• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସିଆଇଆଇ ଓଡିଶା ରାଜ୍ୟ ପରିଷଦ ପାଇଁ ନୂଆ ପଦାଧିକାରୀ ନିଯୁକ୍ତ

Proprietor Abhimanyu Maharana by Proprietor Abhimanyu Maharana
March 13, 2025
in ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ହୋମ୍
0
ସିଆଇଆଇ ଓଡିଶା ରାଜ୍ୟ ପରିଷଦ ପାଇଁ ନୂଆ ପଦାଧିକାରୀ ନିଯୁକ୍ତ
Share on FacebookShare on TwitterWhatsapp

୧୨  ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଭୁବନେଶ୍ୱର :- ୨୦୨୫-୨୬ ବର୍ଷ ପାଇଁ ସିଆଇଆଇ ଓଡିଶା ରାଜ୍ୟ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି ବେଦାନ୍ତ ଲିମିଟେଡ ଝାରସୁଗୁଡାର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଶ୍ରୀଯୁକ୍ତ ସୁନୀଲ ଗୁପ୍ତା ଏବଂ ଓଡିଶା ଆସେଟ ଏଏମ୍‌/ଏନଏସ ଇଣ୍ଡିଆର କାର୍ଯ୍ୟକାରୀ ନିର୍ଦ୍ଦେଶକ ଜି ସୁରେଶ ଉପାଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି । ମାର୍ଚ୍ଚ ୧୨ ତାରିଖ ୨୦୨୫ରେ ଭୁବନେଶ୍ୱରରେ ଆୟୋଜିତ ସିଆଇଆଇ ଓଡିଶା ଷ୍ଟେଟ ଆନୁଆଲ ଡେ’ ୨୦୨୫ରେ ଏହି ଘୋଷଣା କରାଯାଇଛି ।

ଶ୍ରୀଯୁକ୍ତ ସୁନୀଲ ଗୁପ୍ତା ବେଦାନ୍ତ ଲିମିଟେଡର ଝାରସୁଗୁଡା, ଲାଞ୍ଜିଗଡସ୍ଥିତ ପ୍ଲାଂଟ  ସମେତ ଖଣି ବ୍ୟବସାୟର ରଣନୈତିକ ପରିଚାଳନା ଦାୟିତ୍ୱ ତୁଲାଉଛନ୍ତି । ୨୯ ବର୍ଷରୁ ଅଧିକ ବିବିଧ ଅଭିଜ୍ଞତା ସହିତ ସେ  ଗୁରୁତ୍ୱପୂର୍ଣ୍ଣ ଅଭିବୃଦ୍ଧି ଓ ପରିଚାଳନାଗତ ଦକ୍ଷତା ହାସଲ କରିବା ଦିଗରେ ବେଦାନ୍ତ ଆଲୁମିନିୟମର ଅଗ୍ରଗତି କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ଏବଂ କମ୍ପାନୀକୁ ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ଭାବେ ଦୃଢ ଭାବେ ସ୍ଥାପିତ କରିଛନ୍ତି । ସେ ଗୁରୁତ୍ୱ ଦେଉଥିବା ପ୍ରମୁଖ କ୍ଷେତ୍ରଗୁଡିକ ମଧ୍ୟରେ ଉତ୍ପାଦନ ବିସ୍ତାର କରିବା,

ବକ୍ସାଇଟ ଓ କୋଇଲା ସଂଶାଧନଗୁଡିକର ଉପଲବ୍ଧତା ବୃଦ୍ଧି କରିବା,  ଅତିରିକ୍ତ ମୂଲ୍ୟ ପାଇଁ ଟେକ୍ନୋଲୋଜିର ଉପଯୋଗ କରିବା, ୨୦୫୦ ସୁଦ୍ଧା ନେଟ୍ ଜିରୋ କାର୍ବନ ଓ ୨୦୩୦ ସୁଦ୍ଧା ନେଟ୍ ୱାଟର ପଜିଟିଭିଟି ହେବା ପାଇଁ ବେଦାନ୍ତର ଲକ୍ଷ୍ୟକୁ ଅନୁସରଣ କରିବା ପାଇଁ କାର୍ବନ ନିର୍ଗମନ ହ୍ରାସ କରିବା ଏବଂ ସମସ୍ତ ପରିଚାଳନାରେ ପରିବେଶଗତ, ସାମାଜିକ ଓ ପରିଚାଳନା (ଇଏସଜି)ର ସର୍ବୋଚ୍ଚ ମାନ ବଜାୟ ରଖିବା ଆଦି ସାମିଲ ରହିଛି । ଶ୍ରୀଯୁକ୍ତ ଗୁପ୍ତାଙ୍କ ଦୃଢ ନେତୃତ୍ୱରେ ଏହା ପ୍ରମାଣିତ ହୋଇଛି ଯେ, ପ୍ରତିଶ୍ରୁତିବଦ୍ଧତା ତାଙ୍କ ଆଭିମୁଖ୍ୟର କେନ୍ଦ୍ରରେ ରହିଛି ।

ଶ୍ରୀଯୁକ୍ତ ଜି ସୁରେଶ ହେଉଛନ୍ତି ଜଣେ ଅଭିଜ୍ଞ ଲିଡର ଯିଏକି ଏଏମ୍‌/ଏନ୍‌ଏସ ଇଣ୍ଡିଆରେ ଓଡିଶା ଆସେଟର ତଦାରଖ କରୁଛନ୍ତି । ଏଏମ୍‌/ଏନଏସ ହେଉଛି ଇସ୍ପାତ ଶିଳ୍ପରେ ଉଦ୍ଭାବନ ଓ ଦକ୍ଷତାର ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ବୃହତ ଶିଳ୍ପଗୁଡିକର ପରିଚାଳନନା କ୍ଷେତ୍ରରେ ବ୍ୟାପକ ଅଭିଜ୍ଞତା ସହିତ ସେ ଏକ ବେନିଫିକେଶନ ପ୍ଲାଂଟ, ଏକ ସ୍ଲରି ପାଇପଲାଇନ, ପିଲେଟ ପ୍ଲାଂଟ, ଏକ ମେକାନାଇଜ୍‌ଡ ସିପ ଲୋଡିଂ ସିଷ୍ଟମ ଓ ଏକ କ୍ୟାପ୍ଟିଭ ପାୱାର ପ୍ଲାଂଟ ସମେତ ପ୍ରମୁଖ ବ୍ୟବସ୍ଥାଗୁଡିକରେ ଉତ୍କର୍ଷତାକୁ ପରିଚାଳନା କରୁଛନ୍ତି ।

ତାଙ୍କ ନେତୃତ୍ୱ ଅଧିନରେ ଓଡିଶା ଆସେଟ୍ ଏଏମ୍‌ ଏନ୍‌ଏସ ଇଣ୍ଡିଆର ଭିଜନ ୨୦୩୦ ସହ ସମନ୍ୱୟରେ ସୁରକ୍ଷା, ସହଭାଗିତା ଓ ପରିଚାଳନାଗତ ଉତ୍କର୍ଷତାର ଏକ ସଂସ୍କୃତି ହାସଲ କରିଛି । ତାଙ୍କର ରଣନୈତିକ ଓ ଅଭିନବ ଦୃଷ୍ଟିକୋଣ ନିଶ୍ଚିତ କରିଛି ଯେ, ଏହି ସମ୍ପତି  କମ୍ପାନୀର ବିକାଶ ଓ ସ୍ଥାୟିତ୍ୱ ପ୍ରୟାସଗୁଡିକର ଏକ ମୂଳଦୁଆ ଭାବେ ବଜାୟ ରହିଛି । ଉଦ୍ଭାବନ ଓ ନିରନ୍ତର ଉନ୍ନତିକରଣ ପ୍ରତି ତାଙ୍କର ପ୍ରତିବଦ୍ଧତା ମାଧ୍ୟମରେ ସୁରେଶ ଜି ଗ୍ଲୋବାଲ ଷ୍ଟିଲ ଇଣ୍ଡଷ୍ଟ୍ରୀରେ ଏକ ଲିଡର ଭାବେ ଏଏମ୍‌/ଏନଏସ ଇଣ୍ଡିଆର ସ୍ଥିତିକୁ ସୁଦୃଢ କରିବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ।

ଏହାର ବାର୍ଷିକ ବୈଠକ ସହ ସମନ୍ୱୟରେ ସିଆଇଆଇ ଓଡିଶା ପକ୍ଷରୁ ‘ବିକଶିତ ଓଡିଶାଅ୨୦୩୬: ଟୁୱାର୍ଡସ ସେଟିଂ ଦ ଏଜେଣ୍ଡା ଫର ନେଶନ ବିଲ୍ଡିଂ’ ଉପରେ ଏକ ଅଧିବେଶନର ଆୟୋଜନ କରିଥିଲା l  ନିଜର ଉଦ୍‌ଘାଟନୀ ଅଭିଭାଷଣରେ ସିଆଇଆଇ ଇଷ୍ଟର୍ଣ୍ଣ ରିଜିଅନ କାଉନ୍ସିଲର ଅଧ୍ୟକ୍ଷ ଶୁଭେନ୍ଦ୍ର ବେହେରା  ରାଜ୍ୟଗୁଡିକରେ ବିଦ୍ୟୁତ ମୂଲ୍ୟ ପ୍ରତିଯୋଗିତା ଉପରେ ଆଲୋକପାତ କରିଥିଲେ ଏବଂ ଉଲ୍ଲେଖ କରିଥିଲେ ଯେ, ସୌର ଶକ୍ତି କ୍ଷେତ୍ରରେ ୟୁନିଟ ପିଛା ସର୍ବନିମ୍ନ ୧.୭୫ ଟଙ୍କା ମୂଲ୍ୟ ସହିତ ରାଜସ୍ଥାନ ଅଗ୍ରଣୀ ରହିଛି ।

ସେ ମଧ୍ୟ ନିବେଶକମାନଙ୍କୁ  ଓଡିଶାର ବିନା ସର୍ବୋଚ୍ଚ ସୀମାରେ ୩୦%ର ସବ୍‌ସିଡି ସମ୍ପର୍କରେ ଅବଗତ କରାଇଥିଲେ, ଯାହାକି ଦକ୍ଷିଣାଂଚଳରେ ସମାନ ସ୍କିମଗୁଡିକ ବ୍ୟତୀତ ପଡୋଶୀ ରାଜ୍ୟଗୁଡିକ ତୁଳନାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୋତ୍ସାହନ ଅଟେ । ଏହାଛଡା ସେ ଏମ୍‌ଏସ୍‌ଏମ୍‌ଇଗୁଡିକ ପାଇଁ ବାଉଣ୍ଡ୍ରି ୱାଲ ସହ ଜମି ପ୍ରଦାନ କରିବା ନେଇ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ, ଏହା ହେଉଛି ଏକ ପଦକ୍ଷେପ ଯାହା ଯୁବ ଉଦ୍ୟୋଗୀଙ୍କୁ ଲାଭାନ୍ୱିତ କରିବା ଏବଂ ଶିଳ୍ପ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ଲକ୍ଷ୍ୟ ରଖିଛି ।

ସିଆଇଆଇ ଓଡିଶା ରାଜ୍ୟ ପରିଷଦ ୨୦୨୪-୨୫ର  ଅଧ୍ୟକ୍ଷ ଡଃ ପ୍ରଦୀପ୍ତ ମହାନ୍ତି ଓଡିଶାର ମଜବୁତ ଆର୍ଥିକ ଅଭିବୃଦ୍ଧି ଉପରେ ଆଲୋକପାତ କରି କହିଛନ୍ତି, “ଓଡିଶା  ବାର୍ଷିକ ହାରାହାରି ୧୧.୫-୧୨% ହାରରେ ବୃଦ୍ଧି ପାଉଥିବା ବେଳେ ସଦ୍ୟତମ ଜିଡିପି ଆକଳନ ୭.୫% ରହିଛି । ଆମର ଲକ୍ଷ୍ୟ ହେଉଛି ୧ ଟ୍ରିଲିୟନ

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

May 1, 2026
ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

May 1, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨-୧ ଗୋଲରେ ଶରଣକୁଳ ଏଫ.ସି ଡିଏଭି ଏଫ.ସି ନୟାଗଡ ଠାରୁ ବିଜୟୀ

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨-୧ ଗୋଲରେ ଶରଣକୁଳ ଏଫ.ସି ଡିଏଭି ଏଫ.ସି ନୟାଗଡ ଠାରୁ ବିଜୟୀ

May 1, 2026
ଇଟାମାଟି ପଂଚାୟତ ପି.ଇ.ଓ ଙ୍କୁ ବ୍ଲକରେ ଦିଆଗଲା ଅବସର କାଳୀନ ସମ୍ୱର୍ଦ୍ଧନା

ଇଟାମାଟି ପଂଚାୟତ ପି.ଇ.ଓ ଙ୍କୁ ବ୍ଲକରେ ଦିଆଗଲା ଅବସର କାଳୀନ ସମ୍ୱର୍ଦ୍ଧନା

May 1, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

May 1, 2026
ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

May 1, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version