ଓଡିଶା ତାଜା ନ୍ୟୁଜ୍ (୨୦ ଅଗଷ୍ଟ ଗୁରୁବାର) ବରୀ :- ବିଜୁ ପଟ୍ଟନାୟକ ଡିପ୍ଲୋମା ଷ୍ଟୁଡେଣ୍ଟ ଅର୍ଗାନାଇଜେସନର ପୂର୍ବତନ ରାଜ୍ୟ କାର୍ଯ୍ୟକାରି ସଭାପତି “ସତ୍ୟମ୍ ବେହେରାଙ୍କ ତରଫରୁ ବରୀ ରାମଚନ୍ଦ୍ରପୁର ଥାନା ର ନୂତନ ଭାରାପ୍ରାପ୍ତ ଅଧିକାରୀ ଅଜୟ କୁମାର ଜେନା ସାରଙ୍କୁ ସ୍ଵାଗତ କରାଯାଇ ଅଛି ।
ଏଥିରେ ଅନ୍ୟମାନଙ୍କ ମଧ୍ଯ ରେ ଛାତ୍ର ନେତା ସ୍ୱୋରୁପ୍ ସାହାଣୀ, ସତ୍ୟଜିତ ଭୁଇଁଆ, ସନ୍ଦୀପ କୁମାର୍ ସାହୂ, ଶୋମେନ୍ଦ୍ର ପ୍ରଧାନ, ଯନ୍ମଞ୍ଜୟ ରାଉତ, ପ୍ରିୟତୋଷ ନାୟକ, ରୀଙ୍କହ୍ନୁ ଭୁଇଁଆ,ସମେତ ଅନ୍ୟ
ସଦସ୍ୟ ମଧ୍ଯ ଉପସ୍ତିତ ଥିଲେ।