No Result
View All Result
୨୪ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଜଗତସିଂହପୁର :- ବିରିଡି ବ୍ଲକର ନୂତନ ବିଡ଼ିଓ ଭାବେ ସୋମବାର ଆୟୁସୀ ପତି ଯୋଗଦାନ କରିଛନ୍ତି l ତାଙ୍କୁ ବ୍ଲକ ଅଧ୍ୟକ୍ଷା ମମତା ପାତ୍ର, ଏବିଡ଼ିଓ ନିରୋଦ କୁମାର ସାମଲ, ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରିୟଙ୍କା ରାୟ, ମୁଖ୍ୟ କିରାଣୀ ସିଦ୍ଧାର୍ଥ ଦାସ, ଙ୍କ ସହ ବ୍ଲକର ସମସ୍ତ କର୍ମଚାରୀ ଫୁଲ ତୋଡ଼ା ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ l
ବିଡ଼ିଓ ଶ୍ରୀମତୀ ପତି ପୂର୍ବରୁ ଗଞ୍ଜାମ ଜିଲାରେ ଡେପୁଟି କଲେକଟର ଭାବେ କାର୍ଯ୍ୟ କରୁଥିଲେ l ତେବେ ସମସ୍ତ କର୍ମଚାରୀ ମିଳିମିଶି କାର୍ଯ୍ୟକଲେ ବ୍ଲକଟି ସବୁ କ୍ଷେତ୍ରରେ ଅଗ୍ରଗତି କରିପାରିବ ବୋଲି ବିଡ଼ିଓ କହିଥିଲେ l

No Result
View All Result