No Result
View All Result
୨୦ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭଦ୍ରକ :-> ଭଦ୍ରକ ଜିଲ୍ଲା ସ୍ୱାସ୍ଥ୍ୟସେବାରେ ଗୋଷ୍ଠୀ ସହଭାଗିତା ଆଧାରରେ ଉଲ୍ଲେଖନୀୟ ଉଳେ କାର୍ଯ୍ୟ ଓ ନାୟିତ୍ଵ ନିର୍ବାହ ପାଇଁ ଯୋଗ୍ୟ ଆଶାକର୍ମୀ, ଗ୍ରାମ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତିମାନଙ୍କୁ ନଙ୍କୁ ପୁରସ୍କୃତ କରାଯିବା ନେଇ ଭଦ୍ରକ ଜିଲ୍ଲା ଆଶା, ଗ୍ରାମକଲ୍ୟାଣ ସମିତି ସମାବେଶ ଅନୁଷ୍ଠିତ ହୋଇଯାଇଛି ।ସହିଦ୍ ସ୍ମୃତି ଭବନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧକାରୀ ଡ଼ା. ସୁଧାଂଶୁ ଶେଖର ବଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ଭଦ୍ରକ ଜିଲ୍ଲାପରିଷଦର ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା ମୁଖ୍ୟ । ଅତିଥି ଭାବେଯୋଗ ଦେଇ କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ ।
ଆଶାମାନେ ହିଁ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବାର ପ୍ରକୃତ ମେରୁଦଣ୍ଡ ଣ୍ଡ ଏବଂ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ତୃଣମୂଳସ୍ତରରେ ପହଞ୍ଚାଇବା ପାଇଁ ପାଇଁ ସମସ୍ତ ସ୍ଵାସ୍ଥ୍ୟକର୍ମୀମାନଙ୍କ ମଧ୍ୟରେ ସହଯୋଗିତା, ସହଭାଗିତା ଓ ସମନ୍ବୟତାର ଆବଶ୍ୟକ ଅଛି ବୋଲି ମୁଖ୍ୟ ଅ ଅତିଥି ବକ୍ତବ୍ୟ ପ୍ରସଙ୍ଗରେ ପ୍ରକାଶ କରିଥିଲେ । ଅନ୍ୟତମ ସମ୍ମାନିତ ନିତ ଅତିଥିଭାବେ ଜିଲ୍ଲା ସହ ଚିକିତ୍ସାଧୂକାରୀ ଡ଼ା. ଅମୂଲ୍ଯ କୁ କୁମାର ଦାସ, ଡ଼ା କନକଲତା ସାହୁ, ଡ଼ା. ସଂଗୀତ ବଳ ଏବଂ ଡ଼ା. ସନ୍ତୋଷ କୁମାର ପୃଷ୍ଟି, ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜିକା ସୁଶ୍ରୀ ସରିତା ମହାପାତ୍ର ପ୍ରମୁଖ ଯୋଗ ଦେଇ ସମାବେଶର ଆଭିମୁଖ ମୁଖ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ ।
ପରିଚାଳିକା କଳ୍ପନା ସାମଲ ଏବଂ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବ୍ଲକ୍ର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ, ପି. ପି.ଏଚ୍.ଓ., ବିପିଏମ୍, ଆଶାକର୍ମୀ ଓ ଅଙ୍ଗନବାଡ଼ି କର୍ମୀ, ମହିଳା ଆରୋଗ୍ୟ ସମିତି ଓ ଗ୍ରାମ କଲ୍ୟାଣ ସମିତିର ସଦସ୍ୟ ସଦସ୍ୟାମାନେ ଉପ ଉପସ୍ଥିତ ଥିଲେ । ସହପରିଚାଳକ ଅଭିଳାଷ ପାଣିଗ୍ରାହୀ ଅତିଥୁ ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଆଶାର ସହ ତିହିଡ଼ିର ବିତ୍ତ ପରିଚାଳକ ବିପ୍ଲବ ରଞ୍ଜନ ପତି କାର୍ଯ୍ୟକ୍ରମ ସଂଯୋଜନାରେ ଆନୁଷଙ୍ଗିକ ସହଯୋଗ କରିଥିଲେ ।
ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଭଣ୍ଡାରିପୋଖରୀର ସ୍ଵାସ୍ଥ୍ୟ କର୍ମଚାରୀ ଓ ସି.ଏଚ୍.ଓ ମାନଙ୍କ ଦ୍ଵାରା ବନ୍ଦେ ଉତ୍କଳ ଜନନୀ ଗାନ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏ.ଡ଼ି.ପି.ଏଚ୍.ଓ. ଅନୀତା ରାଣୀ ରାଉତ, ବି.ପି.ଏମ୍. ଜିତେନ୍ଦ୍ର ନାରାୟଣ ବିଶ୍ଵାଳ, ବରପଦା ସି.ଏଚ୍.ସିର ଅଧୂକାରୀ ଡ଼ା ଉମେଶ କୁମାର ଜେନା, ପି.ଓ. ଜିଲ୍ଲା ବିଭାଗର ସବିତା ବେହେରା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଡ଼ି.ପି.ଏମ୍, ଦେବବ୍ରତ ମହାପାତ୍ର କରିଥିଲେ । କରାଯିବା ସହ ମ୍. ଧାମନଗର ସମାଜ ମଙ୍ଗଳ ଧନ୍ୟବାଦ ଅର୍ପଣ କଲେ l

No Result
View All Result