No Result
View All Result
୧୯ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭଦ୍ରକ :-> ଭଦ୍ରକ ଜିଲ୍ଲାପାଳ କୁ ବଣିକ ସଂଘ ଗାନ୍ଧୀପଡିଆ ରୁ ଏକ ପଦଯାତ୍ରା ବାହାରି ଜିଲ୍ଲାପାଳ ଦାବି ପତ୍ର ଦେଲେ କଚେରି ମାର୍କେଟ ରେବଣିକ ସଂଘ ଭଦ୍ରକ କଚେରି ବଜାର ଦ୍ଵାରା ଉଚ୍ଛେଦ ହୋଇଥିବା ଦୋକାନୀ ବ୍ୟବସାୟୀ ମାନଙ୍କ ପୁନଃ ଥଇଥାନ ପାଇଁ ଆଜିର ଭଦ୍ରକ ଜିଲ୍ଲାପାଳ କାର୍ଯ୍ୟଳୟ ସାମ୍ନାରେ ଗର୍ଜନ କଲେ ବ୍ୟବସାୟୀ ଏହି ଡାକରାରେ ସାମିଲ୍ ହୋଇ ନିଜ ମତ ବ୍ୟକ୍ତ କଲେ ପୂର୍ବ ସରକାର । ରେ ଭଦ୍ରକ ସହରର କିଛି ଜାଗା ଚିହ୍ନଟ କରି ପାରିଷଦ ବୈଠକରେ ପୂର୍ଣ୍ଣ ସହମତି ରେ resolution ପାସ୍ କରି ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳଙ୍କୁ ଉକ୍ତ ଜାଗା ପୌରପାଳିକାକୁ ହସ୍ତାନ୍ତର କରିବାକୁ ନିବେଦନ କରି ଥିଲେ l
ସାଧାରଣ ନିର୍ବାଚନ ରେ ପ୍ରଚାର ସମୟ ରେ କହିଥିଲେ ଓଡ଼ିଶାରେ ବିଜେପି ସରକାର ଆସିଲେ ଭଦ୍ରକ କୁ ନୂଆ ଉନ୍ନତି ରେ କୌଣସି ହେଳା କରିବୁ ନାହିଁ କଥା ଦେଇ କଥା ରଖିଲେ ନାହିଁ ମୋହନ ସରକାର ଯାହା ଦ୍ୱାରା ଉଛେଦ ହେଇଥିବା ଦୋକାନୀ ବ୍ୟବସାୟୀ ମାନଙ୍କୁ ଥଇଥାନ କରିପାରିବୁ ବିଫଳ ମୋହନ ସରକାର ଦୋକାନୀ ବ୍ୟବସାୟୀ ମାନେ ଦୁଃଖିତ ଆମର ଏହି ନିବେଦନ ଜିଲ୍ଲାପାଳ ଉପଯୁକ୍ତ ପଦକ୍ଷେପ କିଛି ଏପର୍ଯ୍ୟନ୍ତ ନେଲେ ନାହିଁ । ବିଜେପି ର ବଡ଼ ବଡ଼ ନେତା ଏବଂ ବିଧାୟକ ସଂସଦ କହିଥିଲେ ୩ ମାସ ଭିତରେ ଦୋକାନ ଘର ଦେଇ ବ୍ୟବସାୟୀ ମାନଙ୍କୁ ଥଇ ଥାନ କରିବେ କିନ୍ତୁ କଲେ ନାହିଁ ବାଦ୍ୟ ହୋଇ ଆଜି ଭଦ୍ରକ ଜିଲ୍ଲାପାଳ କୁ ଦୁଃଖ ଶୁଣେଇ ଲେ ଆଗେ ଦୋକାନୀ ବ୍ୟବସାୟୀ ମାନ ଙ୍କୁ ଥଇ ଥାନ କରନ୍ତୁ ନ ହେଲେ
ଆଗାମୀ ଦିନରେ ଭୟଙ୍କର ହବ ଯେ ବର୍ଷେ ପୂର୍ବରୁ ମୋଚି ଛକ-ପୁରୁଣାବଜାର ରାସ୍ତା ପ୍ରଶସ୍ତିକରଣ ଉଦ୍ଦେଶ୍ୟରେ ଦୋକାନୀ ବ୍ୟବସାୟୀ ମାନେ ସ୍ଵ-ଇଚ୍ଛାରେ ନିଜ ନିଜ ଦୋକାନ ଉଠାଇନେଇଥିଲେ କିନ୍ତୁ ଏବେ ପର୍ଯ୍ୟନ୍ତ ନା ସେ ଉଦ୍ଦେଶ୍ୟ ପୂରଣ ହୋଇପାରିଲା ନା ଦୋକାନୀ ବ୍ୟବସାୟୀ ମାନଙ୍କୁ ଥଇଥାନ କରିପାରିଲେ l ଜିଲ୍ଲାପାଳ ମହୋଦୟ ଙ୍କୁ ବିନୀତ ପ୍ରାର୍ଥନା କରି କି କହିଲେ ଯଥାଶୀଘ୍ର ପୌରପାଳିକା ଦ୍ୱାରା ଚିହ୍ନଟ କରିଥିବା କିଛି ଜାଗାକୁ ହସ୍ତାନ୍ତର କଲେ ବ୍ୟବସାୟୀ ମାନେ ନିଜ ନିଜର ବ୍ୟବସାୟୀ କରିପାରିବେ l
ଭଦ୍ରକ ପୌରପାଳିକା ମାଧ୍ୟମ ରେ ଉଚ୍ଛେଦ ଦୋକାନୀ ବ୍ୟବସାୟୀ ଙ୍କୁ ଥଇଥାନ କରିପାରିବୁ। ବହୁସଂଖ୍ୟକ ଦୋକାନୀ ଭାଇ ମାନେ ଏକ ହୋଇ ପଦ ଯାତ୍ରା ଗାନ୍ଧୀ ପଡିଆ ମହାତ୍ମାଗାନ୍ଧୀ ଙ୍କ ପୁଷ୍ପ ମାଅର୍ପଣ କରି ଭଦ୍ରକ ଜିଲ୍ଲାପାଳ ଙ୍କୁ ଦାବିପତ୍ର ରେ ଦୁଃଖ ଜଣାଇଛନ୍ତି କି ତାଙ୍କୁ ଥଇଥାନ କରା ଯାଉ।ଦେଖା ଯାଉ ତାଙ୍କ ଦାବି କେବେ ପୁରଣ ହେଉଛି , ତାଙ୍କ ର ଦାବି ଥିଲା ସବୁ ଦୋକାନୀ ମାନଙ୍କୁ ଦୋକାନ ଘର ପ୍ରଦାନ ପୂର୍ବକ ଥଇଥାନ ,ଉଚ୍ଛେଦ ହୋଇଥିବା ଦୋକାନୀ ବ୍ୟବସାୟୀ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରନ୍ତୁ l.
No Result
View All Result