, ମାହାଙ୍ଗା ବିଧାୟକ ଶାରଦା ପ୍ରଧାନ, ସ୍ମୃତିକମିଟିର ସଂପାଦକ ହେମବତୀ ନନ୍ଦନ ଚକ୍ରବର୍ତ୍ତୀ, ଯୁବନେତା ତୁଷାର କାନ୍ତ ଚକ୍ରବର୍ତ୍ତୀ, ସନ୍ତୋଷ କୁମାର ପାଣି ଓ ଅକ୍ଷୟ ସାହୁ ପ୍ରମୁଖ ଯୋଗଦାନ କରି ପ୍ରମାଣପତ୍ର , ଟ୍ରଫି ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।
No Result
View All Result