No Result
View All Result
୨୯ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଟାଙ୍ଗୀ :- ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅବକାରୀ ରେଞ୍ଜ ନିରୀକ୍ଷକ ରାଧାକାନ୍ତ ଭୋଇ ଓ ବାଲୁଗାଁ ଅବକାରୀ ଅଧିକାରୀ ସୁଜିତ କୁମାର ମୁଦୁଲିଙ୍କ ମିଳିତ ଆନୁକୂଲ୍ୟରେ ଅବକାରୀ ବିଭାଗ ତରଫରୁ ବାଲୁଗାଁ ବାଣପୁର ଅଞ୍ଚଳର ଭିନ୍ନ ଭିନ୍ନ ସ୍ଥାନ ରେ ଚଢ଼ାଉ କରାଯାଇଥିଲା।ଚଢ଼ାଉ ସମୟରେ ବାଣପୁର ଅଞ୍ଚଳରୁ ଦେଶୀ ମହୁଲି ମଦ ଜବତ ହେବା ସହିତ ଦୁଇ ଜଣ ବେପାରୀଙ୍କୁ ଅବକାରୀ ବିଭାଗ ଗିରଫ କରିଥିବା ବେଳେ l 
ବାଲୁଗାଁ ଥାନା ଅନ୍ତର୍ଗତ ବଡକୁଳ ପାନ୍ଥନିବାସ ରୋଡ଼ ନିକଟରୁ ବିଦେଶୀ ଓ ଦେଶୀ ଆସ୍କା ଫଟି ମଦ ଜବତ କରିବା ସହିତ ଜଣେ ଅଭିଯୁକ୍ତ କୁ ଗିରଫ କରିଛି ବାଲୁଗାଁ ଅବକାରୀ ବିଭାଗ । ତେବେ ସେମାନଙ୍କ ଠାରୁ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ କରିଥିବା ବେଳେ l ଘଟଣା ସ୍ଥଳରୁ ୩ ଜଣ ଚୋରା ମଦ ବେପାରୀଙ୍କୁ ଗିରଫ କରିଥିବା ବେଳେ l ସେମାନଙ୍କ ନାମରେ ତିନୋଟି ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି l

No Result
View All Result