0୫ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଗଣିଆ :-> ନେହେରୁ ଯୁବ କେନ୍ଦ୍ର ସଂଗଠନ ତରଫରୁ ଗଣିଆ ବ୍ଲକ ର ଡଃ. ଆର୍.ସି. ସାମନ୍ତରାୟ ମହାବିଦ୍ୟାଳୟ ସ୍ଥିତ ଏକଲବ୍ୟ ଖେଳପଡିଆ ଆନୁକୁଲ୍ୟରେ ୪ ତାରିଖ ଓ ୫ ତାରିଖ ଦୁଇ ଦିନ ଧରି ମେଜର ଧ୍ୟାନଚାନ୍ଦ କ୍ରୀଡା କ୍ଳବ୍ ଦ୍ଵାରା ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଅଛି ।




© 2023 Odisha Taza News.