୧୯ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ମୋହନା ବନ ବିଭାଗ ଅଧିକାରୀ ରେଞ୍ଜର ଲକ୍ଷ୍ମୀ ପ୍ରସାଦ ବିଷୋୟୀ ମୋହନା ବନ ବିଭାଗ ଶେଷ ସୀମାରେ ପହଁରା ଦେଉଥିବା ସମୟରେ ଜଙ୍ଗଲ ମଧ୍ୟରେ ୧୪ ଖଣ୍ଡ କାଠ ଗଣ୍ଡି ପଡ଼ିଥିବା ଦେଖି ଜବତ କରିଥିବା ଜଣାପଡିଛି ।

ମୋହନା ବନ ବିଭାଗ କର୍ମଚାରୀ ରେଞ୍ଜର ଙ୍କ ନେତୃତ୍ୱରେ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ମୋହନା ଏବଂ ବଡଗଡ ସୀମା ଅନ୍ତର୍ଗତ ଖାରିଚୁଆଁ ଗାଁ ଜଙ୍ଗଲ ମଧ୍ୟରେ ପଡ଼ିଥିବା ଦେଖି ଜବତ କରିଛନ୍ତି ବନ ବିଭାଗ ।