୧୧ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭଦ୍ରକ :-> ବିଜେପି ସରକାର କଥା ଦେଇ କଥା ରଖିଲେ ମୋହନ ଚରଣ ମାଝୀ ଚାଷୀଙ୍କୁ ଇନପୁଟ୍ ସହାୟତା ଦେଲେ ମୁଖ୍ୟମନ୍ତ୍ରୀ । ଚାଷୀଙ୍କ ଖାତାକୁ ଗଲା ୮୦୦ ଟଙ୍କାର ବୋନସ .. ଚାଷୀଙ୍କୁ ଇନପୁଟ୍ ସହାୟତା ଦେଲେ ମୁଖ୍ୟମନ୍ତ୍ରୀ ।

ଚାଷୀଙ୍କ ଖାତାକୁ ୮୦୦ ଟଙ୍କାର ବୋନସ ପଠାଇଲେ ମୋହନ । ସୋହେଲାରୁ ଶୁଭାରମ୍ଭ କରି କହିଲେ ଚାଷୀଙ୍କ ଉନ୍ନତି ପାଇଁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ l

ଚାଷୀଙ୍କୁ ଇନପୁଟ୍ ସହାୟତା ଦେଲେ ମୁଖ୍ୟମନ୍ତ୍ରୀ । ଚାଷୀଙ୍କ ଖାତାକୁ ୮୦୦ ଟଙ୍କାର ବୋନସ ପଠାଇଲେ ମୋହନ । ସୋହେଲାରୁ ଶୁଭାରମ୍ଭ କରିଛନ୍ତି ମୋହନ ମାଝୀ । ଚାଷୀଙ୍କ ଖାତାକୁ ଟଙ୍କା ପଠାଇବା ସହ ପୂର୍ବ ସରକାରଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ମଞ୍ଚରେ ପୂର୍ବ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ୨୪ବର୍ଷ ଶାସନରେ ପୂର୍ବ ସରକାର ଯାହା କରିପାରିନଥିଲେ ତାହା ୬ମାସ ବିଜେପି ସରକାର କରି ଦେଖାଇଛି ।ଯାହାକୁ ନେଇ ଇର୍ସାରେ ଜଳିଯାଉଛନ୍ତି ପୁର୍ବ ସରକାରର ନେତୃତ୍ୱ ଓ କଂଗ୍ରେସ ।

ପୂର୍ବ ସରକାର କେବଳ ଭୋଟ ବ୍ୟାଙ୍କ ତିଆରି କରିଥିଲେ। ଚାଷୀଙ୍କ ଉନ୍ନତି ପାଇଁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ । ସାଧାରଣ ନିର୍ବାଚନ ସମୟ ଯଉ ସବୁ ପ୍ରତିଶୃତି ଓଡିଶା ବାସୀଙ୍କୁ ଦେଇଥିଲେ ବିଜେପି ସରକାର ଆସିଲେ ଚାଷୀଙ୍କୁ ଧାନ ରେ ୨ ଗୁଣା ଦବୁ l

ଆସୁ ଆସୁ ପ୍ରଥମେ ମା ମାନଙ୍କୁ ସୁଭଦ୍ରା ଟଙ୍କା ଦେଲେ ସରକାର କଥାରେ ନୁହେଁ କାମରେ ବିଶ୍ୱାସ କରନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।