୧୩ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :- ମା ମରିଚେଇ କ୍ରିକେଟ କ୍ଲବ ର 14ତମ ବାର୍ଷିକ କ୍ରୀଡା ଉଚ୍ଛବ ପୁରଣ ହାଟ ପଡିଆ ଠାରେ ରବିବାର ଅନୁଷ୍ଠିତ ହୋଇଯାଇଛି ଏହାକୁ ସୁଜିତ କୁମାର ସେନାପତି ଉଦ୍ଘାଟନ କରିଥିଲେ l ଏହି ଆଠ ଓଭର ବିଶିଷ୍ଟ ଖେଳରେ ମୋଟ 16ଗୋଟି ଟିମ ଭଗନେଇ ଖେଳ ପ୍ରଦର୍ଶନ କରିଥିଲେ l ଫାଇନାଲ ଖେଳରେ ପୁରୁଣା ବସନ୍ତ କ୍ରିକେଟ କ୍ଲବ ଓ ରିଲାନ୍ସ କ୍ରିକେଟ କ୍ଲବ ପରସ୍ପରକୁ ଭେଟି ଥିଲେ l















