No Result
View All Result
୨ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ଵର :-> ଭଦ୍ରକ ଜିଲ୍ଲାର ବରପଦା ଇଞ୍ଜିନିୟରିଂ କଲେଜର ସୁରକ୍ଷା ଦାବିରେ ସୋମବାର ଦିନ ଭୁବନେଶ୍ୱରଠାରେ ଭଦ୍ରକ ନାଗରିକ ମଞ୍ଚ ତରଫରୁ ଏକ ସମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପ୍ରକାଶଥାଉକି, ଚଉପଦ ଭଞ୍ଜିନିୟରିଂ ସ୍କୁଲ ଯାହା ତତ୍କାଳୀନ ମୁଖ୍ୟମନ୍ତ୍ରୀ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବ ୧୯୫୭ ମସିହାରେ ସ୍ଥାନୀୟ ଲୋକଙ୍କ କମି ଅନୁଦାନ ସହାୟତାରେ ସ୍ଥାପିତ କରିଥିଲେ, ଏହା କୌଣସି କାରଣବଶତଃ ୧୯୬୪ ମସିହାରେ ବନ୍ଦ ହୋଇଯାଇଥିଲା । ପରେ ୧୯୮୨ ମସିହାରେ ଭଦ୍ରକର ଜନନେତା ତତ୍କାଳୀନ ମନ୍ତ୍ରୀ ଶ୍ରୀଯୁକ୍ତ ଯୁଗଳ କିଶୋଜ ପଟ୍ଟନାୟକଙ୍କ ଉଦ୍ୟମରେ ଏହି ଅନୁଷ୍ଠାନକୁ ପୁନରୁଦ୍ଧାର କରାଯାଇଥୁଲା ଏବଂ ପରେ ଏହି ଇଞ୍ଜିନିୟରିଂ ସ୍କୁଲ୍ର ଅନୁଦାନରୁ ଭଦ୍ରକରେ ତିନି ତିନୋଟି ବେସରକାରୀ କଲେଜ ଯଥା ସାଳନ୍ଦୀ କଲେଜ, ଚରମ୍ପା କଲେଜ ଏବଂ ଭଦ୍ରକ ମହିଳା କଲେଜ ସ୍ଥାପନ କରିଥିଲେ ।
ପରେ ୧୯୯୦ ମସିହାରେ ସରକାର ବଦଳିଲା ପରେ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଜେଡ଼ି ନେତା ପ୍ରଫୁଲ୍ଲ ସାମଲ ଏବଂ ତାଙ୍କ ପରିବାର ଦୀର୍ଘ ୩୪ ବର୍ଷ ଧରି ବରପଦା ଇଞ୍ଜିନିୟରିଂ କଲେଜରୁ ଶହ ଶହ କୋଟି ଟଙ୍କାର ଜମି, କୋଠାବାଡ଼ି, ମୂଲ୍ୟବାନ ଗାଡ଼ି, ନଗଦ ଟଙ୍କା ଆଦି ସର୍ବସାଧାରଣ ସମ୍ପରି ଆତ୍ମସାତ କରି ଆସୁଥିବା ସିଧାସଳଖ ସମ୍ପୃକ୍ତି ନେଇ ପ୍ରଦର୍ଶନ ନିର୍ଦ୍ଦେଶାଳୟର ଚଢାର ଓ ତଦନ୍ତ ଜାରି ରହିଛି । ପ୍ରଫୁଲ୍ଲ ସାମଲଙ୍କ ପରିବାର କର୍ତ୍ତୃତ୍ୱାଧୀନ ବି.ଏସ୍.ଇ.ଟି ସୋସାଇଟି ପରିଗଳନା କମିଟିର ବେଆଇନ, ଏକଛାତ୍ରବାଦ କାର୍ଯ୍ୟକଳାପ ଏବଂ ପୂର୍ବ ସରକାରଙ୍କ ସମର୍ଥନ ଯୋଗୁ ବରପଦା ଇଞ୍ଜିନିୟରିଂ” କଳେଳ ରସାତଳଗାମୀ ହେବା ସହିତ କଲେଜର ଅଧକ୍ଷକଙ୍କ ସମ୍ପତ୍ତିରେ ଦିନ ଦ୍ଵିପ୍ରହରରେ କଲେଜର ବର୍ତ୍ତମାନର କର୍ମଋରୀମାନଙ୍କୁ ମରଣାନ୍ତକ ଆକ୍ରମଣ ଓ ଅଧକ୍ଷଙ୍କ ବିରୁଦ୍ଧରେ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ସଙ୍ଗୀନ ଦଫାରେ କେସ୍ ରୁଜୁ ହୋଇଥିଲେ ମଧ୍ୟ ଭଦ୍ରକ ଜିଲ୍ଲାପାଳଙ୍କ ନୀରବତା ଓ ଦୁର୍ନୀତିଗ୍ରସ୍ତ ପରିପ୍ପଳନା କମିଟିକୁ ପରୋକ୍ଷ ସମର୍ଥନ ଯୋଗୁ କର୍ମଋରାମାନଙ୍କ ୧୦୦ ଦିନରୁ ଲକ୍ଷ୍ନୌ ପ୍ରତୀକାମୂକ ଆନ୍ଦୋଳନ ଗଲୁ ରହିଛି ।
କିନ୍ତୁ ବଡ଼ ଦୁଃଖ ଓ ପରିତାପର ବିଷୟ, ଏଇକି ସମ୍ବେଦନଶୀଳ ଘଟଣା ପ୍ରତି ଖୋଦ୍ ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ଜନପ୍ରତିନିଧୁଙ୍କ ନୀରବତା ପ୍ରମାଣ କରୁଛି ଯେ, ‘ନୂଆ ସରକାର ଗଠନ ହୋଇଛି କିନ୍ତୁ ପୂର୍ବ ସରକାର ଏବଂ ବର୍ତ୍ତମାନର ସରକାରର ସରକାରୀ ବାବୁ ଓ ଜନପ୍ରତିନିଧୁମାନଙ୍କ ମନୋଭାବ, ନାତି ପୂର୍ବ ସରକାର ପରି ଋଳୁ ରହିଛି ।” ମଞ୍ଚ ଦାବି କରିଛି ଯେ, ବର୍ତ୍ତମାନ ପରିପ୍ପଳନା କମିଟିକୁ ତୁରନ୍ତ ବରଖାସ୍ତ କରି ଜିଲ୍ଲାପାଳଙ୍କ ଦ୍ୱାରା ଏକ ନୂତନ ପରିଗଳନା କମିଟି ଗଠନ କରାଯାଉ ଏବଂ ସରକାର ଏହି ଶିକ୍ଷାନୁଷ୍ଠାନ ସମୂହକୁ ନିଜ ଅଧୁନକୁ ଆଣନ୍ତୁ । ଭଦ୍ରକ ଜିଲ୍ଲାର ସର୍ବପୁରାତନ ବରପଦା ବୈଷୟିକ ଓ ଯାରିକ ଶିକ୍ଷାନୁଷ୍ଠାନର ଭବିଷ୍ୟତର ସୁରକ୍ଷା ପାଇଁ ଯଦି ଓଡ଼ିଶା ସରକାର ଆଗାମୀ ଡିସେମ୍ବର ମାସ ୮ ତାରିଖ ସୁଦ୍ଧା ପଦକ୍ଷେପ ଗ୍ରହଣ ନ କରନ୍ତି, ତେବେ ଆଗାମୀ ଜାନୁୟାରୀ ୯, ୨୦୨୫ରିଖ ଠାରୁ ଓଡ଼ିଶା ବିଧାନସଭା ଘେରାଉ କରାଯିବା ସହ ଧାରଣା ଦିଆଯିବ ବୋଲି ଭଦ୍ରକ ନାଗରିକ ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ଯୁଧୁଷ୍ଠିର ପଣ୍ଡାଙ୍କ ଆବାହକତ୍ୱରେ ଭଦ୍ରକର କଂଗ୍ରେସ ନେତା ତଥା ବିଧାୟକ ପ୍ରାର୍ଥୀ ଅସିତ ପଟ୍ଟନାୟକ, ବରିଷ୍ଠ ଅଧୁକରୁ ସୁର ରାଉତରାୟ, ବରପଦା ବିଚାଶ ମଞ୍ଚର ପ୍ରବାର ମହାରି ପ୍ରମୁଖ ଉପସ୍ଥିତ ଥିଲେ ।
ଭଦ୍ରକ ନାଗରିକ ମଞ୍ଚ ଯୋଗାଯୋଗ : ୯୮୬୧୨୭ ୧୬୬୮
No Result
View All Result