• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ଜାଣନ୍ତୁ ଆପଣଙ୍କର ରାଶିଫଳ : ୨୯ ଅଗଷ୍ଟ ଶନିବାର

Proprietor Abhimanyu Maharana by Proprietor Abhimanyu Maharana
August 29, 2020
in Uncategorized, ଓଡ଼ିଶା, ଦେଶ, ରାଶିଫଳ, ହୋମ୍
0
ଜାଣନ୍ତୁ ଆପଣଙ୍କର ରାଶିଫଳ : ୨୯ ଅଗଷ୍ଟ ଶନିବାର
Share on FacebookShare on TwitterWhatsapp

ଓଡ଼ିଶା ତାଜା ନିୟୁଜ୍ (୨୯ ଅଗଷ୍ଟ ଶନିବାର ) ଭୁବନେଶ୍ୱର :– ମେଷ : ଆଜି ଆପଣ ସାମାଜିକ ତଥା ସାର୍ବଜନିକ କ୍ଷେତ୍ରରେ ଲୋକମାନଙ୍କର ପ୍ରଶଂସା ପ୍ରାପ୍ତ କରି ପାରିବେ। ଲକ୍ଷ୍ମୀଙ୍କର କୃପା ରହିବ। କୁଟୁମ୍ବ ଏବଂ ଦାମ୍ପତ୍ୟଜୀବନରେ ସୁଖ ଏବଂ ସନ୍ତୋଷ ଅନୁଭବ କରିବେ। ବାହନ ସୁଖ ମିଳିବ। ପ୍ରିୟ ବ୍ୟକ୍ତିଙ୍କର ପ୍ରେମ ପ୍ରାପ୍ତି କରି ପାରିବେ। ବୌଦ୍ଧିକ ଚର୍ଚ୍ଚାରେ ଭାଗ ନେବାର ଅବସର ଆସିବ। ବ୍ୟାପାରିମାନଙ୍କ ପାଇଁ ସମୟ ଲାଭଦାୟକ ଅଟେ।

ବୃଷ : ଶାରୀରିକ ମାନସିକ ସୁସ୍ଥତା ସହିତ ଆପଣ ନିଜର କାର୍ଯ୍ୟ ନିର୍ଦ୍ଧାରିତ ରୂପେ ସମ୍ପୂର୍ଣ୍ଣ କରି ପାରିବେ। ରୋଗାକ୍ରନ୍ତ ବ୍ୟକ୍ତି ଆଜି ସ୍ଵାସ୍ଥ୍ୟରେ ସୁଧାର ଅନୁଭବ କରିବେ। ମାମୁଁଘର ପକ୍ଷରୁ ଭଲ ସମାଚାର ମିଳିବ। କାର୍ଯ୍ୟ ସ୍ଥାନରେ ସହକର୍ମିମାନଙ୍କର ସହଯୋଗ ମିଳିବ। ଅଟକି ଥିବା କାର୍ଯ୍ୟ ଆଜି ସମ୍ପୂର୍ଣ୍ଣ ହେବ।

ମିଥୁନ : ନୂଆ କାର୍ଯ୍ୟଗୁଡ଼ିକର ପ୍ରାରମ୍ଭ କରିବା ପାଇଁ ଆଜିର ଦିନ ଅନୁକୂଳ ନୁହେଁ। ଚର୍ଚ୍ଚା, ବାଦ-ବିବାଦର ସମୟରେ ମାନହାନି ନ ହେଉ, ଏହାର ଧ୍ୟାନ ରଖିବେ। ମହିଳା ମିତ୍ରମାନଙ୍କ ପଛରେ ଧନ ଖର୍ଚ୍ଚ ହୋଇପାରେ। ଶାରୀରିକ ଏବଂ ମାନସିକ ଅସୁସ୍ଥତା କାରଣରୁ ଉତ୍ସାହରେ କମି ଆସିବ। ବିଦ୍ୟାର୍ଥିମାନଙ୍କପାଇଁ ସାମାନ୍ୟ ରୂପରେ ସମୟ ଭଲ ଅଟେ।

କର୍କଟ : ଆଜି ଆନନ୍ଦ ଏବଂ ଫୂର୍ତ୍ତିର ଅଭାବ ରହିବ। ମନରେ ଅସନ୍ତୋଷ ରହିପାରେ। ଛାତିରେ ଯନ୍ତ୍ରଣା କିମ୍ବା ଅନ୍ୟ କୌଣସି କାରଣରୁ ଅସୁବିଧା ହୋଇପାରେ। ସାର୍ବଜନିକ ରୂପରେ ସ୍ଵାଭିମାନ ଭଙ୍ଗ ନ ହେଉ, ଏହାର ଧ୍ୟାନ ରଖିବେ। ଧନ ଖର୍ଚ୍ଚ ହୋଇପାରେ। ଜଳାଶୟ ନିକଟକୁ ନଯିବା ହିତକର।

ସିଂହ : ଆଜିର ଦିନ ଆପଣ ଶରୀରରେ ସତେଜ ଏବଂ ଚିତ୍ତର ପ୍ରସନ୍ନତା ଅନୁଭବ କରିବେ। ମିତ୍ର ମାନଙ୍କ ସହିତ ଅଧିକ ଘନିଷ୍ଠତା ଅନୁଭବ କରିବେ। ମିତ୍ରମାନଙ୍କ ଏବଂ ସ୍ଵଜନମାନଙ୍କ ସହିତ ଲଘୁ ପର୍ଯ୍ୟଟନ କିମ୍ବା ଯାତ୍ରା ହେବ। ଆର୍ଥିକ ଲାଭ ମିଳିବ। ପ୍ରିୟ ବ୍ୟକ୍ତିଙ୍କ ସହ ସାକ୍ଷାତକରି ମନ ଆନନ୍ଦିତ ରହିବ। ଭାଗ୍ୟବୃଦ୍ଧିର ପ୍ରବଳ ଯୋଗ ଅଛି। ନୂଆ କାର୍ଯ୍ୟ କିମ୍ବା ଯୋଜନା ସ୍ଵୀକାର କରିବା ପାଇଁ ଅନୁକୂଳ ଦିନ ଅଟେ।

କନ୍ୟା : ପରିବାରରେ ସୁଖ-ଶାନ୍ତି ଏବଂ କୁଟୁମ୍ବୀ ଜନମାନଙ୍କ ସହିତ ଆନନ୍ଦ ଆଜିର ଦିନକୁ ଖୁସି ବନାଇବ। ଆଜି ଆପଣଙ୍କ ମଧୁରବାଣୀର ଜାଦୁରେ ଅନ୍ୟ ଲୋକମାନଙ୍କୁ ପ୍ରଭାବିତ କରିବେ। ଯାତ୍ରାର ସଂଭାବନା ଅଛି। ମିଷ୍ଟାନ୍ନ ସହିତ ମନପସନ୍ଦ ଭୋଜନ ମିଳିବ। ଆମଦାନୀ ରପ୍ତାନୀ ବ୍ୟାପାରରେ ଭଲ ସଫଳତା ମିଳିବ। ପରନ୍ତୁ ବାଦ-ବିବାଦ ଚର୍ଚ୍ଚାରେ ଉଗ୍ର ବ୍ୟବହାର ରଖିବେ ନାହିଁ।

ତୁଳା : ଆଜି ଆପଣଙ୍କ ରଚନାତ୍ମକ ଶକ୍ତି ପ୍ରକଟ ହେବ। ବୈଚାରିକ ଦୃଢ଼ତାରେ ଆପଣଙ୍କ କାର୍ଯ୍ୟ ସଫଳ ହେବ। ଅଳଙ୍କାର, ବସ୍ତ୍ର, ମଉଜ ସଉକର ସାଧନ ତଥା ମନୋରଞ୍ଜନ ପଛରେ ଆଜି ଅର୍ଥ ଖର୍ଚ୍ଚ ହେବ। ଆତ୍ମ ବିଶ୍ଵାସ ବଢ଼ିବ। ଜୀବନସାଥୀ ତଥା ପ୍ରିୟ ବ୍ୟକ୍ତିଙ୍କର ସାନିଧ୍ୟ, ରୋମାଞ୍ଚକ ଏବଂ ଆନନ୍ଦ ଦାୟକ ରହିବ। ଆଜି ଆପଣଙ୍କ ଧାର୍ମିକ ଏବଂ ମାଂଗଳିକ କାର୍ଯ୍ୟରେ ବ୍ୟସ୍ତ ରହିବାର ସମ୍ଭାବନା ଅଛି।

ବିଚ୍ଛା : ଆଜି ଦିନରେ ଆମୋଦ-ପ୍ରମୋଦ ତଥା ମନୋରଞ୍ଜନ ପଛରେ ଅର୍ଥ ଖର୍ଚ୍ଚ କରିପାରନ୍ତି। ମାନସିକ ଚିନ୍ତା ଏବଂ ଶାରୀରିକ ଅସୁବିଧାରେ ହଇରାଣ ହୋଇପାରନ୍ତି। ଅନିୟନ୍ତ୍ରିତ ବାଣୀ କିମ୍ବା ବ୍ୟବହାର ଝଗଡ଼ାର କାରଣ ବନିପାରେ। କୁଟୁମ୍ବ ଏବଂ ସ୍ନେହିମାନଙ୍କ ସହିତ ମନମାଳିନ୍ୟ ହୋଇପାରେ।

ଧନୁ : ଆଜିର ଦିନ ଆପଣଙ୍କପାଇଁ ଲାଭଦାୟକ ହେବ। ଗୃହସ୍ଥ ଜୀବନରେ ସୁଖ-ଶାନ୍ତି ରହିବ। ପ୍ରିୟ ବ୍ୟକ୍ତିଙ୍କ ସହିତ ମିଳନ ବହୁଦିନ ପର୍ଯ୍ୟନ୍ତ ମନେ ରହିବ। ପ୍ରେମର ସୁଖଦ କ୍ଷଣର ଆନନ୍ଦ ନେଇ ପାରିବେ। ଆୟର ସ୍ରୋତ ବଢ଼ିବ। ଉଚ୍ଚ ପଦାଧିକାରୀ ଏବଂ ଗୁରୁଜନମାନଙ୍କର କୃପା ଦୃଷ୍ଟି ରହିବ। ମିତ୍ରମାନଙ୍କ ସହିତ ସୁନ୍ଦର ପର୍ଯ୍ୟଟନର ଆୟୋଜନ ହେବ। ଉତ୍ତମ ଭୋଜନର ପ୍ରାପ୍ତିରେ ସନ୍ତୁଷ୍ଟ ହେବେ।

ମକର : ବ୍ୟବସାୟ କ୍ଷେତ୍ରରେ ଧନ, ମାନ ତଥା ପ୍ରତିଷ୍ଠାରେ ବୃଦ୍ଧି ହେବ। ବ୍ୟାପାର ହେତୁ ବ୍ୟସ୍ତତା ଏବଂ ଅସୁଲୀ ହେତୁ ଯାତ୍ରାରେ ଲାଭ ହେବାର ସମ୍ଭାବନା ରହିବ। ଉଚ୍ଚ ପଦାଧିକାରୀ ଖୁସି ହେବାରୁ ପ୍ରମୋଶନର ସଂଯୋଗ ବନିବ। ସରକାର, ମିତ୍ର ତଥା ବନ୍ଧୁମାନଙ୍କଠାରୁ ଲାଭ ହେବ। ଗୃହସ୍ଥ ଜୀବନରେ ଆନନ୍ଦ ଅନୁଭବ ହେବ। ସନ୍ତାନମାନଙ୍କର ପ୍ରଗତି ଆପଣଙ୍କୁ ସନ୍ତୋଷ ପ୍ରଦାନ କରିବ।

କୁମ୍ଭ : ଶାରୀରିକ ରୂପରେ ଅସୁସ୍ଥ ରହିବା ଉପରେ ମଧ୍ୟ ମାନସିକ ସୁସ୍ଥତା ବନାଇ ରଖିବେ। ଆଜି କାମ କରିବାର ଉତ୍ସାହ କମ ରହିବ। ଚାକିରିରେ ଉଚ୍ଚ ପଦାଧିକାରିମାନଙ୍କୁ ସମ୍ଭାଳି କରି ରହିବାକୁ ପଡ଼ିବ। ମଉଜ-ସଉକ ତଥା ବୁଲିବା ପଛରେ ଧନ ଖର୍ଚ୍ଚ ହେବ। ସନ୍ତାନମାନଙ୍କ ସମ୍ବନ୍ଧରେ ଚିନ୍ତା ରହିବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସହିତ ଚର୍ଚ୍ଚା କରନ୍ତୁ ନାହିଁ। ବିଦେଶରୁ ଶୁଭ ସମାଚାର ମିଳିବ।

ମୀନ : ଆଜି ଆକସ୍ମିକ ଧନଲାଭର ଯୋଗଅଛି। ମାନସିକ ତଥା ଶାରୀରିକ ଶ୍ରମର କାରଣରୁ ସ୍ଵାସ୍ଥ୍ୟ ଖରାପ ହୋଇପାରେ। ଥଣ୍ଡା, ଶ୍ୱାସରେ ଅସୁବିଧା, କାଶ ଏବଂ ପେଟ ଯନ୍ତ୍ରଣା ଅଧିକ ହୋଇପାରେ। ଖର୍ଚ୍ଚରେ ବୃଦ୍ଧି ହେବ। ଜଳାଶୟରୁ ଦୂରରେ ରହିବା ସୁରକ୍ଷିତ। ପୈତୃକ ସମ୍ପତ୍ତି ସମ୍ବନ୍ଧିତ ଲାଭ ହେବ। ଅନୈତିକ କାମବୃତ୍ତିରେ ନିୟନ୍ତ୍ରଣ ରଖିବେ। ଈଶ୍ଵର ଭକ୍ତି ଏବଂ ଆଧ୍ୟାତ୍ମିକ ବିଚାର ଆପଣଙ୍କ କଷ୍ଟକୁ କମ କରିବ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ମଧୁବାବୁ ଥିଲେ ଓଡ଼ିଆ ଅସ୍ମିତା, ନାରୀ ସଶକ୍ତିକରଣ ଓ ଶିଳ୍ପ ବିପ୍ଳବର ପୁରୋଧା : ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ

ମଧୁବାବୁ ଥିଲେ ଓଡ଼ିଆ ଅସ୍ମିତା, ନାରୀ ସଶକ୍ତିକରଣ ଓ ଶିଳ୍ପ ବିପ୍ଳବର ପୁରୋଧା : ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ

April 29, 2026
ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା

ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା

April 29, 2026
ଓକିଲ ସଂଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ

ଓକିଲ ସଂଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ

April 29, 2026
ମୋବାଇଲ ନେଟୱର୍କ ବିପର୍ଯ୍ୟସ୍ତ : ଇଣ୍ଟରନେଟ ସେବା ବ୍ଯାହତ ଯୋଗୁଁ ବାଲିଗୁଡା ବାସୀ ହନ୍ତସନ୍ତ

ମୋବାଇଲ ନେଟୱର୍କ ବିପର୍ଯ୍ୟସ୍ତ : ଇଣ୍ଟରନେଟ ସେବା ବ୍ଯାହତ ଯୋଗୁଁ ବାଲିଗୁଡା ବାସୀ ହନ୍ତସନ୍ତ

April 29, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ମଧୁବାବୁ ଥିଲେ ଓଡ଼ିଆ ଅସ୍ମିତା, ନାରୀ ସଶକ୍ତିକରଣ ଓ ଶିଳ୍ପ ବିପ୍ଳବର ପୁରୋଧା : ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ

ମଧୁବାବୁ ଥିଲେ ଓଡ଼ିଆ ଅସ୍ମିତା, ନାରୀ ସଶକ୍ତିକରଣ ଓ ଶିଳ୍ପ ବିପ୍ଳବର ପୁରୋଧା : ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ

April 29, 2026
ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା

ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା

April 29, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version