No Result
View All Result
୨୯ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଙ୍କୀ :- ବାଙ୍କୀ ଶତାୟୁ ବି.କେ.ବିଦ୍ୟାପୀଠର ୧୯୯୨ ମାଟ୍ରିକ୍ ବ୍ୟାଚର ବନ୍ଧୁମିଳନ ଉତ୍ସବ ମା’ବ୍ରହ୍ମେଇଙ୍କ ପୀଠ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଦେବୀଦତ୍ତ ବିଭୂତି ରାୟ ସଭାପତିତ୍ୱ କରିଥିବା ବେଳେ ପ୍ରଦୀପ କୁମାର ପ୍ରଧାନ ,
ଚିତ୍ତରଞ୍ଜନ ଦାସ, ଅଶୋକ ରଣା, ପ୍ରକାଶ ମହାପାତ୍ର ଓ ବିଜୟ ବେହେରା ପ୍ରମୁଖ ବହୁଛାତ୍ରଛାତ୍ରୀ ଯୋଗଦାନ କରିଥିଲେ କାର୍ଯ୍ୟକ୍ରମକୁ ଅକ୍ଷୟ କୁମାର ସାମଲ ପରିଚାଳନା କରିଥିଲେ ।

No Result
View All Result