୧୪ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଭୁବନେଶ୍ୱର :–> ଭୁବନେଶ୍ୱର ରାଜଭବନ ଉଦ୍ୟାନ ଖୋଲା ହେବାର ଦ୍ୱିତୀୟ ଦିନ ଅପରାହ୍ନରେ ଆପ୍ ମାଧ୍ୟମରେ ପଂଜିକରଣ କରିଥିବା ୧୪ ହଜାରରୁ ଉର୍ଦ୍ଧ୍ୱ ଜନସାଧାରଣ ରାଜଭବନ ଉଦ୍ୟାନ ପରିଦର୍ଶନ କରିଛନ୍ତି ।

ମଙ୍ଗଳବାର ମକର ସଂକ୍ରାନ୍ତି ଥିବାରୁ ଅପରାହ୍ନ ଘ.୨.୩୦ମି. ବେଳକୁ ରାଜଭବନ ପରିସରରେ ଉଦ୍ୟାନ ପରିଦର୍ଶନ ନିମନ୍ତେ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା ।

ଏତଦ୍ବ୍ୟତୀତ ମଙ୍ଗଳବାର ସକାଳେ ସେଂଟ୍ ଜାଭିୟର୍ସ ହାଇସ୍କୁଲ, ବାରବାଟୀ କ୍ୟାମ୍ପସ, କଟକ ଏବଂ ଏସ୍.ସି.ବି. ମେଡ଼ିକାଲ ଡିଏଭି ପବ୍ଲିକ ସ୍କୁଲ, କଟକର ଛାତ୍ରଛାତ୍ରୀମାନେ ରାଜଭବନ ଉଦ୍ୟାନ ପରିଦର୍ଶନ କରିଥିଲେ ।

ସୂଚନାଯୋଗ୍ୟଯେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କୁଇଜ୍ କର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରାଜ୍ୟପାଳ ଡ଼ ହରି ବାବୁ କମ୍ଭମ୍ପାଟି ପିଲାମାନଙ୍କ ସହ ବାର୍ତାଳାପ କରିଥିଲେ ଓ ସେମାନଙ୍କୁ ଚକୋଲେଟ୍ ଓ କଲମ ପ୍ରଦାନ କରିଥିଲେ ।
[gallery ids="167781,167782,167783"]