No Result
View All Result
୨୩ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଭୁବନେଶ୍ୱର :- ବିଶିଷ୍ଟ ଶିଳ୍ପପତି ତଥା ଫାଲକନ ଗ୍ରୁପର ଅଧ୍ୟକ୍ଷ ତାରା ରଞ୍ଜନ ପଟ୍ଟନାୟକଙ୍କୁ ୱାର୍ଲଡ ଓଡ଼ିଶା ସୋସାଇଟି (ୱାଓସୋ ) ପକ୍ଷରୁ ସମ୍ମାନ ଜନକ ରତ୍ନଶ୍ରୀ ପୁରସ୍କାର, ଶ୍ରୀ ପଟ୍ଟନାୟକଙ୍କର ମାନବ ସମ୍ବଳ ସଶକ୍ତିକରଣ,
ରାଷ୍ଟ୍ର ନିର୍ମାଣ ଏବଂ ସାମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୱାଓସୋର ଅଧ୍ୟକ୍ଷ ବରିଷ୍ଠ ସାମ୍ବାଦିକ କିଶୋର ଦ୍ଵିବେଦୀ ଏବଂ ପୃଷ୍ଠପୋଷକ ତଥା ଯାଜପୁର ସାଂସଦ ଡଃ ରବୀନ୍ଦ୍ର ନାରାୟଣ ବେହେରା ଭୁବନେଶ୍ୱର ଠାରେ ପ୍ରଦାନ କରୁଛନ୍ତି ।

No Result
View All Result