ଏତେ ବଡ଼ ଦୁଃଖଦ ଖବର ପାଇ ମଧ ମାହାଙ୍ଗା ର ନୁତନ ବିଧାୟକ ପୁଣି ନିଜ ପଞ୍ଚାୟତ ଓ ପାଖ ପଡୋଶୀ ଭାବରେ ମଧ୍ୟ ତିନି ଦିନ ହୋଇ ଗଲା ବିଧାୟକ ମହୋଦୟ ଙ୍କୁ ସମୟ ହୋଇ ପାରିଲା ନାହିଁ ।

୧୮ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ମାହାଙ୍ଗା :- ଗତ ସୋମ ବାର ରାତ୍ର ୧୨ ଘଟିକା ସମୟରେ ମାହାଙ୍ଗା ବ୍ଲକ୍ ଅନ୍ତର୍ଗତ ପୋଡ଼ା ମରେଇ ପଞ୍ଚାୟତ ର ସିନ୍ଦୂପୂର୍ ଗ୍ରାମ ର ଶ୍ରୀଯୁକ୍ତ କାଳନ୍ଦୀ ମଲ୍ଲିକ ଓ ଶୁକଦେବ ମଲ୍ଲିକ ଙ୍କ ଗୁହାଳ ଘରେ ଗାଈ ମାନଙ୍କ ପାଖରେ ଧୁଆଁ ଦିଆ ଯାଇଥିଲା । କିନ୍ତୁ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ବଡ଼ ଦୁଃଖଦ ଘଟଣା ଦୁଇଟି ଗର୍ଭବତୀ ଗାଈ ପୋଡ଼ି ହୋଇ ମରି ଯାଇଥିଲେ ଏବଂ ଗୋଟିଏ ଗାଈ ଅଧା ପୋଡ଼ି ହୋଇ ଯାଇଛି ।

ଏତେ ବଡ଼ ଦୁଃଖଦ ଖବର ପାଇ ମଧ ମାହାଙ୍ଗା ର ନୁତନ ବିଧାୟକ ପୁଣି ନିଜ ପଞ୍ଚାୟତ ଓ ପାଖ ପଡୋଶୀ ଭାବରେ ମଧ୍ୟ ତିନି ଦିନ ହୋଇ ଗଲା ବିଧାୟକ ମହୋଦୟ ଙ୍କୁ ସମୟ ହୋଇ ପାରିଲା ନାହିଁ । କିନ୍ତୁ ଏହି ଖବର ପାଇ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଜେନା ମହୋଦୟ ବହୁତ ଦୁଃଖ ପ୍ରକାଶ କରିଥିଲେ ।

ଓ ତାଙ୍କ ନିର୍ଦ୍ଦେଶ କ୍ରମେ ଉମାଶଙ୍କର ବିଶ୍ବାଳ, ମାହାଙ୍ଗା ବ୍ଲକ୍ ଅଧକ୍ଷା ଙ୍କ ପ୍ରତିନିଧି ତ୍ରିନାଥ ଜେନା ,ଉପାଧ୍ୟକ୍ଷ ସତ୍ୟନାରାୟଣ ମହାନ୍ତି, ୪୧ ନମ୍ବର ଜୋନ ର ଜିଲ୍ଲାପରିଷଦ ଜଗବନ୍ଧୁ ସେଠୀ ଓ ପୋଦମରେଇ ପଞ୍ଚାୟତ ସମସ୍ତ କର୍ମୀ ମାନେ ମଧ୍ଯ ଯୋଗ ଦେଇ ଥିଲେ ।

ଅଗ୍ନି ବିପନ୍ନ ପରିବାର କୁ ଭେଟି ସେମାନଙ୍କୁ ସନ୍ତନା ଦେବା ସହିତ କିଛି ଶୁଖିଲା ଖାଦ୍ୟ, ପାଲ ଓ ଆର୍ଥିକ ସାହାଯ୍ୟ ଯୋଗାଇ ଦେବା ସହିତ ସମସ୍ତ ପ୍ରକାର ସରକାରୀ ସାହାଯ୍ୟ ଦେବା ପାଇଁ ମଧ୍ଯ ପ୍ରତିଶ୍ରୁତି ଦେଇଥିଲେ ।