No Result
View All Result
୦୯ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> ମହାନଦୀ ବିହାର ରେ Psycho killer ଏକ ଯୁବକ । ଟୋପି ପିନ୍ଧି ବୁଲୁଚି। କେତେ ବେଳେ ବାଇକ୍ ରେ ଆସି ଘରେ ଘରେ ଚାହୁଁ ଚି ତ କେତେ ବେଳେ ଚାଲି ଚାଲି ଘରେ ପଶି ଛୋଟ ଛୋଟ ଛୁଆ ମାନଙ୍କୁ ଡାକି ମିଠା ମିଠା କଥା କହି ସେମାନଙ୍କୁ ଧରି କିସ୍ କରି ପଳେଇ ଯାଉଚି।
ଝିଅ ମାନଙ୍କର ବୟସ 12 13 ବର୍ଷ ଭିତରେ ଅଷ୍ଟମ।ନବମ ଶ୍ରେଣୀରେ ପଢ଼ୁଥିବା ପିଲା Psycho killer ର ଟାର୍ଗେଟ ହୋଲା ମହାନଦୀ ବିହାର ସରସ୍ଵତୀ ସିସୁ ମନ୍ଦିର ଝିଅ ମାନଙ୍କୁ । ଯଦି ବାପ ମାଆ ପୋଲିସ ପାଖକୁ ଅଭିଯୋଗ କରିବାକୁ ଯାଉଛନ୍ତି ।ପୋଲିସ ଆଗ ମେଡିକାଲ ଟେଷ୍ଟ କରିବା ସହିତ ଥାନା କୋର୍ଟ କଚେରୀ କଥା କହୁଛନ୍ତି ।
ଏମିତି ରେ କିଏ ଚାହୁଁ ନାହାଁନ୍ତି ଥାନାକୁ ଯାଇ କେସ୍ କରିବା ପାଇଁ ଏପରି ଘଟଣାକୁ ନେଇ ମହାନଦୀ ବିହାର ଅଞ୍ଚଳରେ ଛନକା ପଶିବା ସହିତ ଲୋକ ମାନଙ୍କ ଭିତରେ ଭୟ ରହୁଚି କ’ଣ କରିବେ । ଆମେ କିଛି ଭିଡିଓ ଫଟୋ କପି ସହିତ ଆପଣ ମାନଙ୍କୁ ଯଣାଇ ବାକୁ ଚେଷ୍ଟା କରୁଚୁ ଯଦି କେହି ଏ ପିଲାକୁ ଦେଖନ୍ତି ସାଙ୍ଗେ ସାଙ୍ଗେ ପୋଲିସ କୁ ଜଣାନ୍ତୁ ଦୟାକରି ।

No Result
View All Result