• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ୱାର୍ଲଡ଼ ଓଡ଼ିଶା ସୋସାଇଟିର ନୂତନ କର୍ମକର୍ତ୍ତା ନିର୍ବାଚିତ କିଶୋର ଦ୍ଵିବେଦୀ ଅଧ୍ୟକ୍ଷ : ନଳିନୀ ପତି, ପ୍ରଦୀପ ରଥ ଓ ରୂପା ଦାଶ ଉପାଧ୍ୟକ୍ଷ ନିର୍ବାଚିତ

Proprietor Abhimanyu Maharana by Proprietor Abhimanyu Maharana
January 1, 2025
in ଓଡ଼ିଶା, ଦେଶ, ମହାନଗର, ରାଜନୀତି, ହୋମ୍
0
ୱାର୍ଲଡ଼ ଓଡ଼ିଶା ସୋସାଇଟିର ନୂତନ କର୍ମକର୍ତ୍ତା ନିର୍ବାଚିତ କିଶୋର ଦ୍ଵିବେଦୀ ଅଧ୍ୟକ୍ଷ : ନଳିନୀ ପତି, ପ୍ରଦୀପ ରଥ ଓ ରୂପା ଦାଶ ଉପାଧ୍ୟକ୍ଷ ନିର୍ବାଚିତ
Share on FacebookShare on TwitterWhatsapp

୩୧ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ବର/ନୂଆଦିଲ୍ଲୀ :-  ୱାର୍ଲଡ଼ ଓଡ଼ିଶା ସୋସାଇଟି (ୱାଓସୋ) ର ନୂତନ କର୍ମକର୍ତ୍ତା ନିର୍ବାଚନ ଆଭାସୀ ମତଦାନ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସାମ୍ବାଦିକ କିଶୋର ଦ୍ଵିବେଦୀ ସର୍ବ ସମ୍ମତି କ୍ରମେ ବିଶ୍ଵଭରି ପ୍ରବାସୀ ଓଡ଼ିଆମାନଙ୍କର ଏହି ସର୍ବୋଚ୍ଚ ସଙ୍ଗଠନର ଅଧ୍ୟକ୍ଷ ଭାବରେ ପୁନର୍ବାର ନିର୍ବାଚିତ ହୋଇଛନ୍ତି। ତିନି ଉପାଧ୍ୟକ୍ଷ ଭାବେ ଅଷ୍ଟ୍ରେଲିଆ ଓଡ଼ିଆ ସମାଜ (ଓରିଓଜ ଇଙ୍କ) ର ପୂର୍ବତନ ସଭାପତି ଡଃ. ନଳିନୀ ପତି, ଓଡ଼ିଆ ସମାଜ ଆବୁଧାବିର ପୂର୍ବତନ ସଭାପତି ପ୍ରଦୀପ ରଥ ଏବଂ ଆମେରିକାରେ ଅବସ୍ଥାପିତ ବିଶ୍ଵ ମହିଳା ପ୍ରତିଷ୍ଠାନର ଅଧ୍ୟକ୍ଷା ରୂପା ଦାଶ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି।

ସେକ୍ରେଟାରୀ ଜେନେରାଲ ଭାବରେ ମଞ୍ଚେଷ୍ଟର ନିବାସୀ ଓଡ଼ିଶା ସମାଜ ୟୁକେର ପୂର୍ବତନ ସାଧାରଣ ସମ୍ପାଦକ ଶିବ ରଞ୍ଜନ ବିଶ୍ଵାଳ ଏବଂ ଦୁଇ ଯୁଗ୍ମ ସେକ୍ରେଟାରୀ ଜେନେରାଲ ଭାବରେ ନେଦରଲାଣ୍ଡ ଓଡ଼ିଆ ସମାଜର ସଭାପତି ଶାଶ୍ୱତ ପାଢ଼ୀ ଓ ସିଓଲର ଅଧିବାସୀ ଡଃ. ସିତାଂଶୁ ଶେଖର ନନ୍ଦ ନିର୍ବାଚିତ ହୋଇଛନ୍ତି। ୱାଓସୋର ଆନ୍ତର୍ଜାତିକ ଆବାହକ ଭାବରେ ରୁଷ ଓଡ଼ିଆ ସମାଜର ସଭାପତି ସନ୍ତୋଷ ମିଶ୍ର ନିର୍ବାଚିତ ହୋଇଛନ୍ତି। ସାତଜଣିଆ ପ୍ରେସିଡିୟମର ସଦସ୍ୟ ଭାବରେ ୟୁଏଇ ଓଡ଼ିଶା ସମାଜର ସଭାପତି ଅମୀୟ ମିଶ୍ର, ଗଲଫ ଓଡ଼ିଆ ସମାଜର ସଭାପତି ଅଜୟ କୁମାର ଦାସ, ଘାନା ଓଡ଼ିଆ ସମାଜର ସଭାପତି ଦୀପକ ଦାସ, ମୁମ୍ବାଇରେ ଅବସ୍ଥାପିତ ଦେବଶ୍ରୀ ମଲ୍ଲିକ, ଗୁଜୁରାଟ ଓଡ଼ିଆ ସମାଜର ତୁଙ୍ଗ ନେତା ବଦ୍ରି ମହାପାତ୍ର, ନାଗପୁର ଓଡ଼ିଆ ସମାଜର ସଭାପତି ଅନୁପ ଶତପଥୀ ଓ ଉତ୍କଳ ମହାସଂଘ, ଆସାମର ସଭାପତି ଯୁଗେଶ ସୁନା ପ୍ରମୁଖ ନିର୍ବାଚିତ ହୋଇଛନ୍ତି ।

ୱାଓସୋର ଆନ୍ତର୍ଜାତିକ ସଂଯୋଜକ ଭାବରେ ଆମେରିକାର ଅକ୍ଷୟ ମହାନ୍ତି ଏବଂ ଯୁଗ୍ମ ସଂଯୋଜକ ଭାବରେ ଆମେରିକା ନିବାସୀ ବନୋଜିନୀ ନାୟକ ନିର୍ବାଚିତ ହୋଇଛନ୍ତି। ଜାତୀୟ ସଂଯୋଜକ ଭାବରେ କୋଲକାତାର ପ୍ରଦୀପ ମହାପାତ୍ର ଏବଂ ଯୁଗ୍ମ ସମ୍ପାଦକ ଭାବରେ ବେଙ୍ଗାଲୁରୁର ଲକ୍ଷ୍ମୀ ନାରାୟଣ ମିଶ୍ର ନିର୍ବାଚିତ ହୋଇଛନ୍ତି ।କୋଷାଧ୍ୟକ୍ଷ ଭାବରେ ଭୁବନେଶ୍ବରର ସୁଶାନ୍ତ ପଣ୍ଡା, ଯୁଗ୍ମ କୋଷାଧ୍ୟକ୍ଷ ଭାବରେ ଦୁବାଇର ସୁଶାନ୍ତ ଚୌଧୁରୀ ଏବଂ ଅଡିଟର ଭାବରେ ନୂଆଦିଲ୍ଲୀରେ ଅବସ୍ଥାପିତ ସୁଧୀର ଦାଶ ନିର୍ବାଚିତ ହୋଇଛନ୍ତି। ପ୍ରୀତୀଶ ଦାଶ ୱାଓସୋର ପ୍ରାଇମ ମେଣ୍ଟର ପଦବୀରେ ବଜାୟ ରହିଛନ୍ତି। ଛଅଜଣିଆ ସାଧାରଣ ସମ୍ପାଦକ ପଦବୀରେ ଆମେରିକାର ବିଶ୍ଵ ଭୂଷଣ ସାହୁ, ୟୁକେରୁ ଡଃ. ରାଜେନ୍ଦ୍ର ସିଂହ, ନୂଆଦିଲ୍ଲୀର ଉମାକାନ୍ତ ଜେନା, ଭୁବନେଶ୍ଵରର ଅନିନ୍ଦିତା ଦାସ, ନୂଆଦିଲ୍ଲୀର ପୁଷ୍ପାଞ୍ଜଳି ବାରିକ ଏବଂ ତାଞ୍ଜାନିଆର ବିଜୟ ସାହୁ ପ୍ରମୁଖ ନିର୍ବାଚିତ ହୋଇଛନ୍ତି। ନବ ନିର୍ବାଚିତ କର୍ମକର୍ତ୍ତାମାନେ ତିନିବର୍ଷ ପାଇଁ ସେମାନଙ୍କର ଦାୟିତ୍ବ ବହନ କରିବେ ବୋଲି ଜଣାପଡ଼ିଛି।

ୱାର୍ଲଡ଼ ଓଡ଼ିଶା ସୋସାଇଟିର ସାଙ୍ଗଠନିକ ସାଧାରଣ ସମ୍ପାଦକ ଭାବରେ ନୂଆଦିଲ୍ଲୀର ଗଜେନ୍ଦ୍ର ସାହୁ ଏବଂ ଯୁଗ୍ମ ସାଧାରଣ ସମ୍ପାଦକ ଭାବରେ ରୁଆଣ୍ଡାର ଅଭିଳାଷ ନନ୍ଦ ଓ ନିଉଜିଲ୍ୟାଣ୍ଡର ପ୍ରେମ ନେପାକ ନିର୍ବାଚିତ ହୋଇଛନ୍ତି। ୱାଓସୋର ସୁସ୍ଥତା ସାଧାରଣ ସମ୍ପାଦକ ଭାବରେ ବେଙ୍ଗାଳୁରୁରେ ଅବସ୍ଥାପିତ ପ୍ରଖ୍ଯାତ ସ୍ନାୟୁ ରୋଗ ବିଶେଷଜ୍ଞ ଡଃ. ପ୍ରତାପ ପାଣି ଏବଂ ଯୁଗ୍ମ ସାଧାରଣ ସମ୍ପାଦକ ଭାବେ ନୂଆଦିଲ୍ଲୀର ଡଃ. ଅଶୋକ ଚୌଧୁରୀ ଓ ମାଲେସିଆର ଡଃ. ସ୍ନିଗ୍ଧା ମିଶ୍ର ନିର୍ବାଚିତ ହୋଇଛନ୍ତି। ଅନ୍ୟାନ୍ୟ ପଦପଦବୀ ମଧ୍ୟରେ ଆଇଟି ସାଧାରଣ ସମ୍ପାଦକ ଭାବରେ ନୂଆଦିଲ୍ଲୀର ଦୀପକ ସାହୁ ଏବଂ ଯୁଗ୍ମ ସାଧାରଣ ସମ୍ପାଦକ ଭାବରେ ଆମେରିକାର ଅଞ୍ଜନ କୁମାର ପଣ୍ଡା ଓ ବେଙ୍ଗାଲୁରୁର ଆଶୁତୋଷ ଦାସ, ଜନସମ୍ପର୍କ ଓ ପ୍ରୋଟୋକଲ ବିଭାଗର ସାଧାରଣ ସମ୍ପାଦକ ଭାବରେ ଭୁବନେଶ୍ବରର କୃପାନିଧି ବିଶ୍ଵାଳ ଓ ଯୁଗ୍ମ ସାଧାରଣ ସମ୍ପାଦକ ଭାବରେ ନୂଆଦିଲ୍ଲୀର ପ୍ରୀତମ ନାୟକ ଓ ଭୁବନେଶ୍ଵରର ସୁଚିସ୍ମିତା ପୃଷ୍ଟି, ସଂସ୍କୃତି ସାଧାରଣ ସମ୍ପାଦକ ଭାବରେ ନୂଆଦିଲ୍ଲୀର କାବେରୀ ବେହେରା ଏବଂ ଯୁଗ୍ମ ସାଧାରଣ ସମ୍ପାଦକ ଭାବରେ ଅଷ୍ଟ୍ରେଲିଆର ବାର୍ତ୍ତା ପଟ୍ଟନାୟକ ଏବଂ ସୁଇଜରଲ୍ୟାଣ୍ଡର ଡଃ. ବିଜୟଶ୍ରୀ ସାମଲ,

ମାତୃଭାଷା ପ୍ରୋତ୍ସାହନ ବିଭାଗର ସାଧାରଣ ସମ୍ପାଦକ ଭାବରେ ଭୁବନେଶ୍ଵରର ପବିତ୍ର ମହାରଥା, ଯୁଗ୍ମ ସାଧାରଣ ସମ୍ପାଦକ ଭାବରେ କୁଏତର ତୁଷାର ମିଶ୍ର ଏବଂ ରାଞ୍ଚି ଅଧିବାସୀ ବିନୟ ପଟ୍ଟନାୟକ, ପରିବେଶ ସାଧାରଣ ସମ୍ପାଦକ ଭାବରେ ଭୁବନେଶ୍ବରରୁ ରାମକୃଷ୍ଣ ଦାଶ, ଯୁଗ୍ମ ସାଧାରଣ ସମ୍ପାଦକ ଭାବରେ ପୁରୀର ମଧୁସୂଦନ ମିଶ୍ର ଏବଂ ରୁଆଣ୍ଡାର ବିବି ଗଡ଼ନାୟକ,ବ୍ୟଞ୍ଜନ ପ୍ରସ୍ତୁତି କରଣ ବିଭାଗର ସାଧାରଣ ସମ୍ପାଦକ ଭାବେ କାନାଡ଼ାର ପ୍ରଶାନ୍ତ ଭୂୟାଁ, ଯୁଗ୍ମ ସାଧାରଣ ସମ୍ପାଦକ ଭାବରେ ଟିଟିଲାଗଡ଼ର ବୀଣାପାଣି ସାହୁ ଏବଂ ଚେନ୍ନାଇର ମିତାସ୍ମିତା ଜେନା ବଳ, ବ୍ରାଣ୍ଡ ପ୍ରସାରଣର ସାଧାରଣ ସମ୍ପାଦକ ଭାବରେ ୟୁକେର ଡଃ ରେଣୁକା ଜେନା ଏବଂ ଯୁଗ୍ମ ସାଧାରଣ ସମ୍ପାଦକ ଭାବରେ ଜିମ୍ବାୱେର ସଞ୍ଜୟ ଦାସ ଓ ଭୁବନେଶ୍ଵରର ଗିରିଧାରୀ ନାୟକ, ଆଧ୍ୟାତ୍ମିକତା ବିଭାଗର ସାଧାରଣ ସମ୍ପାଦକ ଭାବରେ ବ୍ରହ୍ମପୁରର ଡ଼ଃ ସାଗର ରଞ୍ଜନ ତ୍ରିପାଠୀ ଓ ଯୁଗ୍ମ ସାଧାରଣ ସମ୍ପାଦକ ଭାବରେ ପୁରୀର ରାମଚନ୍ଦ୍ର ବଡ଼ପଣ୍ଡା ଓ ଅଷ୍ଟ୍ରେଲିଆ ନିବାସୀ ପ୍ରିୟା ମିଶ୍ର,

କ୍ରୀଡ଼ା ବିଭାଗରେ ସାଧାରଣ ସମ୍ପାଦକ ଭାବରେ ନୂଆଦିଲ୍ଲୀରେ ଅବସ୍ଥାପିତ ପ୍ରସିଦ୍ଧ ଟେନିସ ଖେଳାଳି ଓ କୋଚ୍ ଦିଲ୍ଲୀପ ମହାନ୍ତି, ଯୁଗ୍ମ ସାଧାରଣ ସମ୍ପାଦକ ଭାବରେ କୋଲକାତା ନିବାସୀ ଅଶୋକ ଦାସ ଓ ନେଦରଲାଣ୍ଡର ଦୀନବନ୍ଧୁ ବେହେରା ,ଫିଟନେସ୍ ବିଭାଗର ସାଧାରଣ ସମ୍ପାଦକ ଭାବରେ ପ୍ରସିଦ୍ଧ କରାଟେ କୋଚ ଭୁବନେଶ୍ବରର ହରି ପଟ୍ଟନାୟକ ଏବଂ ଯୁଗ୍ମ ସାଧାରଣ ସମ୍ପାଦକ ଭାବରେ ନୂଆଦିଲ୍ଲୀ ନିବାସୀ ସୁଶାନ୍ତ ଚାନ୍ଦ ଏବଂ ୟୁଏଇଠାରେ ଅବସ୍ଥାପିତ ପ୍ରଖ୍ୟାତ ଡାଇଟିସିଆନ ନିହାରିକା ଦାଶ, ବୁଦ୍ଧିଜୀବୀ ବିଭାଗର ସାଧାରଣ ସମ୍ପାଦକ ଭାବରେ ବେଙ୍ଗାଲୁରୁ ନିବାସୀ ସୂର୍ଯ୍ୟ ମହାପାତ୍ର ଏବଂ ଯୁଗ୍ମ ସାଧାରଣ ସମ୍ପାଦକ ଭାବରେ ନୂଆଦିଲ୍ଲୀର ପ୍ରଫେସର ଅଳ୍ପନା ପଟ୍ଟନାୟକ ଏବଂ ଓମାନ ନିବାସୀ ଡଃ ତପନ କୁମାର ମହନ୍ତ, ଶ୍ରମିକ ବ୍ୟାପାର ବିଭାଗର ସାଧାରଣ ସମ୍ପାଦକ ଭାବେ ଆବୁଧାବି ନିବାସୀ ସିଦ୍ଧାର୍ଥ ଦାସ ଏବଂ ଯୁଗ୍ମ ସାଧାରଣ ସମ୍ପାଦକ ଭାବରେ ନୂଆଦିଲ୍ଲୀରେ ଅବସ୍ଥାପିତ ରମାକାନ୍ତ ପ୍ରଧାନ ଓ ଭୁବନେଶ୍ବର ନିବାସୀ ବାସୁଦେବ ଜେନା,

କର୍ପୋରେଟ ବ୍ୟାପାର ଓ ପୁଞ୍ଜି ନିବେଶ ବିଭାଗର ସାଧାରଣ ସମ୍ପାଦକ ଭାବରେ ଭୁବନେଶ୍ବର ନିବାସୀ ବିଶିଷ୍ଟ ଉଦ୍ୟୋଗପତି ବ୍ରହ୍ମା ମିଶ୍ର ଏବଂ ଯୁଗ୍ମ ସାଧାରଣ ସମ୍ପାଦକ ଭାବରେ ଭୁବନେଶ୍ବରର ସୁନୀଲ ରାଉତ ଓ ଥାନେର ଆଲୋକ ରାଉତରାୟ, ଆନ୍ତର୍ଜାତିକ ସମ୍ପର୍କ ବିଭାଗର ସାଧାରଣ ସମ୍ପାଦକ ଭାବରେ ୟୁକେ ନିବାସୀ ଡଃ ଭାଗ୍ୟଶ୍ରୀ ସିଂହ ଏବଂ ଯୁଗ୍ମ ସାଧାରଣ ସମ୍ପାଦକ ଭାବେ ଜର୍ମାନୀର ଅମିତ ରାୱଲ ଓ ଆମେରିକାର ସମୟ ସାହୁ, ଭ୍ରମଣ ଓ ପର୍ଯ୍ୟଟନ ବିଭାଗର ସାଧାରଣ ସମ୍ପାଦକ ଭାବେ ମିଆଁମାର ଓଡ଼ିଆ ସମାଜର ସଭାପତି ଡଃ ଶୀତଲ ପାଲ ବାବୁ ଏବଂ ଯୁଗ୍ମ ସାଧାରଣ ସମ୍ପାଦକ ଭାବେ ଭିଏତନାମର ପରମାନନ୍ଦ ମହାପାତ୍ର ଓ ଭୁବନେଶ୍ବରର ଡଃ ସରୋଜିନୀ ପାଣି ପ୍ରମୁଖ ନିର୍ବାଚିତ ହୋଇଥିବା ପ୍ରାପ୍ତ ସୂଚନାରୁ ପ୍ରକାଶ।

ଶ୍ରୀ ସାହିତ୍ୟର ସମ୍ପାଦକ କୃଷ୍ଣ ନାୟକ ୱାଓସୋର ମୁଖ୍ୟ ମିଡିଆ ସଂଯୋଜକ ଏବଂ ନୂଆଦିଲ୍ଲୀର ପ୍ରଭାତୀ ନାୟକ ଓ ୟୁଏଇର ସୁଧାଶ୍ରୀ ଦାଶ ଯୁଗ୍ମ ମିଡିଆ ସଂଯୋଜକ ଭାବରେ ନିର୍ବାଚିତ ହୋଇଛନ୍ତି। ସୁପ୍ରିମକୋର୍ଟର ଅଧିବକ୍ତା ସସ୍ମିତା ତ୍ରିପାଠୀ ୱାଓସୋର ନୂଆ ମୁଖ୍ୟ ମୁଖପାତ୍ର ହେବେ । ୱାଓସୋର ପାଞ୍ଚ ଜଣିଆ ମୁଖପାତ୍ର ଭାବରେ ଜାପାନର କୁନା ଦାଶ, ଭୁବନେଶ୍ବରର ମନୋଜ ନାୟକ, ଚେନ୍ନାଇର ସଞ୍ଜୀବ ପଟ୍ଟନାୟକ, ପୁରୀର ଜୟଶ୍ରୀ ମହାପାତ୍ର ଓ ନୂଆଦିଲ୍ଲୀର ବିନାୟକ ଦାସ ନିର୍ବାଚିତ ହୋଇଛନ୍ତି I କୋଲକାତାର ବିଶିଷ୍ଟ ସାହିତ୍ୟିକ ପୀତାମ୍ବର ବାରିକ ପ୍ରକାଶନ ବିଭାଗ ସମ୍ପାଦକ ହେବେ। ପାଞ୍ଚଜଣ ଅତିରିକ୍ତ ସମ୍ପାଦକ ଭାବରେ କାନାଡ଼ାର ଡଃ ତନ୍ମୟ ପଣ୍ଡା, ନୂଆଦିଲ୍ଲୀର ଡଃ ଅନୀତା ପଣ୍ଡା, ଯାଜପୁରର ସୁକାନ୍ତି ରାଉତ, ଭୁବନେଶ୍ବରର ଡଃ ସୁନୀତି ମୁଣ୍ଡ ଓ ଜୀତୁ ମିଶ୍ର ପ୍ରମୁଖ ଅନର୍ଭୂକ୍ତ ହୋଇଛନ୍ତି। ୱାଓସୋର ଆନ୍ତର୍ଜାତିକ ଆଇନ ପରାମର୍ଶଦାତା ଭାବରେ ନୂଆଦିଲ୍ଲୀର ଅବନୀ ସାହୁ ଓ ଆମେରିକାର ସୁଚିସ୍ମିତା ଭୁୟାଁ ନାୟକ ଏବଂ ଜାତୀୟ ଆଇନ ପରାମର୍ଶଦାତା ଭାବରେ ଜୟପୁରର ଅଜିତ ପାତ୍ର ଓ ଭୁବନେଶ୍ବରର ପ୍ରଶାନ୍ତ କୁମାର ସାହୁ ନିର୍ବାଚିତ ହୋଇଛନ୍ତି।

ୱାର୍ଲଡ଼ ଓଡ଼ିଶା ସୋସାଇଟିର ମହିଳା ଶାଖାର ସଭାପତି ଭାବରେ କାନାଡ଼ାର ଡ଼ଃ ସୁନନ୍ଦା ମିଶ୍ର ପଣ୍ଡା,ଉପସଭାପତି ଭାବରେ ଅଷ୍ଟ୍ରେଲିଆର ପ୍ରଭାତୀ ପାଣିଗ୍ରାହୀ ଓ ନୂଆଦିଲ୍ଲୀର ରୀତା ପାତ୍ର, ସାଧାରଣ ସମ୍ପାଦକ ଭାବରେ ଭୁବନେଶ୍ବରର ଡଃ ଚିଦାତ୍ମିକା ଖଟୁଆ ଏବଂ ଦୁଇ ଯୁଗ୍ମ ସାଧାରଣ ସମ୍ପାଦକ ଭାବରେ ନୂଆଦିଲ୍ଲୀର ଡଃ ସାଗରୀକା ବର୍ମା ଏବଂ ବେଙ୍ଗାଲୁରୁର ସୀମିତା ଷଢଙ୍ଗୀ ପ୍ରମୁଖ ପୁନଃ ନିର୍ବାଚିତ ହୋଇଛନ୍ତି। ୱାଓସୋର ଯୁବ ଶାଖାର ପ୍ରୋତ୍ସାହକ ଭାବରେ ଅଷ୍ଟ୍ରେଲିଆର ରାମ ପ୍ରସାଦ ମହାନ୍ତି ଏବଂ ସଦସ୍ୟ ଭାବରେ ବ୍ରିଟେନର ଶ୍ଵେତଲାନା ନନ୍ଦ, ନୂଆଦିଲ୍ଲୀର ନନ୍ଦନ ଦ୍ଵିବେଦୀ ଏବଂ ୟୁଏଇର ଅମ୍ରିତ ବାହିନୀପତି ପ୍ରମୁଖ ନିର୍ବାଚିତ ହୋଇଛନ୍ତି। ଏହା ବ୍ୟତୀତ କାବେରୀ ବେହେରା ଅତିରିକ୍ତ ଭାବରେ ଅଫିସ ପ୍ରଶାସନର ସାଧାରଣ ସମ୍ପାଦକ ଦାୟିତ୍ଵଏବଂ ବନୋଜିନୀ ନାୟକ ଓ ବାସୁଦେବ ଜେନା ଯୁଗ୍ମ ସାଧାରଣ ସମ୍ପାଦକ ଭାବରେ କାର୍ଯ୍ୟଭାର ନିର୍ବାହ କରିବେ ବୋଲି ଜଣାପଡ଼ିଛି । ରିଟର୍ଣ୍ଣିଙ୍ଗ ଅଫିସର ସୁଧୀର ଦାଶଙ୍କର ତତ୍ୱାବଧାନରେ ଡିଜିଟାଲ ମଞ୍ଚରେ ନିର୍ବାଚନ ସୁରୁଖୁରୁରେ ସମାପନ ହେବା ପରେ ସେ ଆନୁଷ୍ଠାନିକ ଭାବରେ ଫଳାଫଳ ଘୋଷଣା କରିଥିଲେ। ୱାର୍ଲଡ଼ ଓଡ଼ିଶା ସୋସାଇଟିର ପ୍ରତିଷ୍ଠାତ୍ରୀ ବିଶିଷ୍ଟ ସମାଜସେବୀ ଡଃ ଅରୁନ୍ଧତୀ ଦେବୀ,ପୃଷ୍ଠପୋଷକ ଯାଜପୁରର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା ଏବଂ ଉପଦେଷ୍ଟା ଆମେରିକାରେ ଅବସ୍ଥାପିତ ପ୍ରତିଷ୍ଠିତ ଶିଳ୍ପଦ୍ୟୋଗି ଧୀରେନ୍ଦ୍ର କର ଅଛନ୍ତି।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରଣପୁର ଚକାଶିଳା କ୍ଷେତ୍ରରେ ଲକ୍ଷାଧିକ ଭକ୍ତ ରୂପା ବେଶ ରେ ସଜେଇ ହେଲେ ତିନି ଠାକୁର ଶ୍ରୀଜିଉଙ୍କ ଦର୍ଶନ ପାଇ ପ୍ରବଳ ଭିଡ

ରଣପୁର ଚକାଶିଳା କ୍ଷେତ୍ରରେ ଲକ୍ଷାଧିକ ଭକ୍ତ ରୂପା ବେଶ ରେ ସଜେଇ ହେଲେ ତିନି ଠାକୁର ଶ୍ରୀଜିଉଙ୍କ ଦର୍ଶନ ପାଇ ପ୍ରବଳ ଭିଡ

July 26, 2026
ଜଙ୍ଗଲ ରାସ୍ତାରେ ଡକାୟତି ଅଭିଯୋଗ ରେ ଦୁଇ ଗିରଫ

ଜଙ୍ଗଲ ରାସ୍ତାରେ ଡକାୟତି ଅଭିଯୋଗ ରେ ଦୁଇ ଗିରଫ

July 26, 2026
ଜନ୍ମବେଦୀରେ ସରିଲା ଶ୍ରୀଜିଉଙ୍କ ଲୀଳାଖେଳ : “ଜୟ ଜଗନ୍ନାଥ” ଧ୍ୱନିରେ ପ୍ରକମ୍ପିତ ସାରା ଅଞ୍ଚଳ

ଜନ୍ମବେଦୀରେ ସରିଲା ଶ୍ରୀଜିଉଙ୍କ ଲୀଳାଖେଳ : “ଜୟ ଜଗନ୍ନାଥ” ଧ୍ୱନିରେ ପ୍ରକମ୍ପିତ ସାରା ଅଞ୍ଚଳ

July 26, 2026
ଶ୍ରୀଜଗନ୍ନାଥ ଜୟୁଙ୍କ ସୁନାବେଶ, ଶତାଧିକ ଶ୍ରଦ୍ଧାଳୁ ଭକ୍ତଙ୍କ ସମାବେଶ

ଶ୍ରୀଜଗନ୍ନାଥ ଜୟୁଙ୍କ ସୁନାବେଶ, ଶତାଧିକ ଶ୍ରଦ୍ଧାଳୁ ଭକ୍ତଙ୍କ ସମାବେଶ

July 26, 2026

Recent News

ରଣପୁର ଚକାଶିଳା କ୍ଷେତ୍ରରେ ଲକ୍ଷାଧିକ ଭକ୍ତ ରୂପା ବେଶ ରେ ସଜେଇ ହେଲେ ତିନି ଠାକୁର ଶ୍ରୀଜିଉଙ୍କ ଦର୍ଶନ ପାଇ ପ୍ରବଳ ଭିଡ

ରଣପୁର ଚକାଶିଳା କ୍ଷେତ୍ରରେ ଲକ୍ଷାଧିକ ଭକ୍ତ ରୂପା ବେଶ ରେ ସଜେଇ ହେଲେ ତିନି ଠାକୁର ଶ୍ରୀଜିଉଙ୍କ ଦର୍ଶନ ପାଇ ପ୍ରବଳ ଭିଡ

July 26, 2026
ଜଙ୍ଗଲ ରାସ୍ତାରେ ଡକାୟତି ଅଭିଯୋଗ ରେ ଦୁଇ ଗିରଫ

ଜଙ୍ଗଲ ରାସ୍ତାରେ ଡକାୟତି ଅଭିଯୋଗ ରେ ଦୁଇ ଗିରଫ

July 26, 2026
ଜନ୍ମବେଦୀରେ ସରିଲା ଶ୍ରୀଜିଉଙ୍କ ଲୀଳାଖେଳ : “ଜୟ ଜଗନ୍ନାଥ” ଧ୍ୱନିରେ ପ୍ରକମ୍ପିତ ସାରା ଅଞ୍ଚଳ

ଜନ୍ମବେଦୀରେ ସରିଲା ଶ୍ରୀଜିଉଙ୍କ ଲୀଳାଖେଳ : “ଜୟ ଜଗନ୍ନାଥ” ଧ୍ୱନିରେ ପ୍ରକମ୍ପିତ ସାରା ଅଞ୍ଚଳ

July 26, 2026
ଶ୍ରୀଜଗନ୍ନାଥ ଜୟୁଙ୍କ ସୁନାବେଶ, ଶତାଧିକ ଶ୍ରଦ୍ଧାଳୁ ଭକ୍ତଙ୍କ ସମାବେଶ

ଶ୍ରୀଜଗନ୍ନାଥ ଜୟୁଙ୍କ ସୁନାବେଶ, ଶତାଧିକ ଶ୍ରଦ୍ଧାଳୁ ଭକ୍ତଙ୍କ ସମାବେଶ

July 26, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରଣପୁର ଚକାଶିଳା କ୍ଷେତ୍ରରେ ଲକ୍ଷାଧିକ ଭକ୍ତ ରୂପା ବେଶ ରେ ସଜେଇ ହେଲେ ତିନି ଠାକୁର ଶ୍ରୀଜିଉଙ୍କ ଦର୍ଶନ ପାଇ ପ୍ରବଳ ଭିଡ

ରଣପୁର ଚକାଶିଳା କ୍ଷେତ୍ରରେ ଲକ୍ଷାଧିକ ଭକ୍ତ ରୂପା ବେଶ ରେ ସଜେଇ ହେଲେ ତିନି ଠାକୁର ଶ୍ରୀଜିଉଙ୍କ ଦର୍ଶନ ପାଇ ପ୍ରବଳ ଭିଡ

July 26, 2026
ଜଙ୍ଗଲ ରାସ୍ତାରେ ଡକାୟତି ଅଭିଯୋଗ ରେ ଦୁଇ ଗିରଫ

ଜଙ୍ଗଲ ରାସ୍ତାରେ ଡକାୟତି ଅଭିଯୋଗ ରେ ଦୁଇ ଗିରଫ

July 26, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version