• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଅଖିଳ ଭାରତୀୟ ବିଶ୍ବକର୍ମା ମହାସଭାର ହୀରକ ଜୟନ୍ତୀ ଉଦଘାଟିତ

Proprietor Abhimanyu Maharana by Proprietor Abhimanyu Maharana
February 22, 2025
in ଓଡ଼ିଶା
0
ଅଖିଳ ଭାରତୀୟ ବିଶ୍ବକର୍ମା ମହାସଭାର ହୀରକ ଜୟନ୍ତୀ ଉଦଘାଟିତ
Share on FacebookShare on TwitterWhatsapp

୨୧ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ  :-  ଅଖିଳ ଭାରତୀୟ ବିଶ୍ବକର୍ମା ମହାସଭା ଓ ଅଖିଳ ଉତ୍କଳ ବିଶ୍ବକର୍ମା ସମିତିର ମିଳିତ ସହଯୋଗରେ ପୁରୀ ଟାଉନହଲ ଠାରେ ହୀରକ ଜୟନ୍ତୀ ଉତ୍ସବ ଉଦଘାଟିତ ହୋଇଯାଇଛି । ବିଶ୍ବକର୍ମା ସମାଜର ସାମୁହିକ ଉନ୍ନତି ଉପରେ ଆଲୋଚନା ହୋଇଥିଲା । ମହାସଭାର ରାଷ୍ଟ୍ରୀୟ ସଭାପତି ଛେଦିଲାଲ ଶର୍ମା ବିଶ୍ବକର୍ମା ଉଦଘାଟିତ କରି କହିଲେ ଜାତିର ଉନ୍ନତି ପାଇଁ ସମସ୍ତେ ଏକ ହୋଇ ଦାବି ଉପସ୍ଥାପନ କଲେ କେନ୍ଦ୍ର ଓ ରାଜ୍ଯ ସରକାର ପ୍ରସଙ୍ଗକୁ ବିଚାରକୁ ନେବେ । କୂଳର ରାଜନୈତିକ, ସାମାଜିକ ଓ ଆର୍ଥିକ ଉନ୍ନତି ସଂପର୍କରେ ଆଲୋଚନା ହୋଇଥିଲା ।

ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଦିନେଶ ଶର୍ମା, ଜାତୀୟ କାର୍ଯ୍ଯକାରୀ ସଭାପତି ପାଇଲେଶ କୁମାର ସିଦ୍ଧପୁର ,ସୁରେନ୍ଧ୍ରା ଦେବୀ, ଏମ ଏମ ଶର୍ମା,ଜେପି ବିଶ୍ବକର୍ମା,ଉପସଭାପତି ରବିନ୍ଦ୍ର ବିଶ୍ବକର୍ମା ପ୍ରମିଳେଶ ଶର୍ମା,ଭି.ରାଜଶେଖର ପ୍ରମୁଖ ଉପସ୍ଥିତ ହୋଇ କୂଳର ଉନ୍ନତି ସଂପର୍କରେ ଆଲୋକପାତ କରିଥିଲେ । ନିଖିଳ ଉତ୍କଳ ବିଶ୍ବକର୍ମା ସମିତିର ରାଜ୍ଯ ସଭାପତି ସୂର୍ଯ୍ୟନାରାୟଣ ମହାରଣା, ମୂଖ୍ଯ ସଂପାଦକ ମନୋରଞ୍ଜନ ମହାରଣା ବଟକୃଷ୍ଣ ଓଝା ପ୍ରମୁଖ ଉପସ୍ଥିତ ରହି ଜାତିର ଉନ୍ନତି ସମ୍ପର୍କରେ ମତପ୍ରକାଶ କରିଥିଲେ । ଦ୍ବିତୀୟ ଅଧିବେଶନରେ ନିଖିଳ ଉତ୍କଳ ବିଶ୍ବକର୍ମା ସମିତିର ରାଜ୍ଯ କର୍ମକର୍ତ୍ତା ମାନେ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ସାମାଜିକ ରାଜନୈତିକ ଶିକ୍ଷା ଅଧିକାର ଓ ଉନ୍ନତି ସଂପର୍କରେ ବିଶେଷ ଭାବେ ଆଲୋଚନା ହୋଇଥିଲା ।

ଏଥିରେ ରାଜ୍ଯ ସଭାପତି ସୂର୍ଯ୍ୟନାରାୟଣ ମହାରଣା, କାର୍ଯ୍ୟକାରୀ ସଭାପତି ଚକ୍ରଧର ମହାରଣା, ମୂଖ୍ଯ ସଂପାଦକ ମନୋରଞ୍ଜନ ମହାରଣା ,ଉପସଭାପତି ଭାଗିରଥୀ ବିନ୍ଧାଣୀ, ଯୁଗ୍ମ ସମ୍ପାଦକ ଭାଗିରଥୀ ମହାରଣା ,ପ୍ରମୋଦ ରଞ୍ଜନ ମହାରଣା, ସହ ସମ୍ପାଦକ ପ୍ରସନ୍ନ ମହାରଣା ଓ ପ୍ରଶାନ୍ତ କୁମାର ଓଝା, ସଂଗଠନ ସମ୍ପାଦକ ଗୋବର୍ଦ୍ଧନ ମହାରଣା ,ପ୍ରତାପ ମହାରଣା ଓ ପ୍ରଶାନ୍ତ କୁମାର ମହାରଣା,କୋଷାଧ୍ୟକ୍ଷ ଗୁରୁପ୍ରସାଦ ସୂତାର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ରାଜ୍ଯ ଓ ସାରା ଭାରତରୁ ୫ଶହରୁ ଉର୍ଦ୍ଧ୍ବ ପ୍ରତିନିଧି ଯୋଗ ଦେଇଥିଲେ । ଶେଷରେ ରାଜ୍ଯ ସଭାପତି ସୂର୍ଯ୍ୟନାରାୟଣ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅଧିବେଶନ ୨୨ ଓ ୨୩ ତାରିଖ ଦୁଇଦିନ ଧରି ଚାଲୁରହିବ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବେଣ୍ଟ ଠାରେ ହୋଇଥିବା ନାରକୀୟ ହତ୍ୟା କାଣ୍ଡ ର ହତ୍ୟାକାରୀ ଙ୍କୁ ନୟାଗଡ଼ ପୁଲିସ ଖୁବଶୀଘ୍ର ଲୋକଲୋଚନକୁ ଆଣିବ

ବେଣ୍ଟ ଠାରେ ହୋଇଥିବା ନାରକୀୟ ହତ୍ୟା କାଣ୍ଡ ର ହତ୍ୟାକାରୀ ଙ୍କୁ ନୟାଗଡ଼ ପୁଲିସ ଖୁବଶୀଘ୍ର ଲୋକଲୋଚନକୁ ଆଣିବ

September 3, 2026
ଟାଙ୍ଗୀ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ‘ଅମ୍ଳାନ’ ଅଭିଯାନ : ଛାତ୍ରୀମାନଙ୍କର ହେମୋଗ୍ଲୋବିନ୍ ପରୀକ୍ଷା

ଟାଙ୍ଗୀ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ‘ଅମ୍ଳାନ’ ଅଭିଯାନ : ଛାତ୍ରୀମାନଙ୍କର ହେମୋଗ୍ଲୋବିନ୍ ପରୀକ୍ଷା

September 3, 2026
ଓଡ଼ିଶାରେ ନବୀକରଣଯୋଗ୍ୟ ଶକ୍ତି ଗବେଷଣା ଏବଂ ଅଧ୍ୟୟନ କେନ୍ଦ୍ର ପ୍ରତିଷ୍ଠା ପାଇଁ ଆଇଆଇଟି ଭୁବନେଶ୍ୱର ଏବଂ ଗ୍ରୀଡକୋ ମଧ୍ୟରେ ସହବନ୍ଧନ

ଓଡ଼ିଶାରେ ନବୀକରଣଯୋଗ୍ୟ ଶକ୍ତି ଗବେଷଣା ଏବଂ ଅଧ୍ୟୟନ କେନ୍ଦ୍ର ପ୍ରତିଷ୍ଠା ପାଇଁ ଆଇଆଇଟି ଭୁବନେଶ୍ୱର ଏବଂ ଗ୍ରୀଡକୋ ମଧ୍ୟରେ ସହବନ୍ଧନ

September 3, 2026
ସତ୍ୟବାଦୀର ମନୋଜ ରଥ ବିଜେପିକୁ ଫେରିଲେ ପୁରୀ ଓ ସତ୍ୟବାଦୀରେ ଖୁସିର ଲହରୀ

ସତ୍ୟବାଦୀର ମନୋଜ ରଥ ବିଜେପିକୁ ଫେରିଲେ ପୁରୀ ଓ ସତ୍ୟବାଦୀରେ ଖୁସିର ଲହରୀ

September 3, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବେଣ୍ଟ ଠାରେ ହୋଇଥିବା ନାରକୀୟ ହତ୍ୟା କାଣ୍ଡ ର ହତ୍ୟାକାରୀ ଙ୍କୁ ନୟାଗଡ଼ ପୁଲିସ ଖୁବଶୀଘ୍ର ଲୋକଲୋଚନକୁ ଆଣିବ

ବେଣ୍ଟ ଠାରେ ହୋଇଥିବା ନାରକୀୟ ହତ୍ୟା କାଣ୍ଡ ର ହତ୍ୟାକାରୀ ଙ୍କୁ ନୟାଗଡ଼ ପୁଲିସ ଖୁବଶୀଘ୍ର ଲୋକଲୋଚନକୁ ଆଣିବ

September 3, 2026
ଟାଙ୍ଗୀ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ‘ଅମ୍ଳାନ’ ଅଭିଯାନ : ଛାତ୍ରୀମାନଙ୍କର ହେମୋଗ୍ଲୋବିନ୍ ପରୀକ୍ଷା

ଟାଙ୍ଗୀ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ‘ଅମ୍ଳାନ’ ଅଭିଯାନ : ଛାତ୍ରୀମାନଙ୍କର ହେମୋଗ୍ଲୋବିନ୍ ପରୀକ୍ଷା

September 3, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version