No Result
View All Result
୨୬ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଭଦ୍ରକ :-> ସଂସ୍କୃତ ଏବଂ ଭାଷାରେ ମଧ୍ୟ ଏବେ ଭାରତର ସମ୍ବିଧାନ ଉପଲବ୍ଧ ହୋଇଛି । ସମ୍ବିଧାନର ୭୫ ବର୍ଷ ପୂରଣ ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ଅନୁଷ୍ଠିତ l ବାବା ଆମ୍ବେଦକର ଭାଷା ସମ୍ବିଧାନର ପାଇଁ ବିଲ ପାସ ପ୍ରକାଶ କରିଥିଲେ । ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ଉପସ୍ଥିତ ଜିଲ୍ଲା ଦଳିତ ମହାସଂଘସଭାପତି ତଥା ଜିଲ୍ଲା ଦଳିତ ନେତା ରାଜେନ୍ଦ୍ର ପ୍ରସାଦ ଜେନା ଙ୍କ ସଭାପତିତ୍ଵ ରେ l ସମ୍ଭିଧାନ ଦିବସ ପାଳନରେ ଯୋଗ ଦେଇଥିଲେ ମୁଖ୍ୟ ଅତିଥିଭାବେ ଭଦ୍ରକ କୋଟ ଆଇନଜୀବୀ ଗିରିଧାରୀ ନାଥ l
ମୁଖ୍ୟବକ୍ତା ସତ୍ୟାପ୍ରକାଶ ସେଠି l ସମ୍ମାନିତ ଅତିଥି ଭଦ୍ରକ କୋଟ ର ଆଇନଜୀବୀ ତାହେର ମୋହମ୍ମଦ ଏବଂ ଦଳିତ ସଂଗଠନ କର୍ମକର୍ତା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ସମ୍ବିଧାନ ଦିବସ ପାଇଁ ଏକ ସ୍ୱତନ୍ତ୍ର ଡାକ ଟିକଟ ଏବଂ ମୁଦ୍ରା ମଧ୍ୟ ଜାରି କରାଯାଇଛି । ରାଜେନ୍ଦ୍ର ପ୍ରସାଦ ଜେନା ତାଙ୍କ ସମ୍ବୋଧନରେ କହିଛନ୍ତି ଯେ ସମ୍ବିଧାନ ହେଉଛି ଦେଶର ବିଦ୍ବାନ ଲୋକଙ୍କ ଉପହାର । ଯାହା ଭାରତର ବିବିଧତାକୁ ସମ୍ମାନ ଦେଇଥାଏ । ବିଗତ ୭୫ ବର୍ଷ ମଧ୍ୟରେ ଦେଶର ଅଗ୍ରଗତି ଏବଂ ମହିଳା ହୁଅନ୍ତୁ ବା ପୁରୁଷ ସବୁକୁ ଅଧିକାର ଦିଆଯିବ ଦରକାର ମହିଳା କୁ ସଶକ୍ତିକରଣ ଦିଗରେ କରାଯାଇଥିବା କାର୍ଯ୍ୟ ଉପରେ ସେ ଆଲୋକ
No Result
View All Result