• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଦୁଇମାସ ହେଲା ଷ୍ଟେଟବ୍ୟାଙ୍କ ଏଟିଏମ ଅଚଳ : ଭେଣ୍ଡରର ସମସ୍ୟା ଯୋଗୁଁ ଟଙ୍କା ଲୋଡିଂ ହୋଇପାରୁନି

Proprietor Abhimanyu Maharana by Proprietor Abhimanyu Maharana
March 7, 2025
in ଓଡ଼ିଶା, କନ୍ଧମାଳ, ହୋମ୍
0
ଦୁଇମାସ ହେଲା ଷ୍ଟେଟବ୍ୟାଙ୍କ ଏଟିଏମ ଅଚଳ : ଭେଣ୍ଡରର ସମସ୍ୟା ଯୋଗୁଁ ଟଙ୍କା ଲୋଡିଂ ହୋଇପାରୁନି
Share on FacebookShare on TwitterWhatsapp

୬ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଲିଗୁଡା :- କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖ ପାଖ ଅଞ୍ଚଳରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ଏଟିଏମ୍‌ରେ ଟଙ୍କା ଲୋଡିଂ ହୋଇପାରୁନଥିବା ଯୋଗୁଁ ଅଧିକାଂଶ ସ୍ଥାନରେ ଏହା ଅଚଳ ହୋଇ ରହିଥିବା ଜଣାଯାଇଛି। ଏହି ସମସ୍ୟା ଫେବ୍ରୁଆରି ମାସରୁ ଆରମ୍ଭ ହୋଇଯାଇଥିବା ବେଳେ ଅଦ୍ୟାବଧି ସୁଦ୍ଧା ଏହାର କୌଣସି ବିକଳ୍ପ ପନ୍ଥା ଗ୍ରହଣ କରାଯାଇ ନ ଥିବାରୁ ସମଗ୍ର ଅଞ୍ଚଳରେ ଏସବିଆଇର ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି l ଏହି ଅସନ୍ତୋଷକୁ ଦୃଷ୍ଟିରେ ରଖି କେବଳ ଏସ୍‌ବିଆଇ ବ୍ୟାଙ୍କ ନିକଟସ୍ଥ କାଉଣ୍ଟରକୁ ବାଦ୍ ଦେଲେ ଅନ୍ୟ କୌଣସି ଏସବିଆଇ ଏଟିଏମ ଗୁଡିକରେ ସମସ୍ୟା ସମାଧାନ ହୋଇନଥିବା ଜଣାଯାଇଛି।

ତେବେ ଏହି ସମସ୍ୟା କେବଳ ବାଲିଗୁଡା କିମ୍ବା ଆଖପାଖ ଅଞ୍ଚଳରେ ନୁହଁ ସର୍ବଭାରତୀୟ ସ୍ତରରେ ହୋଇଥିବା ନେଇ ଭାରତୀୟ ଷ୍ଟେଟ ବ୍ୟାଙ୍କ ବ୍ରହ୍ମପୁର ଜୋନାଲ କାର୍ଯ୍ୟାଳୟ ର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ସମଗ୍ର ଅଞ୍ଚଳରେ ଥିବା ଏସ୍‌ବିଆଇର ଅଧିକାଂଶ ଏଟିଏମ୍ ଅଚଳାବସ୍ଥାରେ ରହିଥିବା ବେଳେ ବ୍ୟାଙ୍କ ନିକଟସ୍ଥ କାଉଣ୍ଟର ଗୁଡ଼ିକ କାର୍ଯ୍ୟକାରୀ ହେଉଛି l ଆଉ କେତେକ ଏଟିଏମ୍ କାଉଣ୍ଟରର ସଟର୍‌ ପଡ଼ି ରହିଥିବା ବେଳେ ଯେଉଁ କେତୋଟି କାଉଣ୍ଟରର ସଟର୍‌ ପଡ଼ିନାହିଁ ସେ ଗୁଡ଼ିକରୁ ଟଙ୍କା ବାହାରୁନାହିଁ। ଗ୍ରାହକଙ୍କୁ ଅବଗତ କରିବା ପାଇଁ ଏସ୍‌ବିଆଇ କର୍ତ୍ତୃପକ୍ଷ ଅଚଳ ହୋଇ ରହିଥିବା କାଉଣ୍ଟର ସଟର୍‌ ଉପରେ ପରିଚାଳନାଗତ ସମସ୍ୟା ଦର୍ଶାଇ ନିକଟସ୍ଥ କାଉଣ୍ଟରକୁ ଯିବା ପାଇଁ ପରାମର୍ଶ ଦେଇଛନ୍ତି।

ଆଜି ମଧ୍ୟ ଅଧିକାଂଶ ଏସ୍‌ବିଆଇର ଏଟିଏମ କାଉଣ୍ଟରର ସମାନ ଚିତ୍ର ରହିଥିଲା। ଏଥିନେଇ ଏସ୍‌ବିଆଇ ଆର୍‌ବିଓର ଜଣେ ବରିଷ୍ଠ ପଦାଧିକାରୀଙ୍କ ସହ ଯୋଗାଯୋଗ କରାଯିବାରେ ଏହି ସମସ୍ୟା କେବଳ ବାଲିଗୁଡାରେ ନୁହେଁ, ଏହା ସର୍ବଭାରତୀୟସ୍ତରରେ ରହିଥିବା ପ୍ରକାଶ କରିଛନ୍ତି। ମୁମ୍ବାଇ କର୍ପୋରେଟ୍‌ସ୍ତରରେ ଏଥିନେଇ ଆଲୋଚନା ଜାରି ରହିଥିବା ସେ ପ୍ରକାଶ କରିଛନ୍ତି, ମିଳିଥିବା ସୂଚନା ଅନୁଯାୟୀ ଏସ୍‌ବିଆଇ ଏଟିଏମ୍ ଗୁଡ଼ିକରେ ଟଙ୍କା ଲୋଡିଂ କରିବା ପାଇଁ ଦୁଇଟି ଭେଣ୍ଡର କାମ କରୁଛନ୍ତି।

ଏନିଏସ୍ ଏବଂ ସିଏମ୍ଏସ୍ ନାମକ ଦୁଇ ଜଣ ଭେଣ୍ଡର ଏସ୍‌ବିଆଇ ଏଟିଏମର ଟଙ୍କା ଲୋଡିଂ କାମ କରୁଥିବା ବେଳେ ଏନିଏସ୍ ଭେଣ୍ଟରର କିଛି ସମସ୍ୟା ଥିବା ଯୋଗୁଁ ଏହି ଅସୁବିଧା ସୃଷ୍ଟି ହୋଇଥିବା ସୂଚନା ଦେଇଛନ୍ତି। ଏସ୍‌ବିଆର ସର୍ବଦା ଗ୍ରାହକ ସେବାକୁ ପ୍ରାଥମିକତା ଦେଉଥିବାରୁ ତୁରନ୍ତ ଏହି ସମସ୍ୟାର ସମାଧାନ ହୋଇଯିବ ବୋଲି ପଦାଧିକାରୀ ଜଣକ କହିଛନ୍ତି l ତେବେ ବ୍ୟାଙ୍କ ନିଜେ ଲୋଡିଂ କରୁଥିବା କାଉଣ୍ଟର ଏବଂ ସିଏମ୍ଏସ୍ ଭେଣ୍ଡର ଲୋଡିଂ କରୁଥିବା କାଉଣ୍ଟର ଗୁଡ଼ିକର କୌଣସି ସମସ୍ୟା ନଥିବା ସେ କହିଛନ୍ତି।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବାଲୁଙ୍କେଶ୍ୱର ଦେବଙ୍କ ପଞ୍ଚମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞା ଉଦଯାପିତ

ବାଲୁଙ୍କେଶ୍ୱର ଦେବଙ୍କ ପଞ୍ଚମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞା ଉଦଯାପିତ

May 14, 2026
ବିଶିଷ୍ଟ ସାହିତ୍ୟିକା ଛାୟାପୁରବୀଙ୍କ ଏକାଦଶାହରେ ସ୍ମୃତିଚାରଣ ସଭା

ବିଶିଷ୍ଟ ସାହିତ୍ୟିକା ଛାୟାପୁରବୀଙ୍କ ଏକାଦଶାହରେ ସ୍ମୃତିଚାରଣ ସଭା

May 14, 2026
ଇସ୍ରୋ ପରିଦର୍ଶନ କଲେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

ଇସ୍ରୋ ପରିଦର୍ଶନ କଲେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

May 13, 2026
ବିଜେପି ସରକାର ଦେଶବାସୀଙ୍କ ବିଶ୍ୱାସ ହରାଇଛି, ନିଟ୍ ବିଭ୍ରାଟ୍ ପାଇଁ ସମ୍ପୂର୍ଣ୍ଣ ଦାୟୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦିଅନ୍ତୁ : ଓଡିଶା ଜନତା କଂଗ୍ରେସ

ବିଜେପି ସରକାର ଦେଶବାସୀଙ୍କ ବିଶ୍ୱାସ ହରାଇଛି, ନିଟ୍ ବିଭ୍ରାଟ୍ ପାଇଁ ସମ୍ପୂର୍ଣ୍ଣ ଦାୟୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦିଅନ୍ତୁ : ଓଡିଶା ଜନତା କଂଗ୍ରେସ

May 13, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବାଲୁଙ୍କେଶ୍ୱର ଦେବଙ୍କ ପଞ୍ଚମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞା ଉଦଯାପିତ

ବାଲୁଙ୍କେଶ୍ୱର ଦେବଙ୍କ ପଞ୍ଚମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞା ଉଦଯାପିତ

May 14, 2026
ବିଶିଷ୍ଟ ସାହିତ୍ୟିକା ଛାୟାପୁରବୀଙ୍କ ଏକାଦଶାହରେ ସ୍ମୃତିଚାରଣ ସଭା

ବିଶିଷ୍ଟ ସାହିତ୍ୟିକା ଛାୟାପୁରବୀଙ୍କ ଏକାଦଶାହରେ ସ୍ମୃତିଚାରଣ ସଭା

May 14, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version