No Result
View All Result
୨୮ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଭଦ୍ରକ :- ଭୂୟାଁ ମୋହେଲ୍ଲା ସରକାରୀ ଉର୍ଦ୍ଧ୍ୱ ପ୍ରାଇମେରୀ ସ୍କୁଲ ବାର୍ଷିକ ଉତ୍ସବ ପାଳନ ଅନୁଷ୍ଠିତ l ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ରଖିଛନ୍ତି l ଭୂୟାଁ ମୋହେଲ୍ଲା ସରକାରୀ ଉର୍ଦ୍ଧ୍ୱ ପ୍ରାଇମେରୀ ସ୍କୁଲ ଛାତ୍ର ଛାତ୍ରୀ ମାନେ ବିଭିନ୍ନ ପ୍ରୋଗ୍ରାମ ରେ ଭାଗ ନେଇ ଓଡିଶୀ ନାଚ ଗୀତ ସ୍କୁଲ ଛାତ୍ର ଛାତ୍ରୀ ବ୍ଲକ ଲେବୁଲ ଓଡିଶା ଲେବୁଲ ସୁନାମ ଅର୍ଜନ ଭାଲ ପାଇଛନ୍ତି l
ଭୂୟାଁ ମୋହେଲ୍ଲା ସ୍କୁଲ ହଉଛି ପବିତ୍ର ଶିକ୍ଷା ର ମନ୍ଦିର ଏହି ଅନୁଷ୍ଠାନ ରେ ଛାତ୍ର ଛାତ୍ରୀ କୁନି କୁନି ପିଲାମାନେ ପାଠ ପଢି ଭଲ ମଣିଷ ହୁଅନ୍ତୁଏବଂ ସ୍କୁଲର ନା ରଖନ୍ତୁ ଏହି ଉତ୍ସବ ପାଳନ କରିବାର ମୁଖ୍ୟ କାରଣ ଛାତ୍ର ଛାତ୍ରୀ ମାନ ଙ୍କ ଭିତରେ ବହୁତ ପ୍ରରିଭା ନୁଛି ରହିଛି ବର୍ଷରେ ଥରେ ସ୍କୁଲ ରେ ପ୍ରୋଗ୍ରାମ କଲେ ଛାତ୍ର ଛାତ୍ରୀ ପ୍ରତିଯୋଗିତା ଭାଗ ନେଇ ସ୍କୁଲ ଏବଂ ଭୂୟାଁ ମୋହେଲ୍ଲା ର ସୁନାମ ଅର୍ଜନ କରନ୍ତୁ l
ସ୍କୁଲ ପ୍ରଧାନଶିକ୍ଷକ ଆୟବ ଅଲି ଖାଁ ରିୟାଜ ଅହେମତ ବୁଲାନ ବେଗମ କନକଲତା ମାଝୀ ତମନ୍ନା ପରୱାନ ଏହି ଉତ୍ସବରେ ଉପସ୍ଥିତ ରହି ସଫଳ କଲେ ମୁଖ୍ୟ ଅତିଥି ପୂର୍ବତନ ବିଧାୟକ ପୂର୍ବତନ ମନ୍ତ୍ରୀ ଶ୍ରୀ ଯୁକ୍ତ ପ୍ରଫୁଲ୍ଲ ସାମଲ ମୁଖ୍ୟବକ୍ତା ଗୁଲମକି ଦାୱାଜି ହବିବ ଭଦ୍ରକ ପୌର ଅଧ୍ୟକ୍ଷା ସମ୍ମାନିତ ଅତିଥି ପିଲାମାନେ ଏବଂ ଅଭିଵାବକ ମାନେ ଜ୍ଞାନୀ ଗୁଣି, ଶିକ୍ଷାବିତ, ବୁଦ୍ଧିଜୀବୀ, ଛାତ୍ର ଛାତ୍ରୀ ଓ ତାଙ୍କର ପିତାମାତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ,
ଛାତ୍ର ଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅଯୋଜନ ହୋଇଥିଲା ଗୀତ,ନାଚ ଓ ନାଟକ, କିପରି ପିଲାମାନଙ୍କ ଭବିଷ୍ୟତ ଉଜ୍ୱଳ ହେବ,ପିଲାମାନେ ନିଜ ନିଜ ର ସ୍କୁଲ ଏବଂ ଦେଶରେ ତଥା ଦେଶ ବାହାରେ ନିଜର ନାମକୁ ସୁପରିଚିତ କରି ସମାଜରେ ଜଣେ ଜଣେ ଭଲ ମଣିଷ ହେବେ ସେହି ବିଷୟରେ ବିଶେଷ ଆଲୋକପାତ କରିଥିଲେ ସ୍କୁଲର ଶିକ୍ଷକ ମାନେ କିପରି ସିଷ୍ଟlଚାରର
ଓ ବ୍ୟବହାର ଆଚରଣ ସମାଜରେ ନିହାତି ଗୁରୁତ୍ୱପୁର୍ଣ ଏବଂ ସଂପ୍ତରଙ୍ଗ ମାଧ୍ୟମରେ କିପରି ମଣିଷ ଉପରକୁ ଉଠିବ ଓ ସଫଳ ହେବ ସେହି ବିଷୟରେ ମଧ୍ୟ ସାମାଜକୁ ପିତାମାତାଙ୍କୁ ବାର୍ତ୍ତା ଦେଇଥିଲେ l କିପରି ଦେଶ ରେ ଛାତ୍ର ଛାତ୍ରୀ ପରିଶ୍ରମ ଏବଂ ନିଷ୍ଠା ସହ ପାଠ ପଢିଲେ ତମକୁ କେହି ଭି ତମ ଠୁ ଆଗକୁ ଯାଇପାରିବ ନାହିଁ ତମ କର୍ମ ତମକୁ ଆଗେଇ ନେବେ ସ୍କୁଲ ଛାତ୍ର ଛାତ୍ରୀ ବାପା ମାଙ୍କ ନାମ କୁ ରଖିବେ ସେଥିପାଇଁ ଗୀତ ନାଚ ଓ ଡ୍ରାମା ମଧ୍ୟରେ ପିଲାମାନଙ୍କୁ ବାର୍ତ୍ତା ଦେଲେ l କରିଥାଉ ଏବଂ ଆମ୍ଭର ଏହାହିଁ ମୂଳ ଲକ୍ଷ୍ୟ ବୋଲି ମତ ରଖିଥିଲେ l
No Result
View All Result