No Result
View All Result
୩୦ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୋଲସରା :-> ରାଜ୍ୟ ସରକାର ଙ୍କ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ & ଭୁବନେଶ୍ୱର ସ୍ଥିତ କଲ୍ପନା ଛକ ,କେନ୍ଦ୍ର ସରକାରଙ୍କ ହସ୍ତଶିଳ୍ପ ବିଭାଗ ହସ୍ତଶିଳ୍ପ ଡାଇରେକ୍ଟର (H) ଙ୍କ ସହାୟତା ରେ ହୋଇପାରିବ ଯାହା ଆପଣଙ୍କ ପ୍ରେସ ଖବର ମାଧ୍ୟମରେ ।
ସହାୟତା ଏକାନ୍ତ କାମ୍ୟ ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ୍ ଅନ୍ତର୍ଗତ ମଥୁରା ଗ୍ରାମ ପଞ୍ଚାୟତ ରେ ସୂକ୍ଷ୍ମ ହାତତିଆରି କଳାକୃତି ର ୮ ଟି କୌଳିକ ବୃତି ର ଜାତି ବସ, ବାସ କରନ୍ତି ସେଥି ମଧ୍ୟରୁ କଂସା ପିତଳ,ଗୋବର କଣ୍ଢେଇ,ପଥର ଖୋଦେଇ, ଲୁଗାବୁଣ ତନ୍ତୀ,ହରିଜନ ବସ୍ତିର ବାଉଁଶପାତୀ, କୁମ୍ଭକାର ( ମାଟି ରେ ତିଆରି ) ଲଳିତକଳା ପଟ୍ଟଚିତ୍ର,କାଠ ଖୋଦେଇ & କେଳା ସମ୍ପ୍ରଦାୟ ର ଗଞ୍ଜାମ ଲୋକକଳା ଦଉଡ଼ି ଉପରେ କେଳାନାଚ ଅନ୍ୟତମ ଅଟେ !
ଏଣୁ ଆପଣଙ୍କ ସହାୟତା ମାରଦା ମନ୍ଦିର ପରିସରରେ ପ୍ରବାସୀ ଭାରତୀୟ ଦିବସ ବା ଶ୍ରୀ ଜଗନ୍ନାଥ ସଂସ୍କୃତି ପରମ୍ପରା କୁ ସୁରକ୍ଷା ସହିତ ସରକାରୀ ସ୍ତରରେ ଏହି ଦିବସ ପାଳନ କରାଗଲେ ହାତ ତିଆରି ସୂକ୍ଷ୍ମ କାରୁକାର୍ଯ୍ୟ ର ବିକ୍ରିବଟା ସହିତ କୁଶଳୀ କାରିଗରୀ ଙ୍କ ଜୀବନ, ଜୀବିକା ବଂଚି ରହିପାରିବ ଯାହା ଫଳରେ ଦାଦନ ଓ ବେକାରୀ ସମସ୍ୟା ଦୂର ହୋଇପାରିବ । 

No Result
View All Result