No Result
View All Result
୦୪ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) କେନ୍ଦ୍ରାପଡ଼ା :-> ଓଡିଶା ରେ ବିଭିନ୍ନ ସମସ୍ୟା ଥିବା ବେଳେ ଏଥି ମଧ୍ୟ୍ୟରୁ ମଦ ଅନ୍ୟତମ, ଏହି ଭଳି କିଛି ସମସ୍ୟା ର ସମ୍ମୁଖୀନ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲାର ଯଦୁପୁର ଗ୍ରାମପଂଚାୟତ ର ଜନଗଣ, ଏହି ଗ୍ରାମର ସରପଞ୍ଚ ଶ୍ରୀମତୀ ସଂଯୁକ୍ତା ଜେନା, ଓ ଗ୍ରାମ ବାସି ମିଶି ଜିଲ୍ଲାପାଳ ଙ୍କୁ ଭେଟି ଦରଖାସ୍ତ ଦେଇଛନ୍ତି,
ମଦ ଦୋକାନ ପାଖା ପାଖି ମା ବଜ୍ର ବୁଢ଼ୀ ବାଳିକା ବିଦ୍ୟାଳୟ , ଗୋପୀନାଥପୁର ଶାସନ ବିଦ୍ୟାଳୟ ,ଗୋପୀନାଥପୁର ସଂସ୍କୃତ ମହା ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟ, ଗୁପ୍ତେଶ୍ୱର ମହାଦେବ ମନ୍ଦିର, ଓସ୍ତର ହାଟ ଓ ବିଲ ବାଡ଼ି ଲାଗି ରହିଛି, ଲୋକ ମାନେ ଯିବା ଆସିବା ବେଳେ ମଦୁଆ ମାନେ ଅସଭ୍ୟ ଭାଷା କହିବା ସହ ହାତା ହାତି ହେଉଛନ୍ତି, ସ୍ତ୍ରୀ ଲୋକ କଲେଜ ଝିଅ ମାନେ ଯିବା ବେଳେ ମଦୁଆ ମାନେ କମେଣ୍ଟ ପାସ୍ କରୁଛନ୍ତି.

No Result
View All Result