• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

କଟକ ଇଣ୍ଡୋର ଷ୍ଟାଡିୟମରେ ୭୬ ତମ ଏନସିସି ଦିବସ ପାଳିତ

Proprietor Abhimanyu Maharana by Proprietor Abhimanyu Maharana
November 24, 2024
in ଓଡ଼ିଶା, କଟକ, ମହାନଗର, ହୋମ୍
0
କଟକ ଇଣ୍ଡୋର ଷ୍ଟାଡିୟମରେ ୭୬ ତମ ଏନସିସି ଦିବସ ପାଳିତ
Share on FacebookShare on TwitterWhatsapp

୨୪ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) କଟକ :->  ଓଡ଼ିଶା ଏନସିସି ନିର୍ଦ୍ଦେଶାଳୟ ଆନୁକୁଲ୍ୟରେ ସର୍ବବୃହତ ୟୁନିଫର୍ମ ଯୁବ ସଂଗଠନ ଭାବରେ ପ୍ରତିଷ୍ଠିତ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ( ଏନ ସି ସି ) ର ୭୬ ତମ ବାର୍ଷିକୀ ସମାରୋହ କଟକସ୍ଥିତ ଜବାହରଲାଲ ଲାଲ ନେହେରୁ ଇନ୍ଦୋର ଷ୍ଟାଡିୟମ ପରିସରରେ ବହୁ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ ହୋଇ ଯାଇଅଛି l ଏଥିରେ ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ତଥା କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀଯୁକ୍ତ ସୁରଜ୍ ସୂର୍ଯ୍ୟବଂଶୀ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ରାଷ୍ଟ୍ର ନିର୍ମାଣରେ ଏନସିସିର ଭୂମିକା ଓ ଶୃଙ୍ଖଳିତ ଯୁବଶକ୍ତି ବିକଶିତ ଓଡ଼ିଶା ଗଠନର ଜାଗ୍ରତ ପ୍ରହରୀ ହୋଇ ରାଜ୍ୟର ସାମଗ୍ରିକ ବିକାଶ ଧାରାରେ ସାମିଲ୍ ହେବା ପାଇଁ ଆହ୍ଵାନ କରିଥିଲେ l ଏକତା , ଅନୁଶାସନ ଏବଂ ଦେଶପ୍ରେମର ଚମତ୍କାର ପ୍ରଦର୍ଶନ ସ୍ୱରୂପ ରାଜ୍ୟର ବିଭିନ୍ନ ଅଞ୍ଚଳର ଏନସିସି କ୍ୟାଡେଟମାନଙ୍କ ଦ୍ବାରା ଆୟୋଜିତ ପ୍ୟାରେଡରେ ମାନ୍ୟବର ମନ୍ତ୍ରୀ ଅଭିବାଦନ ଗ୍ରହଣ କରିଥିଲେ l

 ଏଥିସହ, ସାମାଜିକ ସେବା , ତ୍ୟାଗ ତଥା ରାଷ୍ଟ୍ର ନିର୍ମାଣ ପ୍ରତି ଏନସିସିର ପ୍ରତିବଦ୍ଧତାକୁ ଦର୍ଶାଇବା ପାଇଁ ଏକ ବିଶାଳ ରକ୍ତଦାନ ଶିବିର ମାନ୍ୟବର ମନ୍ତ୍ରୀ ଙ୍କ ଦ୍ଵାରା ଉଦଘାଟନ କରାଯାଇଥିଲା ସଭାପତି ଭାବରେ ଓଡ଼ିଶା ଏନସିସି ନିର୍ଦ୍ଦେଶାଳୟର ଉପ ମହାନିର୍ଦ୍ଦେଶକ କମୋଡର୍ ମହେଶ ରାହାଙ୍ଗଡ଼ାଲି ଯୋଗ ଦେଇ ଏନସିସି ଦିବସ ପାଳନ, ରାଜ୍ୟର ଯୁବକମାନଙ୍କ ମଧ୍ୟରେ ନେତୃତ୍ୱ, ଶୃଙ୍ଖଳା ଏବଂ ଦେଶପ୍ରେମର ମୂଲ୍ୟବୋଧ ସୃଷ୍ଟି କରିବା ସହ ପ୍ରେରଣା ଯୋଗାଇବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମ ଓଡ଼ିଶାର ଯୁବକମାନଙ୍କ ଉପରେ ଏନସିସିର ସକରାତ୍ମକ ପ୍ରଭାବକୁ ଆଲୋକିତ କରିବ, ଯାହା ସେମାନଙ୍କୁ ଦାୟିତ୍ୱବାନ ତଥା ଉତ୍ସର୍ଗୀକୃତ ନାଗରିକ ଭାବରେ ଗଢିତୋଳିବାରେ ସାହାଯ୍ୟ କରିବ ବୋଲି ବିଶିଷ୍ଟ ଅତିଥି ଭାବରେ ଯୋଗଦେଇ ଗ୍ରୁପ କ୍ୟାପଟେନ ଅମିତ୍ ସାଙ୍ଗୱାନ କହିଥିଲେ l

ବିକଶିତ ଓଡ଼ିଶା ତଥା ବିକଶିତ ଭାରତ ଗଠନରେ ନିଶ୍ଚିତ ଭାବରେ ଏନସିସି କ୍ୟାଡେଟ ମାନଙ୍କର ନବସୃଜନ ଓ ପ୍ରତିବଧତା ପ୍ରେରଣା ଯୋଗାଇବ ବୋଲି ଏନସିସି ନିର୍ଦ୍ଦେଶକ ସାଗର ମହାନ୍ତି ଆଲୋକପାତ କରିଥିଲେ ସମ୍ମାନିତ ଅତିଥି ଭାବରେ କଟକ ଗ୍ରୁପ ର ଗ୍ରୁପ କମାଣ୍ଡର କର୍ଣ୍ଣେଲ ସତ୍ୟବ୍ରତ ସ୍ବାଇଁ କ୍ୟାଡେଟ ମାନଙ୍କର ଅଭିନବ ଚିନ୍ତାଧାରା ଏବଂ ସୃଜନଶୀଳ ଦୃଷ୍ଟିକୋଣ, ଶୃଙ୍ଖଳିତ କାର୍ଯ୍ୟଦକ୍ଷତା, ରାଷ୍ଟ୍ର ନିର୍ମାଣରେ ସହାୟକ ହେବ ବୋଲି ଅଭିବ୍ୟକ୍ତ କରିଥିଲେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଖ୍ୟାତନାମା କଳାକାରଙ୍କ ଦ୍ଵାରା ବିଭିନ୍ନ ସଙ୍ଗୀତ ପରିବେଷଣ କରଯାଇଥିଲା ଓଡ଼ିଆ କଳା, ସଂସ୍କୃତି, ଐତିହ୍ୟ ଓ ଓଡ଼ିଆ ଅସ୍ମିତାର କୁ ନେ଼ଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

କ୍ୟାଡେଟ ମାନଙ୍କ ଦ୍ଵାରା ସମ୍ପ୍ରଦାୟ ସେବା, ସ୍ୱଚ୍ଛତା ଅଭିଯାନ ଶିକ୍ଷା,ବିପର୍ଯ୍ୟୟ ପରିଚାଳନା କୌଶଳ, ପରିବେଶ ସଂରକ୍ଷଣ ଶିକ୍ଷା ଓ ଭାରତୀୟ ସେନା ବାହିନୀର ବିରତ୍ଵ ଓ ସାହସିକତା , ବଳିଦାନ ସମ୍ବନ୍ଧୀୟ ଫଟୋଚିତ୍ର କ୍ୟାଡେଟ ମାନଙ୍କ ଦ୍ଵାରା ପ୍ରଦର୍ଶନ କରାଯାଇଥିଲା l ମୁଖ୍ୟ ଆକର୍ଷଣ ଭାବରେ ଐତିହ୍ୟସମ୍ପନ୍ନ ଆଏନଏସ ଚିଲିକା ପାଇପ୍ ବ୍ୟାଣ୍ଡ ଏବଂ ଗୌରବମୟ ଆର୍ମି ଏୟାର ଡିଫେନ୍ସ ମିଲିଟାରୀ ବ୍ୟାଣ୍ଡ ଦ୍ୱାରା ଏକ ବିଶେଷ କାର୍ଯ୍ୟକ୍ରମ ପ୍ରଦର୍ଶନ ହୋଇଥିଲା l ଯାହା ସମବେତ ଦର୍ଶକଙ୍କୁ ଆକର୍ଷିତ କରିବା ସହ ଉତ୍ସବର ମହାନତାକୁ ଆହୁରି ବଢାଇଥିଲା l ଉଲ୍ଲେଖନୀୟ କାର୍ଯ୍ଯ ପାଇଁ ଯୋଗ୍ୟବିବେଚିତ କ୍ୟାଡେଟ୍ ଏବଂ ଏନସିସି ଅଧିକାରୀ ମାନଙ୍କୁ ମାନ୍ୟବର ମନ୍ତ୍ରୀ ପୁରସ୍କୃତ କରିଥିଲେ l

କାର୍ଯ୍ୟକ୍ରମକୁ ପ୍ରଶିକ୍ଷଣ ଅଧିକାରୀ କର୍ଣ୍ଣେଲ ଅକ୍ଷୟ କୁମାର ଦାଶ ପରିଚାଳନା କରିଥିବା ବେଳେ କର୍ଣ୍ଣେଲ ସ୍ଵାଇଁ ଓଡିଶା ସରକାର ଓ ଏନସିସି ପରିବାରର ସାହାଯ୍ୟ ଓ ସହଯୋଗ ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ l ଓଡ଼ିଶା ଏନସିସି ନିର୍ଦ୍ଦେଶାଳୟ ଆନୁକୁଲ୍ୟରେ ସର୍ବବୃହତ ୟୁନିଫର୍ମ ଯୁବ ସଂଗଠନ ଭାବରେ ପ୍ରତିଷ୍ଠିତ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ( ଏନ ସି ସି ) ର ୭୬ ତମ ବାର୍ଷିକୀ ସମାରୋହ କଟକସ୍ଥିତ ଜବାହରଲାଲ ଲାଲ ନେହେରୁ ଇନ୍ଦୋର ଷ୍ଟାଡିୟମ ପରିସରରେ ବହୁ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ ହୋଇ ଯାଇଅଛି । ଏଥିରେ ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ତଥା କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀଯୁକ୍ତ ସୁରଜ୍ ସୂର୍ଯ୍ୟବଂଶୀ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ରାଷ୍ଟ୍ର ନିର୍ମାଣରେ ଏନସିସିର ଭୂମିକା ଓ ଶୃଙ୍ଖଳିତ ଯୁବଶକ୍ତି ବିକଶିତ ଓଡ଼ିଶା ଗଠନର ଜାଗ୍ରତ ପ୍ରହରୀ ହୋଇ ରାଜ୍ୟର ସାମଗ୍ରିକ ବିକାଶ ଧାରାରେ ସାମିଲ୍ ହେବା ପାଇଁ ଆହ୍ଵାନ କରିଥିଲେ ।

ଏକତା , ଅନୁଶାସନ ଏବଂ ଦେଶପ୍ରେମର ଚମତ୍କାର ପ୍ରଦର୍ଶନ ସ୍ୱରୂପ ରାଜ୍ୟର ବିଭିନ୍ନ ଅଞ୍ଚଳର ଏନସିସି କ୍ୟାଡେଟମାନଙ୍କ ଦ୍ବାରା ଆୟୋଜିତ ପ୍ୟାରେଡରେ ମାନ୍ୟବର ମନ୍ତ୍ରୀ ଅଭିବାଦନ ଗ୍ରହଣ କରିଥିଲେ l ଏଥିସହ, ସାମାଜିକ ସେବା , ତ୍ୟାଗ ତଥା ରାଷ୍ଟ୍ର ନିର୍ମାଣ ପ୍ରତି ଏନସିସିର ପ୍ରତିବଦ୍ଧତାକୁ ଦର୍ଶାଇବା ପାଇଁ ଏକ ବିଶାଳ ରକ୍ତଦାନ ଶିବିର ମାନ୍ୟବର ମନ୍ତ୍ରୀ ଙ୍କ ଦ୍ଵାରା ଉଦଘାଟନ କରାଯାଇଥିଲା ସଭାପତି ଭାବରେ ଓଡ଼ିଶା ଏନସିସି ନିର୍ଦ୍ଦେଶାଳୟର ଉପ ମହାନିର୍ଦ୍ଦେଶକ କମୋଡର୍ ମହେଶ ରାହାଙ୍ଗଡ଼ାଲି ଯୋଗ ଦେଇ ଏନସିସି ଦିବସ ପାଳନ, ରାଜ୍ୟର ଯୁବକମାନଙ୍କ ମଧ୍ୟରେ ନେତୃତ୍ୱ, ଶୃଙ୍ଖଳା ଏବଂ ଦେଶପ୍ରେମର ମୂଲ୍ୟବୋଧ ସୃଷ୍ଟି କରିବା ସହ ପ୍ରେରଣା ଯୋଗାଇବ ବୋଲି କହିଥିଲେ ।

ଏହି କାର୍ଯ୍ୟକ୍ରମ ଓଡ଼ିଶାର ଯୁବକମାନଙ୍କ ଉପରେ ଏନସିସିର ସକରାତ୍ମକ ପ୍ରଭାବକୁ ଆଲୋକିତ କରିବ, ଯାହା ସେମାନଙ୍କୁ ଦାୟିତ୍ୱବାନ ତଥା ଉତ୍ସର୍ଗୀକୃତ ନାଗରିକ ଭାବରେ ଗଢିତୋଳିବାରେ ସାହାଯ୍ୟ କରିବ ବୋଲି ବିଶିଷ୍ଟ ଅତିଥି ଭାବରେ ଯୋଗଦେଇ ଗ୍ରୁପ କ୍ୟାପଟେନ ଅମିତ୍ ସାଙ୍ଗୱାନ କହିଥିଲେ ଯେ, ବିକଶିତ ଓଡ଼ିଶା ତଥା ବିକଶିତ ଭାରତ ଗଠନରେ ନିଶ୍ଚିତ ଭାବରେ ଏନସିସି କ୍ୟାଡେଟ ମାନଙ୍କର ନବସୃଜନ ଓ ପ୍ରତିବଧତା ପ୍ରେରଣା ଯୋଗାଇବ ବୋଲି ଏନସିସି ନିର୍ଦ୍ଦେଶକ ସାଗର ମହାନ୍ତି ଆଲୋକପାତ କରିଥିଲେ ସମ୍ମାନିତ ଅତିଥି ଭାବରେ କଟକ ଗ୍ରୁପ ର ଗ୍ରୁପ କମାଣ୍ଡର କର୍ଣ୍ଣେଲ ସତ୍ୟବ୍ରତ ସ୍ବାଇଁ କ୍ୟାଡେଟ ମାନଙ୍କର ଅଭିନବ ଚିନ୍ତାଧାରା ଏବଂ ସୃଜନଶୀଳ ଦୃଷ୍ଟିକୋଣ , ଶୃଙ୍ଖଳିତ କାର୍ଯ୍ୟଦକ୍ଷତା, ରାଷ୍ଟ୍ର ନିର୍ମାଣରେ ସହାୟକ ହେବ ବୋଲି ଅଭିବ୍ୟକ୍ତ କରିଥିଲେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଖ୍ୟାତନାମା କଳାକାରଙ୍କ ଦ୍ଵାରା ବିଭିନ୍ନ ସଙ୍ଗୀତ ପରିବେଷଣ କରଯାଇଥିଲା

ଓଡ଼ିଆ କଳା, ସଂସ୍କୃତି, ଐତିହ୍ୟ ଓ ଓଡ଼ିଆ ଅସ୍ମିତାର କୁ ନେ଼ଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l କ୍ୟାଡେଟ ମାନଙ୍କ ଦ୍ଵାରା ସମ୍ପ୍ରଦାୟ ସେବା, ସ୍ୱଚ୍ଛତା ଅଭିଯାନ ଶିକ୍ଷା,ବିପର୍ଯ୍ୟୟ ପରିଚାଳନା କୌଶଳ, ପରିବେଶ ସଂରକ୍ଷଣ ଶିକ୍ଷା ଓ ଭାରତୀୟ ସେନା ବାହିନୀର ବିରତ୍ଵ ଓ ସାହସିକତା , ବଳିଦାନ ସମ୍ବନ୍ଧୀୟ ଫଟୋଚିତ୍ର କ୍ୟାଡେଟ ମାନଙ୍କ ଦ୍ଵାରା ପ୍ରଦର୍ଶନ କରାଯାଇଥିଲା l ମୁଖ୍ୟ ଆକର୍ଷଣ ଭାବରେ ଐତିହ୍ୟସମ୍ପନ୍ନ ଆଏନଏସ ଚିଲିକା ପାଇପ୍ ବ୍ୟାଣ୍ଡ ଏବଂ ଗୌରବମୟ ଆର୍ମି ଏୟାର ଡିଫେନ୍ସ ମିଲିଟାରୀ ବ୍ୟାଣ୍ଡ ଦ୍ୱାରା ଏକ ବିଶେଷ କାର୍ଯ୍ୟକ୍ରମ ପ୍ରଦର୍ଶନ ହୋଇଥିଲା l ଯାହା ସମବେତ ଦର୍ଶକଙ୍କୁ ଆକର୍ଷିତ କରିବା ସହ ଉତ୍ସବର ମହାନତାକୁ ଆହୁରି ବଢାଇଥିଲା l ଉଲ୍ଲେଖନୀୟ କାର୍ଯ୍ଯ ପାଇଁ ଯୋଗ୍ୟବିବେଚିତ କ୍ୟାଡେଟ୍ ଏବଂ ଏନସିସି ଅଧିକାରୀ ମାନଙ୍କୁ ମାନ୍ୟବର ମନ୍ତ୍ରୀ ପୁରସ୍କୃତ କରିଥିଲେ l କାର୍ଯ୍ୟକ୍ରମକୁ ପ୍ରଶିକ୍ଷଣ ଅଧିକାରୀ କର୍ଣ୍ଣେଲ ଅକ୍ଷୟ କୁମାର ଦାଶ ପରିଚାଳନା କରିଥିବା ବେଳେ କର୍ଣ୍ଣେଲ ସ୍ଵାଇଁ ଓଡିଶା ସରକାର ଓ ଏନସିସି ପରିବାରର ସାହାଯ୍ୟ ଓ ସହଯୋଗ ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରାତ୍ର ପେଟ୍ରୋଲିଂ କଡାକଡି କରିବା ପାଇଁ ବୁଦ୍ଧିଜିବି ମହଲରେ ଦାବି

ରାତ୍ର ପେଟ୍ରୋଲିଂ କଡାକଡି କରିବା ପାଇଁ ବୁଦ୍ଧିଜିବି ମହଲରେ ଦାବି

August 15, 2026
ଟ୍ରେନ ଧକ୍କା ରେ ଗୋରୁ ଚରାଳି ସହିତ (୫) ଗୋରୁ ମୃତ

ଟ୍ରେନ ଧକ୍କା ରେ ଗୋରୁ ଚରାଳି ସହିତ (୫) ଗୋରୁ ମୃତ

August 15, 2026
ମୋତିଆବିନ୍ଦୁ ଚି଼ହ୍ନଟ ଶିବିର ଓ ନିଶୁକ୍ଳ ଔଷଧ,ଚଷମା ବଣ୍ଟନ

ମୋତିଆବିନ୍ଦୁ ଚି଼ହ୍ନଟ ଶିବିର ଓ ନିଶୁକ୍ଳ ଔଷଧ,ଚଷମା ବଣ୍ଟନ

August 15, 2026
ପଠାଣି ସାମନ୍ତ ବୃତ୍ତିରେ ଆଦର୍ଶ ଶିଶୁ ନିକେତନ ଛାତ୍ରର ସଫଳତା

ପଠାଣି ସାମନ୍ତ ବୃତ୍ତିରେ ଆଦର୍ଶ ଶିଶୁ ନିକେତନ ଛାତ୍ରର ସଫଳତା

August 15, 2026

Recent News

ରାତ୍ର ପେଟ୍ରୋଲିଂ କଡାକଡି କରିବା ପାଇଁ ବୁଦ୍ଧିଜିବି ମହଲରେ ଦାବି

ରାତ୍ର ପେଟ୍ରୋଲିଂ କଡାକଡି କରିବା ପାଇଁ ବୁଦ୍ଧିଜିବି ମହଲରେ ଦାବି

August 15, 2026
ଟ୍ରେନ ଧକ୍କା ରେ ଗୋରୁ ଚରାଳି ସହିତ (୫) ଗୋରୁ ମୃତ

ଟ୍ରେନ ଧକ୍କା ରେ ଗୋରୁ ଚରାଳି ସହିତ (୫) ଗୋରୁ ମୃତ

August 15, 2026
ମୋତିଆବିନ୍ଦୁ ଚି଼ହ୍ନଟ ଶିବିର ଓ ନିଶୁକ୍ଳ ଔଷଧ,ଚଷମା ବଣ୍ଟନ

ମୋତିଆବିନ୍ଦୁ ଚି଼ହ୍ନଟ ଶିବିର ଓ ନିଶୁକ୍ଳ ଔଷଧ,ଚଷମା ବଣ୍ଟନ

August 15, 2026
ପଠାଣି ସାମନ୍ତ ବୃତ୍ତିରେ ଆଦର୍ଶ ଶିଶୁ ନିକେତନ ଛାତ୍ରର ସଫଳତା

ପଠାଣି ସାମନ୍ତ ବୃତ୍ତିରେ ଆଦର୍ଶ ଶିଶୁ ନିକେତନ ଛାତ୍ରର ସଫଳତା

August 15, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରାତ୍ର ପେଟ୍ରୋଲିଂ କଡାକଡି କରିବା ପାଇଁ ବୁଦ୍ଧିଜିବି ମହଲରେ ଦାବି

ରାତ୍ର ପେଟ୍ରୋଲିଂ କଡାକଡି କରିବା ପାଇଁ ବୁଦ୍ଧିଜିବି ମହଲରେ ଦାବି

August 15, 2026
ଟ୍ରେନ ଧକ୍କା ରେ ଗୋରୁ ଚରାଳି ସହିତ (୫) ଗୋରୁ ମୃତ

ଟ୍ରେନ ଧକ୍କା ରେ ଗୋରୁ ଚରାଳି ସହିତ (୫) ଗୋରୁ ମୃତ

August 15, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version