No Result
View All Result

୨ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ନୌସେନା ଦିବସ ପାଇଁ ଅଭ୍ୟାସ ଜାରି ରହିଛି l ଆଜି ସୋମବାର ଅଭ୍ୟାସ ର ୫ମ ଦିନରେ ଚିତାକର୍ଷକ ରଣ କୌଶଳ ପ୍ରଦର୍ଶନ କଲେ ନୌ ସେନା । ସମୁଦ୍ରର ଅସ୍ଥିର ଜଳରାଶି ଉପରେ ଉଡ଼ିଆସି ଅଟକିଥିଲା ୩ଟି ହେଲିକପ୍ଟର । ତଳେ ସମୁଦ୍ର ପାଣିରେ ଥିଲା ଜେମିନି ବୋଟ୍ । ଗୋଟିଏ ଏଲିଅକୁହେଲିକପ୍ଟର୍ ଅନ୍ୟ ୨ଟି ସି କିଙ୍ଗ୍ ହେଲିକପ୍ଟର୍ଚାରିପଟେ ଚକ୍କର କାଟି ସୁରକ୍ଷା ଦେଉଥିଲା । ନୌସେନା କମାଣ୍ଡୋବେଳାଭୂମିକୁ ଆସିଥିଲେ ।
ରଣକୌଶଳରେ ସମୀଭୂତ ହେଲେ ଦର୍ଶକ l ଆରମ୍ଭହୋଇଥିଲା ନୌସେନାର ଛାତିରା ରଣକୌଶଳ ପ୍ରଦର୍ଶନ। ଶତ୍ରୁପକ୍ଷଙ୍କୁ ପ୍ରତିହତ କରିବାର ବିଭିନ୍ନ ତେମୋ ଦେଖାଇଥିଲେ ନୌସେନା ବାହିନୀ । ସମୁଦ୍ର ଗର୍ଭରେ ମୁଣ୍ଡଟେସିଥିଲା ଜାହାଜ l ଯୁଦ୍ଧ ଜାହାଜକିଭଳି ଚୁଡ଼ା ଜାହାଜକୁ ରକେଟ୍ ମାଡ଼ କରେତାହାର ଡେମୋ ଦେଖାଇଥିଲେ । ହେଲିକପ୍ଟର ରୁ କମାଣ୍ଡୋମାନେ ଓହ୍ଲାଇ ଜିଭଳି ନିଜ ଅପରେସନ୍ସାରିବା ପରେ ପୁଣି ସୁରକ୍ଷିତ ସ୍ଥାନକୁ ବାଲିଯାଇଥାଆନ୍ତି ତାହାର ଡେମୋ ଦେଖାଇଥିଲେ ।


ବିପିଏମ୍ ଟ୍ୟାକ୍ସ୍ କିଭଳି ଶତ୍ରୁଙ୍କୁ ବାନାକ୍ଷକରେ ତାହାର ଦୃଶ୍ୟ ବେଶ୍ ରୋମାଞ୍ଚକରଥିଲା । ବେଳାଭୂମିରେ ଲହଡ଼ିର ପାଣି ଭିତରେବାଲିକୁ ଚାଡ଼ି ମାଡ଼ି ଯାଇଥିଲା ଏହି ଟ୍ୟାକ୍ସ୍।ଟ୍ୟାଙ୍କର ବ୍ୟାରେଲକୁ ୩୬୦ ଡିଗ୍ରୀ ପର୍ଯ୍ୟନ୍ତବୁଲାଇ ରଣ କୌଶଳ ଦେଖାଇଥିଲେ ।୪ଟି ଆର୍ଦ୍ରଭାନ୍ସ ଲାଇଫ୍ ହେଲିକପ୍ଟର, ୨ଟିସି କିଙ୍ଗ୍ ହେଲିକପ୍ଟର, ୨ଟି ହସ୍ କ୍ଲିଟ୍ହେଲିକପ୍ଟର୍ ଲଗାତର ଭାବେ ଉଡ଼ି ବାସହ ବିଭିନ୍ନ ବିମାନ ଆକାଶରେ ନିଆଁସୃଷ୍ଟି କରି ପରାକ୍ରମ ପ୍ରଦର୍ଶନ କରିଥିଲା ।


ଶତାଧକ ଡ୍ରୋନ ଆକାଶରେଉଡ଼ାଣ ଭରି କେତେ ବେଳେ ଯୁଦ୍ଧ ଜାହଜର ଆକୃତି ନେବ ତ କେତେବେଳେ ଶକ୍ତିଶାଳିଏୟାରକ୍ରାଫ୍ଟର । ମଝି ଆକର୍ଷରେ ଦୃଶ୍ୟମାନ ହେଉଥିଲା ଭାରତର ମାନଚିତ୍ର l ଡ୍ରୋନ ଏବଂ ଲେଜର ଲାଇଟରେ ଏଭଳିକୌଶଳ ପ୍ରଦର୍ଶନ ଅପରାହ୍ନ ୫ଟା ୩୦ରୁ ୬ଟା୧୫ ପର୍ଯ୍ୟନ୍ତ ପ୍ରଦର୍ଶିତ ହୋଇଥିଲା । ନୌସେନାଦିବସ ପାଳନ କାର୍ଯ୍ୟକ୍ରମରେ ଡ୍ରୋନ୍ ସୋ’ ଓଲେଜର ସୋ’ ମୁଖ୍ୟ ଆକର୍ଷଣ ସାଜିବ । ଏହି ଡ୍ରୋନ୍ ସୋ’ ଓ ଲେଜର ସୋ’ର କିଛିଝଲକ ମଧ୍ଯ ଦେଖିବାକୁ ମିଳିଥିଲା ।

ନୌସେନା ପକ୍ଷରୁ ଅପରେସନାଲ୍ ଡେମୋଷ୍ଟ୍ରେସନ ଆକର୍ଷଣ ସାଜିବ ଡ୍ରୋନ୍ ସୋ । ଶେଷନୌସେନା ଅଭ୍ୟାସ ଆଜିI ବେଳାଭୂମିରେ ୩୦୦ଅତିରିକ୍ତ ଲାଇଫ୍ ଗାର୍ଡପାଇଁ ଅଭ୍ୟାସ କରାଯିବା ପରେ ଲେଜର ସୋ’ କରାଯାଇ ଥିଲା, l ୧୫ଟି ନୌସେନା ଜାହାଜ ପୁରୀଉପକୂଳରେ ଲାଗି ସାରିଲାଣି । ଏହି ଜାହାଜଗୁଡ଼ିକରନାଁ ହେଉଛି କଳଣ୍ଡ, ଦିଲ୍ଲୀ, ମୌଶୂର, ମୁମ୍ବାଇ,ରଣବୀର,

ଶକ୍ତି, ସତପୂରା, ଶତ୍ୟାଦି, ଘରିଆଳ,କିଲ୍ତାନ, କରୁଛି, ସାବିତ୍ରୀ, ସୁମିତ୍ରା, କର୍ମ, କୁଠାରା।ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ପାଇଁ ଏହି ଅବସରରେକହିଥିଲେ, ନୌସେନା ଦିବସ ଦେଖିବାକୁ ଲକ୍ଷଲକ୍ଷଦର୍ଶକ ଏକତ୍ରିତ ହେବେ । ସେଥିପାଇଁ ସମୁଦ୍ରକୁବିଭିନ୍ନ ସେକ୍ଟରରେ ଭାଗ କରାଯାଇଛି । ବିଭିନ୍ନସେକ୍ଟରକୁ ପର୍ଯ୍ୟାୟକ୍ରମେ ଲୋକଙ୍କୁ ଛଡ଼ାଯିବ ।

No Result
View All Result