No Result
View All Result
୧୫ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ପୁରୀ :- ପବିତ୍ର ହୋଲି ପର୍ବ ରେ ହିନ୍ଦୀ ଚଳଚିତ୍ର ଜଗତର ଡ୍ରିମ ଗାର୍ଲ ହେମାମାଳୀନ ଶ୍ରୀମନ୍ଦିର ଯାଇ ଶ୍ରୀବିଗ୍ରହମାନଙ୍କୁ ଦର୍ଶନ କରିଛନ୍ତି l କୌଳିକ ସେବକ ଙ୍କ ସହ ଯାଇ ରତ୍ନସିଂହାସନ ଉପରେ ବିରାଜିତ ପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର,

ମା ଶ୍ରୀସୁଭଦ୍ରା ଓ ଶ୍ରୀସୁଦର୍ଶନ ଙ୍କୁ ଦର୍ଶନ କରି ଅତ୍ୟନ୍ତ ଖୁସି ବୋଲି କହିଛନ୍ତି l ପ୍ରଭୁ ଙ୍କ ହସ ହସ ମୁହଁ ତାଙ୍କୁ ବିମୋହିତ କରିଛି l ତାଙ୍କ ସହ ପୋଲିସ, ଶ୍ରୀମନ୍ଦିର ପ୍ରଶାସନ ର କର୍ମଚାରୀ, ସେବକଗଣ, ମଧୁସୂଦନ ସିଂହାରି ପ୍ରମୁଖ ସାମିଲ ହୋଇଥିଲେ l
No Result
View All Result