
୧୯ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଭଦ୍ରକ :- ଭଦ୍ରକ ପୁରୁଣା ବଜ଼ାର ଫ୍ରେଜର ସରକାରୀ ବାଳିକା ସ୍କୁଲ ର ବାର୍ଷିକ ଉତ୍ସବ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ରଖିଛନ୍ତି l ଫ୍ରେଜର ସରକାରୀ ସ୍କୁଲ ଛାତ୍ର ଛାତ୍ରୀ ମାନେ ବିଭିନ୍ନ ପ୍ରୋଗ୍ରାମ ରେ ଭାଗ ନେଇ ଛନ୍ତି ଓଡିଶୀ ନାଚ ଗୀତ ପ୍ରୋଜେକ୍ଟ ସ୍କୁଲ ଛାତ୍ର ଛାତ୍ରୀ ବ୍ଲକ ଲେବୁଲ ଓଡିଶା ଲେବୁଲ ସୁନାମ ଅର୍ଜନ ଭାଲ ପାଇଁ ଛନ୍ତି l ଭଦ୍ରକର ପ୍ରସିଦ୍ଧ ଅଗ୍ରଣୀ ସରକାରୀ ସ୍କୁଲ ଶିକ୍ଷା ଅନୁଷ୍ଠାନ ସ୍କୁଲର ଧରି ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି l
(1) ଶିକ୍ଷୟିତ୍ରୀ ସୁବାସିନୀ ନାୟକ
(2) ମୁଖ୍ୟ ଅତିଥି ଗୁଲମକି ଦାୱାଜି ହବିବ (ଭଦ୍ରକ ପୌର ଅଧ୍ୟକ୍ଷା) ମୁଖ୍ୟ ବକ୍ତା ଅଂଶୁମାନ ଦିବେଦୀ
(3) ସମ୍ମାନିତ ଅତିଥି ଜୁଲଫୁକାର ଅଲି

















