No Result
View All Result
୨୦ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :- ବାଙ୍କୀ ବୟୋଜ୍ୟେଷ୍ଠ ନାଗରିକ ସଂଘର ସଭ୍ୟ ସ୍ୱର୍ଗତ କବି ଦେବେନ୍ଦ୍ର ନାଥ ବେହେରା, ଇଂ.ମାୟାଧର ପୃଷ୍ଟି ଓ ସମାଜସେବୀକା ନଳନୀପ୍ରଭା ମହାପାତ୍ରଙ୍କ ବିୟୋଗରେ ଆଜି ଏକ ଶୋକ ସଭା ପ୍ରେସକ୍ଲବ ଠାରେ କରାଯାଇ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରାଯାଇଛି ।
ବୟୋଜ୍ୟେଷ୍ଠ ନାଗରିକ ସଂଘର ସଭାପତି ଆଇନଜୀବୀ ବିରଞ୍ôଚ ଦାସଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶୋକ ସଭାରେ ସଂପାଦକ ପ୍ରଫୁଲ୍ଲ କୁମାର ପଣ୍ଡା , ଇଂ.ସତ୍ୟବ୍ରତ ରଥ, ଉମେଶ ଚନ୍ଦ୍ର ମିଶ୍ର, କୌଶିକ ନାୟକ, ମନୋଜ କୁମାର ମହାପାତ୍ର, ଶ୍ରୀବତ୍ସ ନାୟକ, ଭଗବାନ ସାମଲ, ସୁଦର୍ଶନ ଦାସ, ଜ୍ଞାନେନ୍ଦ୍ର ମୋହନ ମିଶ୍ର,
ଶରତଚନ୍ଦ୍ର ଦିକ୍ଷୀତ, ସୁବାସ ଚନ୍ଦ୍ର ପ୍ରହରାଜ, ହରେକୃଷ୍ଣ ମହାପାତ୍ର, ବିଦୁଲତା ଭୂୟାଁ, ସେବତୀ ଦେବୀ, ବଳଭଦ୍ର ପଣ୍ଡା ପ୍ରମୁଖ ଯୋଗଦାନ କରି ୩ବରିଷ୍ଠ ନାଗରିକଙ୍କ ଜୀବନ ଉପରେ ଆଲୋକପାତ କରିବା ସହିତ ସେମାନଙ୍କର ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ ।

No Result
View All Result