୧୨ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :-> ରଣପୁର NAC ଉପକଣ୍ଠରେ ମା ଶିମିଳି ଠାକୁରାଣୀ ପୀଠ ମର୍ଥାପଦର ରେ ମହତପଲା ସରସ୍ବତୀ ଶିଶୁ ମନ୍ଦିର ଓ ମଦନମୋହନ ବିହାର ଗୋପାଳ ପୁର ର ଗୁରୁଜୀ, ଗୁରୁମା ମାନଙ୍କ ମଧ୍ୟରେ ଏକ ଭାଇଚାରା ଦେଖାଯାଇଛି । ଏକତ୍ରିତ ହୋଇ ବଣଭୋଜି ର ବ୍ଯବସ୍ଥା ହୋଇଛି । ନିଜନିଜର ସୁଖଦୁଃଖ କୁ ସମାଜ ରେ କିପରି ଶିକ୍ଷା ସଂସ୍କାର ସୃଷ୍ଟି କରିବା ।

ଶିଶୁ ମାନଙ୍କର ଭବିଷ୍ୟତ ଉଜ୍ଜଳ ପାଇଁ ସଂପାଦକ ଶ୍ରୀ ବାଳକୃଷ୍ଣ ଷଡ଼ଙ୍ଗୀ ଆଲୋଚନା କରିଥିଲେ । ଶିଶୁ ମନ୍ଦିର ର ଦୁଇ ପ୍ରଧାନ ଆଚାର୍ଯ୍ୟା ଅନୁପମା ଦାଶ ଓ ନିରୁପମା କର ସଭାକାଯ୍ଯ ପରିଚାଳନା କରିଥିଲେ । ପୂର୍ବତନ ଗୁରୁଜୀ ସର୍ବେଶ୍ବର ମୁଦୁଲି ଓ ସୁକାନ୍ତ ପରିଡା ଯୋଗଦେଇ ସମସ୍ତ ଙ୍କୁ ଉତ୍ସାହ କରିବା ସହିତ ସମାଜରେ ସେବା କରିବା ପାଇଁ ଅନୁରୋଧ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସୋମନାଥ ପରିଡା,ଓମ୍ ପ୍ରକାଶୀନି ନନ୍ଦ , ସ୍ବୟଂପ୍ରଭା ସାହୁ, ମମତା ମଞ୍ଜୁରୀ ସାମନ୍ତରା, ପ୍ରଭାତ ପ୍ରଧାନ, ରେବତୀ ବେହେରା,ପ୍ରଭାତୀ ମୁଦୁଲି, କୃଷ୍ଣ ଚନ୍ଦ୍ର ପ୍ରଧାନ, ଅଂଶଗ୍ରହଣ କରିଥିଲେ । ସଭାକାର୍ଯ ଶେଷରେ ଶ୍ରୀଧର କୁମାର ଦାଶ ଧନ୍ୟବାଦ ଦେଇ କାର୍ଯ୍ୟ ସମ୍ପର୍କରେ ଉଦ୍ଦେଶ୍ୟ ରେ କହିବା ପରେ ମଧ୍ୟାହ୍ନ ଭୋଜନ ର ବ୍ଯବସ୍ଥା କରାଯାଇଥିଲା ।ପ୍ରତି ବର୍ଷ ଏହିପରି କର୍ଯ୍ଯ କରିବା ପାଇଁ ଶପଥ କରିଥିଲେ ।