• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଅପରାଧ

ଭଦ୍ରକ କଣ୍ଟାବଣିଆ ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା : ନିଜ ବେକରେ ଦୌଡ଼ି ଦେଇ ଆତ୍ମହତ୍ୟା

Proprietor Abhimanyu Maharana by Proprietor Abhimanyu Maharana
December 28, 2024
in ଅପରାଧ, ଓଡ଼ିଶା, ଭଦ୍ରକ, ହୋମ୍
0
ଭଦ୍ରକ କଣ୍ଟାବଣିଆ ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା : ନିଜ ବେକରେ ଦୌଡ଼ି ଦେଇ ଆତ୍ମହତ୍ୟା
Share on FacebookShare on TwitterWhatsapp

ମା ପୁଅ ପାଇଁ ବାହୁନି ବାହୁନି କାଦୁଛି ପୁଅ ମୋର ଗେଲା ତୁ କଉଠି ଅଛୁ ଭଲରେ ଥା ତୁ ମତେ ଏକା କରିଦେଲୁ ପ୍ରେମ ଓ ପରେ ପ୍ରତାରଣା ନେଲା ପ୍ରେମିକ ଜୀବନ

୨୭ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭଦ୍ରକ :->  ଚେନାଇ ରହୁଥିବା ଆକବର ନାମକ ପିଲା ଜଣେ ଡାଇନାମା ମିସ୍ତ୍ରୀ ଭାବେ କାର୍ଯ୍ୟରତ ଥିଲେ,ମାସକୁ ପ୍ରାୟ ପଚାଶ ହଜାର ଟଙ୍କା income କରୁଥିଲେ, ସୁହାଲିଆ ଅନସାରୀ ନାମକ ଝିଅକୁ ପ୍ରାୟ 2ବର୍ଷ ହେବ ଅନ୍ଧଭାବରେ ପ୍ରେମ କରୁଥିଲେ ଏବଂ ଉଭୟଙ୍କର ପ୍ରେମ ସମ୍ପର୍କ ଭଲ ଭାବେ ଚାଲିଥିଲା, ପିଲା ମଧ୍ୟ ତାର ପିତାମାତାକୁ କହିଦେଇଥିଲା ସେହି ଝିଅକୁ ବିବାହ କରିବ,ଯାହା income କରୁଥିଲା ସେ ଝିଅକୁ ସୁନା ଗହଣା, ସୁସ୍ୱାଦୁ ଖାଇବା ପିଇବା, ଫ୍ଲିଫ କାର୍ଡ ଜରିଆରେ ସବୁବେଳେ ଝିଅ ପାଇଁ order ମଗେଇବା, ଏପରିକି ଲକ୍ଷ ଲକ୍ଷ ଟଙ୍କା ଦେବାରେ ମଧ୍ୟ ହେଳା କରୁନ ଥିଲା, ସେ ଝିଅ ଯାହା ମାଗୁଥିଲା ଏବଂ ଯେତେବେଳେ ମାଗୁଥିଲା ସଙ୍ଗେ ସଙ୍ଗେ ପୂରଣ କରୁଥିଲା କିନ୍ତୁ ପ୍ରେମିକ ଆକବର ଜାଣିନଥିଲା ପ୍ରେମିକା ସୁହାଲିଆ ଜଣେ ଧୋକେବାଜ ଓ ପ୍ରତାରଣା ଦେବ ବୋଲି,

ପ୍ରେମିକା ପାଇଁ ଏତେ କଲା ପରେ ମଧ୍ୟ ଶେଷରେ ପ୍ରେମିକା ପ୍ରେମିକ ସହ ଖେଳିଲା ଓ ଛଳନା କଲା, ଫଳରେ ସରଳ ନିରୀହ ପ୍ରେମିକ ବାଧ୍ୟ ହେଳା ଆତ୍ମହତ୍ୟା କରିବା ପାଇଁ.. କିନ୍ତୁ ମୃତ୍ୟୁ ପୂର୍ବରୁ ପ୍ରେମିକ ଭଲ ପାଉଥିବା ପ୍ରେମିକାକୁ କରିଥିଲା ଭିଡିଓ କଲ,ହଁ ଦର୍ଶକ ବନ୍ଧୁ ସେହି ପରିବାରର ଏକମାତ୍ର ରୋଜଗାରିଆ ପୁଅକୁ ହରେଇଲା, ହଁ ଆଜ୍ଞା ପ୍ରେମ ଟିକକ ପାଇବା ପାଇଁ ନିଜ ଜୀବନ ହରାଇବାକୁ ପଛଘୁଂଚା ଦେଇ ନଥିଲେ ପ୍ରେମିକ ସେକ ଆକବର, ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରିଥିଲେ ସେହି ଧୋକେବାଜ ପ୍ରତାରଣା ଓ ଛଳନା ଖଳନାୟିକା ପ୍ରେମିକା ଷୋହେଲା ଅନସାରୀ।

ଭଦ୍ରକ କଣ୍ଟାବଣିଆ ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା 14ଡିସେମ୍ବର ସମୟ 12.46ବେଳେ,ପ୍ରେମିକ ପ୍ରେମିକା ବାର୍ତ୍ତାଳାପ ତା ପରେ ପ୍ରେମିକ ନିଜ ଗାମୁଛା ରେ ଫେନ ରେ ବାନ୍ଧି ନିଜ ବେକରେ ଦୌଡ଼ି ଦେଇ ଆତ୍ମହତ୍ୟା କରିଛି । ପ୍ରେମିକ ଚାହୁଁ ଥିଲା ବିବାହ ପାଇଁ କିନ୍ତୁ ପ୍ରେମିକା ରାଜି ନ ହୋଇ କହିଲା ମୁଁ ତମକୁ ବିବାହ କରିବି ନାହିଁ, ପ୍ରେମିକର ସବୁସ୍ୱପ୍ନ ଧୂଳିସାତ୍ ହୋଇ ଯାଇଥିଲା,ସେ ଏକ ବିରାଟ ବଡ ଭୁଲ ନିଷ୍ପତି ନେଇ ବସିଥିଲା ଘରେ କେହି ନଥିଲେ ।

ପରିବାର ଲୋକେ ପ୍ରଥମେ ଭଦ୍ରକ ଟାଉନ୍ ଥାନା ରେ ଏତଲା ଦେଇଥିଲେ,ପରେ କିଛି ଫଳପ୍ରଦ ହେଇନଥିଲା,ସେଥି ପାଇଁ ପରିବାର ଲୋକ ଆଉ ପଡୋଶୀ ଆସି ଏସପି ଦ୍ୱାରସ୍ଥ ହୋଇଥିଲେ,ଏସପି ସେହି ଦୁଖଃଦ ଓ ମର୍ମାହତ ପରିବାରକୁ ପ୍ରତିଶୃତି ଦେଇଛନ୍ତି ନିଶ୍ଚିତ ଶୀଘ୍ର ନ୍ୟାୟ ଦେବେ ,ଶେଷରେ ପରିବାର ତରଫରୁ ପୋଲିସକୁ ଅନୁରୋଧ କରିଛନ୍ତି ଯେତେ ଶୀଘ୍ର ଦୋଷୀକୁ ଗିରଫ କରି କଠୋର ରୁ କଠୋର ଦଣ୍ଡ ମିଳୁ । ଆମ ପୁଅ କୁ ନ୍ୟାୟ ଦିଅନ୍ତୁ SP ସାର I

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଶ୍ରୀଜୀଉଙ୍କ ବନକଲାଗି : ମହାସ୍ନାନ ପରେଭକ୍ତ ଦର୍ଶନ

ଶ୍ରୀଜୀଉଙ୍କ ବନକଲାଗି : ମହାସ୍ନାନ ପରେଭକ୍ତ ଦର୍ଶନ

March 6, 2026
ଡ୍ରଙ୍କ ଆଣ୍ଡ ଡ୍ରାଇଭିଂ ପାଇଁ ୧୫୩ ଚାଳକଙ୍କ ବିରୋଧରେ ମାମଲା

ଡ୍ରଙ୍କ ଆଣ୍ଡ ଡ୍ରାଇଭିଂ ପାଇଁ ୧୫୩ ଚାଳକଙ୍କ ବିରୋଧରେ ମାମଲା

March 5, 2026
ପୁରୀରେ ସାଇବର ଠକେଇର ପର୍ଦାଫାଶ – ୩ ଅଭିଯୁକ୍ତ ଗିରଫ

ପୁରୀରେ ସାଇବର ଠକେଇର ପର୍ଦାଫାଶ – ୩ ଅଭିଯୁକ୍ତ ଗିରଫ

March 5, 2026
୫୪ତମ ଆଚାର୍ଯ୍ଯ ସ୍ମାରକୀ ଭଲିବଲ ଟୁର୍ଣ୍ଣାମେଣ୍ଟ ଊଦଘାଟିତ

୫୪ତମ ଆଚାର୍ଯ୍ଯ ସ୍ମାରକୀ ଭଲିବଲ ଟୁର୍ଣ୍ଣାମେଣ୍ଟ ଊଦଘାଟିତ

March 5, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଶ୍ରୀଜୀଉଙ୍କ ବନକଲାଗି : ମହାସ୍ନାନ ପରେଭକ୍ତ ଦର୍ଶନ

ଶ୍ରୀଜୀଉଙ୍କ ବନକଲାଗି : ମହାସ୍ନାନ ପରେଭକ୍ତ ଦର୍ଶନ

March 6, 2026
ଡ୍ରଙ୍କ ଆଣ୍ଡ ଡ୍ରାଇଭିଂ ପାଇଁ ୧୫୩ ଚାଳକଙ୍କ ବିରୋଧରେ ମାମଲା

ଡ୍ରଙ୍କ ଆଣ୍ଡ ଡ୍ରାଇଭିଂ ପାଇଁ ୧୫୩ ଚାଳକଙ୍କ ବିରୋଧରେ ମାମଲା

March 5, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version