No Result
View All Result
୦୮ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :-> କେନ୍ଦ୍ର ସରକାର ଙ୍କ ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଭାରତ ସରକାର ଶାଖା ମାଇ ଭାରତ ( ନେହରୁ ଯୁବ କେନ୍ଦ୍ର )ଫୁଲବାଣୀ ତରଫରୁ ଜ଼ିଲ୍ଲା ସ୍ତରୀୟ ଯୁବ ଉତ୍ସବ କାର୍ଯ୍ୟକ୍ରମ ବି. ଇ.ଡି କଲେଜ ଫୁଲବାଣୀ ଠାରେ ଅନୁଷ୍ଠିତ ହୋଇ ଯାଇଅଛି l ଅନୁଷ୍ଠିତ କାର୍ଯ୍ୟକ୍ରମ କୁ ମୁଖ୍ୟ ଅତିଥି ଭାବରେ ବି ଇ ଡି କଲେଜ ର ଅଧକ୍ଷ ମଧୁପ ସୁନା ଯୋଗ ଦେ ଇ ଥିବା ବେଳେ ସଂମାନିତ ଅତିଥିଭାବେ ଆଇନ ଯିବି ବିଜୟ କୃଷ୍ଣ ପଟ୍ଟନାୟକ, ଅବସର ପ୍ରାପ୍ତ ଏ ସ ଆ ଇ ଅ ଫ ସ୍କୁଲ ର ନବ କିଶୋର ରଥ, ନିଶ୍ୱାସ କଲେଜ ର ଅଧକ୍ଷ ପ୍ରସନ ବିଶୋଇ, ସରକାରୀ ସି ଟି କଲେଜ ର ଅଧକ୍ଷ କୃଷ୍ଣ ଲେନ୍ଦ୍ରା, ବି ଇ ଡି କଲେଜ ର ଅଧାପକ ମନୋଜ କୁମାର ଲେଙ୍କା ଅକ୍ଷୟ କୁମାର ସ୍ୱାଇ,ଏବଂ ମା ଇ ଭାରତ (ନେହରୁ ଯୁବ କେନ୍ଦ୍ର) ଫୁଲବାଣୀ ର ଜ଼ିଲ୍ଲା ଯୁବ ଅଧିକାରୀ ନଭନୀତ କୁମାର,ପ୍ରମୁଖ ଯୋଗ ଦେ ଇ ଥିଲେ l
ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବିଜ୍ଞାନ ମେଳା ସିନିୟର, ଜୁନିଅର, ଚିତ୍ରାଙ୍କନ, କବିତା, ବକୃତା,ସିନିଅର ଓ ଜୁନିଅର,ମୋବାଇଲ ଫୋଟୋ ଚିତ୍ର, ସାଂକୃତିକ କାର୍ଯ୍ୟକ୍ରମ ଇତ୍ୟାଦି ପ୍ରତି ଯୋଗିତା କନ୍ଧମାଳ ଜ଼ିଲ୍ଲା ର ବିଭିନ୍ନ ବ୍ଲକ ରୁ ଆସିଥିବା ଭାଇ ଓ ଭଉଣୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇ ଥିଲା l ବକୃତା ପ୍ରତିଯୋଗିତା ରେ ଅହଳିଶା ରାଜନନ୍ଦିନୀ, ପ୍ରଥମ, ସୋଲାନି ମହାପାତ୍ର ଦ୍ୱିତୀୟ, ସିମରଣ ପଟନାୟକ, ଜୁନିଅର ବିଭାଗରେ ଇପ୍ସିତା ମହାନ୍ତି ପ୍ରଥମ, ପଥନଥା ପ୍ରିୟଦର୍ଶିନୀ ଦ୍ୱିତୀୟ, ସିମରଣ ପଟ୍ଟନାୟକ ତୃତୀୟ, ଚିତ୍ରାଙ୍କନ ରେ ଅପରାଜିତା କଂହର ପ୍ରଥମ, ରୂପଶ୍ରୀ ପ୍ରଧାନ ଦ୍ୱିତୀୟ, ଦିସିଖା ପ୍ରଧାନ ତୃତୀୟ, ମୋବାଇଲ ଫୋଟୋ ଗ୍ରାଫି ରେ ଭଗବାନ ପ୍ରଧାନ ପ୍ରଥମ, ପ୍ରୀତମ କୁମାର ପଟ୍ଟନାୟକ ଦ୍ୱିତୀୟ, ଲିଙ୍କନ କୁମାର ଡାକୁଆ ତୃତୀୟ, କବିତା ରେ ଅର୍ଣ୍ଣପୂର୍ଣ୍ଣା ସାହାଣୀ ପ୍ରଥମ, କେ ଖୁସି ପାତ୍ର ଦ୍ୱିତୀୟ, ସନ୍ତ ସିନି ମହାପାତ୍ର ଏବଂ,
ବିଜ୍ଞାନ ମେଳା ଏକକ ପ୍ରତିଯୋଗିତା ରେ ସାଜେଦ ଖାଁ ପ୍ରଥମ, ସା ଗ ର ସେଠି ଦ୍ୱିତୀୟ, ମେଘନା ମତଗଜା ସିଂ ତୃତୀୟ ଜୁନିଅର ବିଭାଗ ରେ ପୀତବାସ ଦୀପ ପ୍ରଥମ, ଶୁଭମ ଡାକୁଆ ଦ୍ୱିତୀୟ, ଶ୍ରୀୟା ରଥ ତୃତୀୟ, ଗ୍ରୁପ ପ୍ରତିଯୋଗିତା ରେ ରିଚିସ୍ମିତା ସାହୁ ଏବଂ ସାଥି, ପ୍ରଥମ, ସୁଚିତ୍ରା ପଣ୍ଡା ଏବଂ ସାଥି ଦ୍ୱିତୀୟ, ପିନାକୀ ସାହୁ ଏବଂ ଗ୍ରୁପ ତୃତୀୟ, ଜୁନିଅର ବିଭାଗ ରେ ସାଇ ମନ ପ୍ରୀତି ଏବଂ ଗ୍ରୁପ ପ୍ରଥମ, କ୍ରିଷ୍ଣା ନାୟକ ଏବଂ ଗ୍ରୁପ ଦ୍ୱିତୀୟ, କୃପାଲି ଦାଶ ଏବଂ ଗ୍ରୁପ ସାଥି ତୃତୀୟ, ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସାଇ ଡ୍ୟାନ୍ସ ଗ୍ରୁପ ପ୍ରଥମ,ବି ଏସ ସି ନରସିଂ ଦ୍ୱିତୀୟ, ଏବଂ ପ୍ରିୟବର୍ତ୍ତ ଏବଂ ସାଥି ତୃତୀୟ ହୋଇ ଥିଲେ l
ଜ଼ିଲ୍ଲା ସ୍ତରୀୟ ଯୁବ ଉତ୍ସବ ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମାନେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ରେ ଅଂଶ କରିବେ ବୋଲି ଏବଂ ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଜ଼ିଲ୍ଲା ସ୍ତରରେ ଲୁକ କା ୟତ ହୋଇ ଥିବା ଯୁବା ପ୍ରତିଭା ନିଜର ଦକ୍ଷତା ପ୍ରଦର୍ଶନ କିରିବା ର ଗୋଟେ ମାଧ୍ୟମ ବୋଲି ଏବଂ ଏହି ମାଧ୍ୟମରେ ଜଣେ ଜ଼ିଲ୍ଲା ସ୍ତରରୁ ଜାତୀୟ ସ୍ତର ପର୍ଯ୍ୟନ୍ତ ନିଜର ଦକ୍ଷତା ଦେଖେଇ ପାରିବ ବୋଲି ଜ଼ିଲ୍ଲା ଯୁବ ଅଧିକାରୀ ନଭନୀତ କୁମାର ଯୁବ କ ଭାଇ ଓ ଭଉଣୀ ମାନଙ୍କୁ ଅବଗତ କରିଥିଲେ lମୁଖ୍ୟ ଅତିଥି ଅନୁଷ୍ଠିତ କାର୍ଯ୍ୟକ୍ରମ ର ମୁଖ୍ୟ ଓ ଉଦେଶ୍ୟ ବିଷୟରେ ଉପସ୍ଥିତ ଥିବା ଭାଇ ଓ ଭଉଣୀ ମାନଙ୍କୁ ଅବଗତ କରି ଥିଲେ l ଜ଼ିଲ୍ଲା ସ୍ତରୀୟ ପ୍ରତିଯୋଗିତା ରେ ବିଜୟୀ ପ୍ରତି ଯୋଗୀ ମାନଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ଵାରା ଟ୍ରଫି,ପ୍ରମାଣ ପତ୍ର ଓ ଅର୍ଥ ରାଶି ପ୍ରଦାନ କରା ଯାଇଥିଲା l ବୈଠକ ରେ ମା ଇ ଭାରତ (ନେହରୁ ଯୁବ କେନ୍ଦ୍ର )ଫୁଲବାଣୀ ର ସହ କର୍ମୀ ସତ୍ୟ ବାନ ଦଳବେହେରା ମୁଖ୍ୟ ଅତିଥି, ସନମାନିତ ଅତିଥି ଓ ଉପସ୍ଥିତ ଥିବା ଭାଇ ଓ ଭଉଣୀ ମାନଙ୍କୁ ସ୍ୱାଗତ କରିଥିବା ବେଳେ ରମେଶ କଂହର ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରି ଥିଲେ l
No Result
View All Result