ବାଲେଶ୍ୱର :- ୱାର୍ଲଡ଼ ଓଡ଼ିଶା ସୋସାଇଟିର ସାଂସ୍କୁତିକ ସାଧାରଣ ସମ୍ପାଦକ ଏବଂ ବାଲେଶ୍ୱର ସ୍ଥିତ ଗୁରୁ ହରେକୃଷ୍ଣ ବେହେରା କଳା ଓ ସଂସ୍କୃତି ମହାବିଦ୍ୟାଳୟର ଅଧ୍ୟକ୍ଷା କାବେରୀ ବେହେରାଙ୍କୁ ବିଶ୍ୱ ମାନବ ଅଧିକାର ସୁରକ୍ଷା ସଙ୍ଗଠନ
ଏବଂ ଆମେରିକାନ ଗ୍ଲୋବାଲ ଡିଜିଟାଲ ବିଶ୍ୱ ବିଦ୍ୟାଳୟ ତରଫରୁ ଭୁବନେଶ୍ଵରଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମ ଅବସରରେ ସଙ୍ଗୀତ ଓ ସାମାଜିକ କାର୍ଯ୍ୟ କ୍ଷେତ୍ରରେ ଡକ୍ଟରେଟ ଉପାଧି ପ୍ରଦାନ କରାଯାଉଛି ।