୦୭ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ସମସ୍ତ ସରକାରୀ ଆଇନ, ନିୟମାବଳୀ ଓ ଓଡିଶା ବିଦ୍ୟୁତ ନିୟାମକ ଆୟୋଗଙ୍କର ମାର୍ଗଦର୍ଶିକାକୁ ଅଣଦେଖା କରି ପୂର୍ବତନ ସେସୁ ଯନ୍ତ୍ରୀମାନଙ୍କ ପ୍ରତି ଟିପିସିଓଡିଏଲ କର୍ତ୍ତୃପକ୍ଷଙ୍କର ବୈମାତୃକ ବ୍ୟବହାର, କର୍ମଚାରୀ ଭବିଷ୍ୟନିଧି ପଇସାର ହେରଫେର, ଅଭିଜ୍ଞତା ସମ୍ପର୍ଣ୍ଣ ଯନ୍ତ୍ରୀଙ୍କୁ ଅଣଦେଖା କରି ଅନଭିଜ୍ଞଙ୍କୁ ଗୁରୁଦାୟିତ୍ୱ ଅର୍ପଣ ତଥା ମୂଳ ନିଯୁକ୍ତି ସର୍ତ୍ତାବଳିରେ ଅଯଥା ହସ୍ତକ୍ଷେପ କରୁଥିବା ଟିପିସିଓଡିଏଲ କର୍ତ୍ତୃପକ୍ଷଙ୍କର




© 2023 Odisha Taza News.