No Result
View All Result
୨୭ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ରଣପୁର :- 76 ତମ ସାଧାରଣତନ୍ତ୍ର ଦିବସ, ସାରା ଭାରତ ବର୍ଷ ମହା ଆଡମ୍ବରରେ ପାଲିଛି ସାଧାରଣତନ୍ତ୍ର ଦିବସ, ଏହାକୁ ଆଜି ଏକ ନିଆରା ଢଙ୍ଗରେ ପାଳିଛନ୍ତି ,ଯୁବ ସମାଜ ସେବି ତଥା ନୟାଗଡ ଜିଲ୍ଲା ଯୁବ ବିଜେଡି ଉପ ସଭାପତି ପ୍ରଫୁଲ୍ଲ କୁମାର ନାୟକ, ହଟାତ ଚିନ୍ତା କଲେ l
ବିଦ୍ୟାଳୟ ବିଦ୍ୟାଳୟ ବୁଲି ଛାତ୍ର ଛାତ୍ରୀଙ୍କୁ ବାଣ୍ଟିଲେ କଲମ ଓ ଚକୋଲେଟ, ଦୁଇଟି ପଂଚାୟତ ଯଥା ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ମଝିଆଖଣ୍ଡ ପଂଚାୟତ ଓ ବଳଭଦ୍ର ପୁର ପଂଚାୟତର ପ୍ରାୟ ଆଠଟି ସ୍କୁଲ ରେ ବାର ଶହରୁ ଉର୍ଦ୍ଧ ପିଲା ମାନଙ୍କୁ ପେନ ଓ ଚକୋଲେଟ ବାଣ୍ଟିଲେ l
ବିଦ୍ୟାଳୟ ଗୁଡିକର ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ଅଭିଭାବକ ମାନେ ଏଭଳି କାର୍ଯ୍ୟ ପାଇଁ ଖୁସି ବ୍ୟକ୍ତ କରିବା ସହ ପ୍ରଫୁଲ୍ଲ କୁମାର ନାୟକ ଙ୍କ ଉତ୍ତରୁତ୍ତର କାମନା କରିବା ସହ ଦୀର୍ଘାୟୁ କାମନା କରିଛନ୍ତି l

No Result
View All Result